Jump to content

ଚକ୍ରଧର ଜେନା

ଉଇକିପିଡ଼ିଆ‌ରୁ
(Chakradhar Jenaରୁ ଲେଉଟି ଆସିଛି)
ଚକ୍ରଧର ଜେନା
ଜାତୀୟତା ଭାରତୀୟ
ଶିକ୍ଷାନ୍ୟାସନାଲ ସ୍କୁଲ ଅଫ ଡ୍ରାମା
ବୃତ୍ତିଅଭିନେତା

ଚକ୍ରଧର ଜେନା ଜଣେ ଓଡ଼ିଆ ଅଭିନେତା ଥିଲେ ।[] ସେ ଓଡ଼ିଆ ଚଳଚ୍ଚିତ୍ର, ମଞ୍ଚ ନାଟକ ଓ ଧାରାବାହିକ ବ୍ୟତୀତ ହଲିଉଡ଼ ଓ ବମ୍ବେ ସିନେମା ଶିଳ୍ପରେ ମଧ୍ୟ ସକ୍ରିୟ ଥିଲେ । ଚଳଚ୍ଚିତ୍ର ଜଗତରେ ସେ 'ଚକରା ଭାଇ' ନାମରେ ପରିଚିତ ଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

ଚକ୍ରଧର ୧୯୮୮ ମସିହାରେ ସେ ନ୍ୟାସନାଲ ସ୍କୁଲ ଅଫ ଡ୍ରାମାରୁ ଶିକ୍ଷା ସମାପ୍ତ କରି ଅଭିନୟ ଦୂନିଆକୁ ଆସିଥିଲେ ।[] ଓଡ଼ିଆରେ ମୌଳିକ ଚଳଚ୍ଚିତ୍ର କରିବା ଉପରେ ସେ ଗୁରୁତ୍ୱ ଦେଉଥିଲେ । ପଥର ଖସୁଚି ବଡ଼ ଦେଉଳୁ ତାଙ୍କ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଥିଲା

ଅଭିନୀତ ଚଳଚ୍ଚିତ୍ର ଓ ଧାରାବାହିକ

[ସମ୍ପାଦନା]

ଓଡ଼ିଆ

[ସମ୍ପାଦନା]

ହଲିଉଡ଼

[ସମ୍ପାଦନା]

ହିନ୍ଦୀ

[ସମ୍ପାଦନା]

ମୃତ୍ୟୁ

[ସମ୍ପାଦନା]

ମଧୁମେହ ଓ ଫୁସଫୁସ ଜନିତ ରୋଗର ପିଡ଼ିତ ଥାଇ ତାଙ୍କର ଭୁବନେଶ୍ୱର ଏମ୍ସ ଚିକିତ୍ସାଧିନ ଅବସ୍ଥାରେ ୨୦୨୪ ମସିହା ଫେବୃଆରୀ ୧୨ ତାରିଖରେ ଦେହାନ୍ତ ହୋଇଥିଲା ।

  1. Sharma, Deepa (13 February 2024). "Veteran Ollywood actor Chakradhar Jena passes away". KalingaTV. Retrieved 13 February 2024.
  2. "Veteran Ollywood Actor Chakradhar Jena Passes Away". https://argusenglish.in/. 8 December 2008. Retrieved 13 February 2024. {{cite web}}: External link in |website= (help)
  3. Bureau, Sambad (13 February 2024). "ଚାଲିଗଲେ ଅଭିନେତା ଚକ୍ରଧର". Sambad. Retrieved 13 February 2024.

ଅଧିକ ତଥ୍ୟ

[ସମ୍ପାଦନା]