ବୃନ୍ଦାବନ ଦାସ
ଦେଖଣା
(Brundaban Dasରୁ ଲେଉଟି ଆସିଛି)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ବୃନ୍ଦାବନ ଦାସ ଜଣେ ଓଡ଼ିଆ କବି ।[୧][୨] ସେ ଆନୁମାନିକ ଷୋଡ଼ଶ ଶତାବ୍ଦୀର ଜନ୍ମଗ୍ରହଣ କରିଥିଲେ । ବୃନ୍ଦାବନ ଦାସ ଗୀତଗୋବିନ୍ଦର ପ୍ରଥମ ଓଡ଼ିଆ ଅନୁବାଦକ । ତାଙ୍କ ରଚିତ ଗ୍ରନ୍ଥ 'ରସବାରିଧି' ପଣ୍ଡିତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତି ପକ୍ଷରୁ ପ୍ରକାଶିତ ହୋଇଥିଲା ।[୩]
ଆଧାର
[ସମ୍ପାଦନା]- ↑ "ଜାତୀୟ ଐତିହ-ହାତୀଦାନ୍ତର ଗୀତଗୋବିନ୍ଦ" (PDF) (ମଇ ୨୦୦୭): ୪୭-୪୯. Archived from the original (PDF) on 2021-05-26. Retrieved 2018-04-10.
{{cite journal}}
:|first=
missing|last=
(help); Cite journal requires|journal=
(help) - ↑ "ମହାକବି ଜୟଦେବ ଓ ଗୀତଗୋବିନ୍ଦ" (PDF) (ଜୁଲାଇ ୨୦୦୯): ୩୦-୩୨. Archived from the original (PDF) on 7 June 2021. Retrieved 10 April 2018.
{{cite journal}}
:|first=
missing|last=
(help); Cite journal requires|journal=
(help) - ↑ ରସବାରିଧି, ବୃନ୍ଦାବନ ଦାସ କୃତ, ପ୍ରଧାନ ସମ୍ପାଦକ : ଅଧ୍ୟାପକ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି । ପ୍ରାଚୀ ଗ୍ରନ୍ଥମାଳା - ୧୯ । ଦ୍ୱିତୀୟ ମୁଦ୍ରଣ, ୧୦୦୦, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର ।