ବୃନ୍ଦାବନ ଦାସ

ଉଇକିପିଡ଼ିଆ‌ରୁ

ବୃନ୍ଦାବନ ଦାସ ଜଣେ ଓଡ଼ିଆ କବି ।[୧][୨] ସେ ଆନୁମାନିକ ଷୋଡ଼ଶ ଶତାବ୍ଦୀର ଜନ୍ମଗ୍ରହଣ କରିଥିଲେ । ବୃନ୍ଦାବନ ଦାସ ଗୀତଗୋବିନ୍ଦର ପ୍ରଥମ ଓଡ଼ିଆ ଅନୁବାଦକ । ତାଙ୍କ ରଚିତ ଗ୍ରନ୍ଥ 'ରସବାରିଧି' ପଣ୍ଡିତ ଆର୍ତ୍ତବଲ୍ଲଭ ମହାନ୍ତିଙ୍କଦ୍ୱାରା ସମ୍ପାଦିତ ହୋଇ ପ୍ରାଚୀ ସମିତି ପକ୍ଷରୁ ପ୍ରକାଶିତ ହୋଇଥିଲା ।[୩]

ଆଧାର[ସମ୍ପାଦନା]

  1. "ଜାତୀୟ ଐତିହ-ହାତୀଦାନ୍ତର ଗୀତଗୋବିନ୍ଦ" (PDF) (ମଇ ୨୦୦୭): ୪୭-୪୯. {{cite journal}}: |first= missing |last= (help); Cite journal requires |journal= (help)
  2. "ମହାକବି ଜୟଦେବ ଓ ଗୀତଗୋବିନ୍ଦ" (PDF) (ଜୁଲାଇ ୨୦୦୯): ୩୦-୩୨. Retrieved 10 April 2018. {{cite journal}}: |first= missing |last= (help); Cite journal requires |journal= (help)
  3. ରସବାରିଧି, ବୃନ୍ଦାବନ ଦାସ କୃତ, ପ୍ରଧାନ ସମ୍ପାଦକ : ଅଧ୍ୟାପକ ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତି । ପ୍ରାଚୀ ଗ୍ରନ୍ଥମାଳା - ୧୯ । ଦ୍ୱିତୀୟ ମୁଦ୍ରଣ, ୧୦୦୦, ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର, ଭୁବନେଶ୍ୱର ।