Jump to content

ବ୍ରହ୍ମାନନ୍ଦ ପଣ୍ଡା

ଉଇକିପିଡ଼ିଆ‌ରୁ
(Brahmananda Pandaରୁ ଲେଉଟି ଆସିଛି)
ବ୍ରହ୍ମାନନ୍ଦ ପଣ୍ଡା
ସାଂସଦ: ୧୪ଶ ଲୋକ ସଭା
ନିର୍ବାଚନ ମଣ୍ଡଳୀଜଗତସିଂହପୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1949-04-03)୩ ଅପ୍ରେଲ ୧୯୪୯
ଜଗତସିଂହପୁର, ଓଡ଼ିଶା
ମୃତ୍ୟୁ୩୦ ଜାନୁଆରୀ ୨୦୧୦(2010-01-30) (ବୟସ ୬୦)
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେଡି
ଜୀବନ ସାଥୀନମିତା ପଣ୍ଡା
ସନ୍ତାନ୨ ପୁଅ
ଘରକଟକ, ଓଡ଼ିଶା
୨୨ ସେପ୍ଟେମ୍ବର, ୨୦୦୬ ସୁଦ୍ଧା
ଆଧାର:

ବ୍ରହ୍ମାନନ୍ଦ ପଣ୍ଡା (୩ ଅପ୍ରେଲ ୧୯୪୯ – ୩୦ ଜାନୁଆରୀ ୨୦୧୦)[] ଜଣେ ଭାରତୀୟ ରାଜନେତା । ସେ ବିଜୁ ଜନତା ଦଳ ପ୍ରତିନିଧି ଭାବରେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[]

ଜନ୍ମ, ପରିବାର ଓ ଶିକ୍ଷା

[ସମ୍ପାଦନା]

ବ୍ରହ୍ମାନନ୍ଦ ୧୯୪୯ ମସିହାର ଅପ୍ରେଲ ମାସ ୩ ତାରିଖରେ ଜଗତସିଂହପୁରଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ପତ୍ନୀଙ୍କ ନାମ ନମିତା ପଣ୍ଡା ।

ରାଜନୈତିକ ଜୀବନ

[ସମ୍ପାଦନା]

ବ୍ରହ୍ମାନନ୍ଦ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ୨୦୦୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ଜଗତସିଂହପୁର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲରିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୧୪ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ, ଯେଉଁଠରେ ସେ ଜଣେ ସାଂସଦ ଭାବରେ ୨୦୦୪ ମସିହାରୁ ୨୦୦୯ ମସିହାଯାଏଁ କାର୍ଯ୍ୟ କରିଥିଲେ ।[]

ମୃତ୍ୟୁ

[ସମ୍ପାଦନା]

ବ୍ରହ୍ମାନନ୍ଦ ୨୦୧୦ ମସିହାର ଜାନୁଆରୀ ମାସ ୩୦ ତାରିଖରେ ମୃତ୍ୟୁବରଣ କରିଥିଲେ ।[] ମୃତ୍ୟୁବେଳକୁ ତାଙ୍କୁ ୬୦ ବର୍ଷ ବୟସ ହୋଇଥିଲା ।

  1. 1 2 3 "Former MP Brahmananda Panda passes away". The Hindu. Chennai, India. 31 January 2010.
  2. 1 2 "Former BJD MP Brahmananda Panda died, Orissa Current News". orissadiary.com. 2010. Archived from the original on 18 March 2012. Retrieved 17 May 2012. Brahmananda Panda, a former Biju Janata Dal (BJD) Lok Sabha member

ବାହାର ଆଧାର

[ସମ୍ପାଦନା]