ବିପିନ ବିହାରୀ ଦାସ (୧୯୭୫ ମୃତ୍ୟୁ)
ଦେଖଣା
(Bipin Bihari Das (1975 death)ରୁ ଲେଉଟି ଆସିଛି)
ବିପିନ ବିହାରୀ ଦାସ | |
---|---|
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୬୧ – ୧୯୬୭ | |
ପୂର୍ବ ଅଧିକାରୀ | ବୈକୁଣ୍ଠ ନାଥ ମହାନ୍ତି |
ପର ଅଧିକାରୀ | ବୈକୁଣ୍ଠ ନାଥ ମହାନ୍ତି |
ନିର୍ବାଚନ ମଣ୍ଡଳୀ | ବାଲିକୁଦା |
ବ୍ୟକ୍ତିଗତ ସବିଶେଷ | |
ମୃତ୍ୟୁ | ୨୪ ଅପ୍ରେଲ ୧୯୭୫ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ସୁରେଶ୍ୱରୀ ଦେବୀ |
ବାପା/ବୋଉ | ଲକ୍ଷ୍ମୀଧର ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ବିପିନ ବିହାରୀ ଦାସ (ମୃତ୍ୟୁ: ୨୪ ଅପ୍ରେଲ ୧୯୭୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲିକୁଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ବିପିନ ବିହାରୀ ଦାସଙ୍କ ବାପାଙ୍କ ନାମ ଲକ୍ଷ୍ମୀଧର ଦାସ ଓ ପତ୍ନୀଙ୍କ ନାମ ସୁରେଶ୍ୱରୀ ଦେବୀ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ବିପିନ ବିହାରୀ ଦାସ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ବିପିନ ବିହାରୀ ଦାସ ୧୯୭୫ ମସିହାର ଅପ୍ରେଲ ୨୪ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Bipin Bihari Das". odishaassembly.nic.in. Odisha Assembly. Retrieved 10 May 2022.