ବିଦିପ୍ତା ଚକ୍ରବର୍ତ୍ତୀ
ଦେଖଣା
(Bidipta Chakrabortyରୁ ଲେଉଟି ଆସିଛି)
ବିଦିପ୍ତା ଚକ୍ରବର୍ତ୍ତୀ | |
---|---|
ଜନ୍ମ | [୧] କଲିକତା, ଭାରତ | ୧୨ ଜୁନ ୧୯୭୩
ଜାତୀୟତା | ଭାରତୀୟ |
ବୃତ୍ତି | ଅଭିନେତ୍ରୀ |
ବୈବାହିକ-ସାଥୀ |
ବିର୍ସା ଦାସଗୁପ୍ତା (m. ୨୦୧୦) |
ସନ୍ତାନ | ମେଖଲା ଦାସଗୁପ୍ତା ଇଦା ଦାସଗୁପ୍ତା |
ସମ୍ପର୍କୀୟ | ସୁଦିପ୍ତା ଚକ୍ରବର୍ତ୍ତୀ (ଭଉଣୀ) |
ବିଦିପ୍ତା ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ଦେବେଶ ଚଟୋପାଧ୍ୟାୟଙ୍କ ନାଟକ ବ୍ରେନ୍ରେ କାମ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ବିଦିପ୍ତାଙ୍କ ବାପା ବିପ୍ଳବ କେତନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ବଙ୍ଗଳା ଥିଏଟର ଅଭିନେତା ଓ ତାଙ୍କ ମାଆ ଦିପାଳୀ ଚକ୍ରବର୍ତ୍ତୀ ଜଣେ ନର୍ତ୍ତକୀ । ତାଙ୍କ ଦୁଇ ଭଉଣୀ ସୁଦିପ୍ତା ଚକ୍ରବର୍ତ୍ତୀ ଓ ବିଦିଶା ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି । ସେ କଥାଚିତ୍ର ନିର୍ଦ୍ଦେଶକ ବିର୍ସା ଦାସଗୁପ୍ତାଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ ।[୨][୩][୪] ତାଙ୍କ ଝିଅ ଇଦା ଦାସଗୁପ୍ତା ଜଣେ ଶିଶୁ କଳାକାର ଭାବରେ ମଧ୍ୟ କାମ କରିଛନ୍ତି ।[୫]
ଅଭିନୀତ କଥାଚିତ୍ର
[ସମ୍ପାଦନା]- ବିଜୟ ପରେ (୨୦୨୨)
- ମନ ଖରାପ (୨୦୨୨)
- ବିସ୍ମିଲ୍ଲାଃ (୨୦୨୨)
- ସହରେର ଉପକଥା (୨୦୨୨)
- ଡ୍ରାକୁଲା ସାର୍ (୨୦୨୧)
- ପ୍ରଭୁ ପଶ୍ଚିମ ଦକ୍ଷିଣ (୨୦୨୦)
- ନଗରକୀର୍ତ୍ତନ (୨୦୧୯)
- ରସଗୋଲା (୨୦୧୮)
- ଲୋଡ୍ ଶେଡିଂ (୨୦୧୫)
- ମେଘେ ଧକା ତାରା (୨୦୧୩)
- ଆମି ଆଡ଼ୁ (୨୦୧୧)[୬]
- ଚଲୋ ଲେଟ୍ସ୍ ଗୋ (୨୦୦୮)
- ଅବାର ଅରଣ୍ୟେ (୨୦୦୩)
- ମିଷ୍ଟର୍ ଆଣ୍ଡ ମିଷ୍ଟ୍ରେସ୍ ଅୟର୍ (୨୦୦୨)
କ୍ଷୁଦ୍ର ଚଳଚ୍ଚିତ୍ର/ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍/କ୍ଷୁଦ୍ର ଚଳଚ୍ଚିତ୍ର | ଭୂମିକା | ପ୍ଲାଟଫର୍ମ | ମନ୍ତବ୍ୟ |
---|---|---|---|---|
୨୦୧୮ | ଆକ୍ସନ୍ ଏରିଆ ୧୧ବି | [୭] | ||
୨୦୧୯ | ଶରାତେ ଆଜ | ଅନନ୍ୟା | ଜୀ୫ | [୮][୯][୧୦] |
୨୦୨୨ | ଉତ୍ତୋରଣ | ହୋଇଚୋଇ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଧାରାବାହିକ | ଚରିତ୍ର | ଚ୍ୟାନେଲ୍ |
---|---|---|---|
୨୦୦୮ - ୨୦୧୦ | ଏଇ ଘୋର ଏଇ ସଂସାର | କାବେରୀର ଆଣ୍ଟି | ଜୀ ବାଂଲା |
୨୦୦୯ - ୨୦୧୦ | ଓଗୋ ବନ୍ଧୁ ସୁନ୍ଦରୀ | ଇଶାନର ମାଆ | ଷ୍ଟାର୍ ଜଲ୍ସା |
୨୦୧୦ - ୨୦୧୩ | କେୟା ପଟର ନୌକୋ | ସୋନାର ମାଆ | ଜୀ ବାଂଲା |
୨୦୧୧ - ୨୦୧୫ | ଇଷ୍ଟି କୁଟୁମ୍ | ସାଞ୍ଜବତୀ | ଷ୍ଟାର୍ ଜଲ୍ସା |
୨୦୧୩ - ୨୦୧୫ | ଜୋଲ୍ ନୂପୁର | ଅଞ୍ଜନା | |
୨୦୧୪ - ୨୦୧୫ | ବ୍ୟୋମକେଶ (୨୦୧୪ ଟିଭି ସିରିଜ୍) | ମିଷ୍ଟ୍ରେସ୍ ରାୟ | କଲର୍ସ ବାଂଲା |
୨୦୧୫ - ୨୦୧୬ | ଚୋଖେର୍ ତାରା ତୁଇ | ଜୟା/ପାୟଲ | ଷ୍ଟାର୍ ଜଲ୍ସା |
୨୦୧୬ | ମହାନାୟକ | ଶନୋ ଦେବୀ | |
୨୦୧୬ - ୨୦୧୭ | କୁସୁମ ଡୋଲା | କୋଲି | |
୨୦୧୭ | ଜୟୀ | ମୟୁରାକ୍ଷୀ | ଜୀ ବାଂଲା |
୨୦୧୮ - ୨୦୧୯ | ଶୁଭ ଦୃଷ୍ଟି | ଅନ୍ନପୂର୍ଣ୍ଣା | କଲର୍ସ ବାଂଲା |
ଫୁଗୁଣ ବୋଉ | ଆମ୍ରପାଲି | ଷ୍ଟାର୍ ଜଲ୍ସା | |
୨୦୧୮ - ୨୦୨୦ | ଜୟ ବାବା ଲୋକନାଥ | ଭୈରବୀ | ଜୀ ବାଂଲା |
୨୦୧୯ - ୨୦୨୧ | ଆଲୋ ଛାୟା | ମୈତ୍ରେୟୀ | |
୨୦୨୦ - ୨୦୨୧ | ପ୍ରଥମ କାଦମ୍ବିନୀ | କୋନକ ଦେବୀ | ଷ୍ଟାର୍ ଜଲ୍ସା |
୨୦୨୧ | ରିମ୍ଲି | ତନିଷା ମୁଖାର୍ଜୀ | ଜୀ ବାଂଲା |
୨୦୨୨ | ମିଠାଇ | ଅନୁରାଧା ମୋଦକ | |
୨୦୨୨ - ଏବେଯାଏଁ | ଫେରାରି ମୋନ୍ | ପରମା | କଲର୍ସ ବାଂଲା |
୨୦୨୩ - ୨୦୨୪ | ଟୁଣ୍ଟେ | ମନ୍ଦିରା | ଷ୍ଟାର୍ ଜଲ୍ସା |
୨୦୨୩ - ୨୦୨୪ | ଜୋଲ୍ ତୋଇ ତୋଇ ଭଲବାସ | ଅପରାଜିତା |
ଆଧାର
[ସମ୍ପାଦନା]- ↑ "Actress Bidipta Chakraborty celebrates 50th birthday with hubby Birsa Dasgupta, Dev, Rukmini Maitra and others; see pics". The Times of India. ISSN 0971-8257. Retrieved 2024-04-24.
- ↑ ୨.୦ ୨.୧ "Bidipta's not embarrassed to act out intimate scenes". The Times of India. Archived from the original on 8 December 2013. Retrieved 25 October 2012.
- ↑ "Birsa Dasgupta: Scripting a new story". The Times of India. 1 February 2010. Retrieved 19 February 2014.
- ↑ "Tollywood's knotty affair!". The Times of India. 2017-01-11. ISSN 0971-8257. Retrieved 2024-04-24.
- ↑ "Ida Dasgupta is both the hero and the heroine of Shob Bhooturey: Abir Chatterjee". m.tellychakkar.com (in ଇଂରାଜୀ). Retrieved 2024-04-24.[permanent dead link]
- ↑ "Ami Aadu review". Telegraph Calcutta. Archived from the original on 4 March 2011. Retrieved 25 October 2012.
- ↑ "Addatimes Media Private Limited".
- ↑ "ZEE5 unveils their biggest Bengali Original, 'Sharate Aaj' for Bangladeshi audiences on 21st February". Indian Television Dot Com (in ଇଂରାଜୀ). 21 February 2019. Retrieved 30 July 2019.
- ↑ "Sharate Aaj: Zee5's Biggest Bengali Original Series Releases on 21st February | Webfare .live". Webfare (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 23 July 2019. Retrieved 30 July 2019.
- ↑ "Sharate Aaj review: Zee5's new Bengali series is a smartly written thriller loaded with terrific performances". Firstpost (in ଇଂରାଜୀ). 3 March 2019. Retrieved 30 July 2019.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଦିପ୍ତା ଚକ୍ରବର୍ତ୍ତୀ