Jump to content

ବିଦିପ୍ତା ଚକ୍ରବର୍ତ୍ତୀ

ଉଇକିପିଡ଼ିଆ‌ରୁ
ବିଦିପ୍ତା ଚକ୍ରବର୍ତ୍ତୀ
ଜନ୍ମ (1973-06-12) ୧୨ ଜୁନ ୧୯୭୩ (ବୟସ ୫୩)[୧]
କଲିକତା, ଭାରତ
ପେଷାଅଭିନେତ୍ରୀ
ଜୀବନସାଥୀ
ବିର୍ସା ଦାସଗୁପ୍ତା
​
(m. ୨୦୧୦)​
Childrenମେଖଲା ଦାସଗୁପ୍ତା
ଇଦା ଦାସଗୁପ୍ତା
ସମ୍ପର୍କୀୟସୁଦିପ୍ତା ଚକ୍ରବର୍ତ୍ତୀ (ଭଉଣୀ)

ବିଦିପ୍ତା ଚକ୍ରବର୍ତ୍ତୀ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଜଗତରେ କାମ କରନ୍ତି । ସେ ଦେବେଶ ଚଟୋପାଧ୍ୟାୟଙ୍କ ନାଟକ ବ୍ରେନ୍‌ରେ କାମ କରିଥିଲେ ।[୨]

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ବିଦିପ୍ତାଙ୍କ ବାପା ବିପ୍ଳବ କେତନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ବଙ୍ଗଳା ଥିଏଟର ଅଭିନେତା ଓ ତାଙ୍କ ମାଆ ଦିପାଳୀ ଚକ୍ରବର୍ତ୍ତୀ ଜଣେ ନର୍ତ୍ତକୀ । ତାଙ୍କ ଦୁଇ ଭଉଣୀ ସୁଦିପ୍ତା ଚକ୍ରବର୍ତ୍ତୀ ଓ ବିଦିଶା ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ ଜଗତରେ ସକ୍ରିୟ ଅଛନ୍ତି । ସେ କଥାଚିତ୍ର ନିର୍ଦ୍ଦେଶକ ବିର୍ସା ଦାସଗୁପ୍ତାଙ୍କୁ ୨୦୧୦ ମସିହାରେ ବିବାହ କରିଥିଲେ ।[୨][୩][୪] ତାଙ୍କ ଝିଅ ଇଦା ଦାସଗୁପ୍ତା ଜଣେ ଶିଶୁ କଳାକାର ଭାବରେ ମଧ୍ୟ କାମ କରିଛନ୍ତି ।[୫]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ବିଜୟ ପରେ (୨୦୨୨)
  • ମନ ଖରାପ (୨୦୨୨)
  • ବିସ୍ମିଲ୍ଲାଃ (୨୦୨୨)
  • ସହରେର ଉପକଥା (୨୦୨୨)
  • ଡ୍ରାକୁଲା ସାର୍ (୨୦୨୧)
  • ପ୍ରଭୁ ପଶ୍ଚିମ ଦକ୍ଷିଣ (୨୦୨୦)
  • ନଗରକୀର୍ତ୍ତନ (୨୦୧୯)
  • ରସଗୋଲା (୨୦୧୮)
  • ଲୋଡ୍ ଶେଡିଂ (୨୦୧୫)
  • ମେଘେ ଧକା ତାରା (୨୦୧୩)
  • ଆମି ଆଡ଼ୁ (୨୦୧୧)[୬]
  • ଚଲୋ ଲେଟ୍‌ସ୍ ଗୋ (୨୦୦୮)
  • ଅବାର ଅରଣ୍ୟେ (୨୦୦୩)
  • ମିଷ୍ଟର୍ ଆଣ୍ଡ ମିଷ୍ଟ୍ରେସ୍ ଅୟର୍ (୨୦୦୨)

କ୍ଷୁଦ୍ର ଚଳଚ୍ଚିତ୍ର/ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍/କ୍ଷୁଦ୍ର ଚଳଚ୍ଚିତ୍ର ଭୂମିକା ପ୍ଲାଟଫର୍ମ ମନ୍ତବ୍ୟ
୨୦୧୮ ଆକ୍ସନ୍ ଏରିଆ ୧୧ବି [୭]
୨୦୧୯ ଶରାତେ ଆଜ ଅନନ୍ୟା ଜୀ୫ [୮][୯][୧୦]
୨୦୨୨ ଉତ୍ତୋରଣ ହୋଇଚୋଇ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ ଚରିତ୍ର ଚ୍ୟାନେଲ୍
୨୦୦୮ - ୨୦୧୦ ଏଇ ଘୋର ଏଇ ସଂସାର କାବେରୀର ଆଣ୍ଟି ଜୀ ବାଂଲା
୨୦୦୯ - ୨୦୧୦ ଓଗୋ ବନ୍ଧୁ ସୁନ୍ଦରୀ ଇଶାନର ମାଆ ଷ୍ଟାର୍ ଜଲ୍‌ସା
୨୦୧୦ - ୨୦୧୩ କେୟା ପଟର ନୌକୋ ସୋନାର ମାଆ ଜୀ ବାଂଲା
୨୦୧୧ - ୨୦୧୫ ଇଷ୍ଟି କୁଟୁମ୍ ସାଞ୍ଜବତୀ ଷ୍ଟାର୍ ଜଲ୍‌ସା
୨୦୧୩ - ୨୦୧୫ ଜୋଲ୍ ନୂପୁର ଅଞ୍ଜନା
୨୦୧୪ - ୨୦୧୫ ବ୍ୟୋମକେଶ (୨୦୧୪ ଟିଭି ସିରିଜ୍) ମିଷ୍ଟ୍ରେସ୍ ରାୟ କଲର୍ସ ବାଂଲା
୨୦୧୫ - ୨୦୧୬ ଚୋଖେର୍ ତାରା ତୁଇ ଜୟା/ପାୟଲ ଷ୍ଟାର୍ ଜଲ୍‌ସା
୨୦୧୬ ମହାନାୟକ ଶନୋ ଦେବୀ
୨୦୧୬ - ୨୦୧୭ କୁସୁମ ଡୋଲା କୋଲି
୨୦୧୭ ଜୟୀ ମୟୁରାକ୍ଷୀ ଜୀ ବାଂଲା
୨୦୧୮ - ୨୦୧୯ ଶୁଭ ଦୃଷ୍ଟି ଅନ୍ନପୂର୍ଣ୍ଣା କଲର୍ସ ବାଂଲା
ଫୁଗୁଣ ବୋଉ ଆମ୍ରପାଲି ଷ୍ଟାର୍ ଜଲ୍‌ସା
୨୦୧୮ - ୨୦୨୦ ଜୟ ବାବା ଲୋକନାଥ ଭୈରବୀ ଜୀ ବାଂଲା
୨୦୧୯ - ୨୦୨୧ ଆଲୋ ଛାୟା ମୈତ୍ରେୟୀ
୨୦୨୦ - ୨୦୨୧ ପ୍ରଥମ କାଦମ୍ବିନୀ କୋନକ ଦେବୀ ଷ୍ଟାର୍ ଜଲ୍‌ସା
୨୦୨୧ ରିମ୍‌ଲି ତନିଷା ମୁଖାର୍ଜୀ ଜୀ ବାଂଲା
୨୦୨୨ ମିଠାଇ ଅନୁରାଧା ମୋଦକ
୨୦୨୨ - ଏବେଯାଏଁ ଫେରାରି ମୋନ୍ ପରମା କଲର୍ସ ବାଂଲା
୨୦୨୩ - ୨୦୨୪ ଟୁଣ୍ଟେ ମନ୍ଦିରା ଷ୍ଟାର୍ ଜଲ୍‌ସା
୨୦୨୩ - ୨୦୨୪ ଜୋଲ୍ ତୋଇ ତୋଇ ଭଲବାସ ଅପରାଜିତା
  1. ↑ "Actress Bidipta Chakraborty celebrates 50th birthday with hubby Birsa Dasgupta, Dev, Rukmini Maitra and others; see pics". The Times of India. ISSN 0971-8257. Retrieved 2024-04-24.
  2. 1 2 "Bidipta's not embarrassed to act out intimate scenes". The Times of India. Archived from the original on 8 December 2013. Retrieved 25 October 2012.
  3. ↑ "Birsa Dasgupta: Scripting a new story". The Times of India. 1 February 2010. Retrieved 19 February 2014.
  4. ↑ "Tollywood's knotty affair!". The Times of India. 2017-01-11. ISSN 0971-8257. Retrieved 2024-04-24.
  5. ↑ "Ida Dasgupta is both the hero and the heroine of Shob Bhooturey: Abir Chatterjee". m.tellychakkar.com (in ଇଂରାଜୀ). Retrieved 2024-04-24.[permanent dead link]
  6. ↑ "Ami Aadu review". Telegraph Calcutta. Archived from the original on 4 March 2011. Retrieved 25 October 2012.
  7. ↑ "Addatimes Media Private Limited".
  8. ↑ "ZEE5 unveils their biggest Bengali Original, 'Sharate Aaj' for Bangladeshi audiences on 21st February". Indian Television Dot Com (in ଇଂରାଜୀ). 21 February 2019. Retrieved 30 July 2019.
  9. ↑ "Sharate Aaj: Zee5's Biggest Bengali Original Series Releases on 21st February | Webfare .live". Webfare (in ଆମେରିକୀୟ ଇଂରାଜୀ). 23 January 2019. Archived from the original on 23 July 2019. Retrieved 30 July 2019.
  10. ↑ "Sharate Aaj review: Zee5's new Bengali series is a smartly written thriller loaded with terrific performances". Firstpost (in ଇଂରାଜୀ). 3 March 2019. Retrieved 30 July 2019.

ବାହାର ଲିଙ୍କ୍

[ସମ୍ପାଦନା]