ଭୁବନେଶ୍ୱରୀ (ଅଭିନେତ୍ରୀ)
ଦେଖଣା
(Bhuvaneswari (actress)ରୁ ଲେଉଟି ଆସିଛି)
ଭୁବନେଶ୍ୱରୀ | |
---|---|
ଜନ୍ମ | ଚିତ୍ତୋର, ଆନ୍ଧ୍ର ପ୍ରଦେଶ, ଭାରତ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ଅଭିନେତ୍ରୀ, ମଡେଲ |
ସକ୍ରିୟ ବର୍ଷ | ୨୦୦୦–୨୦୧୬ |
ଭୁବନେଶ୍ୱରୀ ଭାରତୀୟ ଅଭିନେତ୍ରୀ । ସେ ତେଲୁଗୁ, ତାମିଲ, କନ୍ନଡ଼ା, ମାଲାୟାଲମ, ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ଏବଂ ହିନ୍ଦୀ ଓ ତାମିଲ ଦୂରଦର୍ଶନ ଜଗତରେ କାମ କରିଛନ୍ତି ।[୧] କିଛି ଧାରାବାହିକରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି ।[୨] ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ବଏଜ୍ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା, ଯେଉଁଥିରେ ସେ ଜଣେ ବେଶ୍ୟା ରାଣୀ ଭୂମିକାରେ କାମ କରିଥିଲେ । ମୁଖ୍ୟ ନାୟିକା ଭାବରେ କୁର୍କୁରେ ତାଙ୍କର ପ୍ରଥମ କଥାଚିତ୍ର ଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ | ଆଧାର |
---|---|---|---|---|---|
୨୦୦୦ | କନ୍ଧା କଦମ୍ବା ଖତିର ବେଲା | ମଲ୍ଲିକା | ତାମିଲ | ||
ପ୍ରିୟାମାନାବାଲେ | ପ୍ରିୟାର ସହକର୍ମୀ | ||||
ବଜେଟ୍ ପ୍ରଦମନାଧନ | ଶକ୍ତି | ||||
୨୦୦୧ | ରିଷି | ||||
୨୦୦୩ | ଡୋଙ୍ଗା ରାମୁଡ଼ୁ ଆଣ୍ଡ୍ ପାର୍ଟି | ତେଲୁଗୁ | |||
ଚାର୍ମିନାର୍ | |||||
ବଏଜ୍ | ରାଣୀ | ତାମିଲ | |||
୨୦୦୪ | ବାଲ୍ଲିଦ୍ଦାରୁ ଓକ୍କାଟେ | ତେଲୁଗୁ | |||
ଗୁଡୁମ୍ବା ଶଙ୍କର | |||||
ଏନ୍ନାବୋ ପୁଡ଼ିଚିରୁକ୍କୁ | ସରୋଜ | ତାମିଲ | |||
୨୦୦୫ | କୋଞ୍ଚେମ ତୋଉଚଲୋ ବୁଣ୍ଟେ ଚେପ୍ତାନୁ | ତେଲୁଗୁ | |||
ନୁବାଣ୍ଟେ ନାକିଷ୍ଟମ୍ | |||||
କୁଣ୍ଡାକ୍କା ମଣ୍ଡାକ୍କା | ତାମିଲ | ||||
ଚକ୍ରମ୍ | ତେଲୁଗୁ | ||||
୨୦୦୬ | ଭାଗ୍ୟଲକ୍ଷ୍ମୀ ବମ୍ପର୍ ଡ୍ର | ମଲ୍ଲିକା ସରାୱତ | |||
ଥଲାଇ ନାଗାରାମ | ବାଣୀ | ତାମିଲ | |||
୨୦୦୭ | ମନାସେ ମୌନାମା | ଅଞ୍ଜାନେୟାଙ୍କ ସ୍ତ୍ରୀ | |||
ଭୂକାଇଲାସ୍ | ତେଲୁଗୁ | ||||
ହେଲୋ ପ୍ରେମିସ୍ତାରା | |||||
ସୀମା ଶାସ୍ତ୍ରୀ | ନୀଳାମ୍ବରୀ | ||||
୨୦୦୮ | କୁବେରୁଲୁ | ||||
ନାଗାରାମ | ବାଣୀ | ||||
ୱାଲ୍ ପୋଷ୍ଟର୍ | |||||
କ୍ରିଷ୍ଣାଅର୍ଜୁନ | ଜ୍ୟୋତିଷ | ||||
କୁର୍କୁରେ | ମୁଖ୍ୟ ଅଭିନେତ୍ରୀ | ||||
୨୦୦୯ | ପିଚା ମନାସୁ | ||||
ଅଞ୍ଜାନେୟୁଲୁ | ଭବାନୀ | ||||
ଗାଜା | ଅତିଥି କଳାକାର | ||||
୨୦୧୦ | ରଙ୍ଗା ତେ ଡୋଙ୍ଗା | ||||
୨୦୧୧ | ଅଗାରାତି | ||||
୨୦୧୩ | ଗାଲି | ||||
ଶ୍ରବ୍ୟା | |||||
୨୦୧୪ | ଅଲା ଜରଗିନ୍ଦି ଓକା ରୋଜୁ |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକ | ଚେନାଲ୍ |
---|---|---|---|
୨୦୦୦–୨୦୦୧ | ଚିଠି | ସଙ୍ଗୀତା ଶ୍ରୀ | ସନ୍ ଟିଭି |
୨୦୦୩–୨୦୦୪ | ସରଗମ୍ | ରଜିନୀ | |
୨୦୦୫–୨୦୦୭ | ରାଜା ରାଜେଶ୍ୱରୀ | ବଲ୍ଲୀ/ରାତିରି ଦେବୀ | |
୨୦୦୯–୨୦୧୦ | ତେକ୍କାତି ପୋନ୍ନୁ | ପୌନ ଥାୟି | କଲାଇଙ୍ଗର ଟିଭି |
୨୦୧୪–୨୦୧୬ | ଚନ୍ଦ୍ରଲେଖା | ବସୁନ୍ଧରା ଦେବୀ | ସନ୍ ଟିଭି |
୨୦୧୪–୨୦୧୫ | ଓରୁ କାଇ ଓସାଇ | ମାୟା | ଜୀ ତାମିଲ |
୨୦୧୫ | ପସମାଲାର | ଭୁବନେଶ୍ୱରୀ | ସନ୍ ଟିଭି |
ଆଧାର
[ସମ୍ପାଦନା]- ↑ Correspondent, D. C. (2017-11-01). "Actor Bhuvaneswari appears before Madras HC". Deccan Chronicle (in ଇଂରାଜୀ). Retrieved 2024-05-17.
- ↑ "Exposed: The Dirty Business Of Flesh Trade In Film Industry". indiaglitz.com. Archived from the original on 7 September 2014.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଭୁବନେଶ୍ୱରୀ