Jump to content

ଭୁବନେଶ୍ୱରୀ (ଅଭିନେତ୍ରୀ)

ଉଇକିପିଡ଼ିଆ‌ରୁ
ଭୁବନେଶ୍ୱରୀ
ଜନ୍ମ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ
ସକ୍ରିୟ ବର୍ଷ୨୦୦୦–୨୦୧୬

ଭୁବନେଶ୍ୱରୀ ଭାରତୀୟ ଅଭିନେତ୍ରୀ । ସେ ତେଲୁଗୁ, ତାମିଲ, କନ୍ନଡ଼ା, ମାଲାୟାଲମ, ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ଏବଂ ହିନ୍ଦୀ ଓ ତାମିଲ ଦୂରଦର୍ଶନ ଜଗତରେ କାମ କରିଛନ୍ତି ।[] କିଛି ଧାରାବାହିକରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ସମୀକ୍ଷକମାନେ ପ୍ରଶଂସା କରିଛନ୍ତି ।[] ୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ତାମିଲ କଥାଚିତ୍ର ବଏଜ୍ ପାଇଁ ତାଙ୍କୁ ଲୋକପ୍ରିୟତା ମିଳିଥିଲା, ଯେଉଁଥିରେ ସେ ଜଣେ ବେଶ୍ୟା ରାଣୀ ଭୂମିକାରେ କାମ କରିଥିଲେ । ମୁଖ୍ୟ ନାୟିକା ଭାବରେ କୁର୍‌କୁରେ ତାଙ୍କର ପ୍ରଥମ କଥାଚିତ୍ର ଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଭୂମିକାଭାଷାମନ୍ତବ୍ୟଆଧାର
୨୦୦୦କନ୍ଧା କଦମ୍ବା ଖତିର ବେଲାମଲ୍ଲିକାତାମିଲ
ପ୍ରିୟାମାନାବାଲେପ୍ରିୟାର ସହକର୍ମୀ
ବଜେଟ୍ ପ୍ରଦମନାଧନଶକ୍ତି
୨୦୦୧ରିଷି
୨୦୦୩ଡୋଙ୍ଗା ରାମୁଡ଼ୁ ଆଣ୍ଡ୍ ପାର୍ଟିତେଲୁଗୁ
ଚାର୍‌ମିନାର୍
ବଏଜ୍ରାଣୀତାମିଲ
୨୦୦୪ବାଲ୍ଲିଦ୍ଦାରୁ ଓକ୍କାଟେତେଲୁଗୁ
ଗୁଡୁମ୍ବା ଶଙ୍କର
ଏନ୍ନାବୋ ପୁଡ଼ିଚିରୁକ୍କୁସରୋଜତାମିଲ
୨୦୦୫କୋଞ୍ଚେମ ତୋଉଚଲୋ ବୁଣ୍ଟେ ଚେପ୍‌ତାନୁତେଲୁଗୁ
ନୁବାଣ୍ଟେ ନାକିଷ୍ଟମ୍
କୁଣ୍ଡାକ୍କା ମଣ୍ଡାକ୍କାତାମିଲ
ଚକ୍ରମ୍ତେଲୁଗୁ
୨୦୦୬ଭାଗ୍ୟଲକ୍ଷ୍ମୀ ବମ୍ପର୍ ଡ୍ରମଲ୍ଲିକା ସରାୱତ
ଥଲାଇ ନାଗାରାମବାଣୀତାମିଲ
୨୦୦୭ମନାସେ ମୌନାମାଅଞ୍ଜାନେୟାଙ୍କ ସ୍ତ୍ରୀ
ଭୂକାଇଲାସ୍ତେଲୁଗୁ
ହେଲୋ ପ୍ରେମିସ୍ତାରା
ସୀମା ଶାସ୍ତ୍ରୀନୀଳାମ୍ବରୀ
୨୦୦୮କୁବେରୁଲୁ
ନାଗାରାମବାଣୀ
ୱାଲ୍ ପୋଷ୍ଟର୍
କ୍ରିଷ୍ଣାଅର୍ଜୁନଜ୍ୟୋତିଷ
କୁର୍‌କୁରେମୁଖ୍ୟ ଅଭିନେତ୍ରୀ
୨୦୦୯ପିଚା ମନାସୁ
ଅଞ୍ଜାନେୟୁଲୁଭବାନୀ
ଗାଜାଅତିଥି କଳାକାର
୨୦୧୦ରଙ୍ଗା ତେ ଡୋଙ୍ଗା
୨୦୧୧ଅଗାରାତି
୨୦୧୩ଗାଲି
ଶ୍ରବ୍ୟା
୨୦୧୪ଅଲା ଜରଗିନ୍ଦି ଓକା ରୋଜୁ

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକ ଚେନାଲ୍
୨୦୦୦–୨୦୦୧ଚିଠିସଙ୍ଗୀତା ଶ୍ରୀସନ୍ ଟିଭି
୨୦୦୩–୨୦୦୪ସରଗମ୍ରଜିନୀ
୨୦୦୫–୨୦୦୭ରାଜା ରାଜେଶ୍ୱରୀବଲ୍ଲୀ/ରାତିରି ଦେବୀ
୨୦୦୯–୨୦୧୦ତେକ୍କାତି ପୋନ୍ନୁପୌନ ଥାୟିକଲାଇଙ୍ଗର ଟିଭି
୨୦୧୪–୨୦୧୬ଚନ୍ଦ୍ରଲେଖାବସୁନ୍ଧରା ଦେବୀସନ୍ ଟିଭି
୨୦୧୪–୨୦୧୫ଓରୁ କାଇ ଓସାଇମାୟାଜୀ ତାମିଲ
୨୦୧୫ପସମାଲାରଭୁବନେଶ୍ୱରୀସନ୍ ଟିଭି
  1. Correspondent, D. C. (2017-11-01). "Actor Bhuvaneswari appears before Madras HC". Deccan Chronicle (in ଇଂରାଜୀ). Retrieved 2024-05-17.
  2. "Exposed: The Dirty Business Of Flesh Trade In Film Industry". indiaglitz.com. Archived from the original on 7 September 2014.

ବାହାର ଲିଙ୍କ୍

[ସମ୍ପାଦନା]