ଭିୱାନି
ଦେଖଣା
(Bhiwaniରୁ ଲେଉଟି ଆସିଛି)
Bhiwani
भिवानी ਭਿਵਾਨੀ | |
|---|---|
city | |
| Country | |
| State | Haryana |
| District | Bhiwani |
| Area | |
| • ସମୁଦାୟ | 5,099 km2 (1,969 sq mi) |
| Elevation | 225 m (738 ft) |
| Population (2001) | |
| • Total | ୧,୯୬,୦୫୭ |
| • Density | 38/km2 (100/sq mi) |
| Languages | |
| • Official | Hindi, Punjabi |
| Time zone | UTC+5:30 (IST) |
| PIN | 127021 |
| Telephone code | 91-1664 |
| ଯାନବାହାନ ପଞ୍ଚୀକରଣ | HR-16, HR-61 |
| Website | bhiwani |
ଭିୱାନି ଏକ ଭାରତୀୟ ପୌର କମିଟି ଅଟେ । ଏହା ହରିଆଣାର ଭିୱନି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଭିୱାନି ୨୮.୭୯୭୮ ଉତ୍ତର ଅକ୍ଷାଂଶ ଓ ୭୬.୧୩୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିୱାନି ସହରର ମୋଟ ଜନସଂଖ୍ୟା ୧୭୪୩୮ ଅଟେ ।[୨] ସେଥି ମଧ୍ୟରୁ ୫୩.୦୭% ଜଣ ପରୁଷ ହୋଇଥିବା ବେଳେ ୪୬.୯୩% ଜଣ ନାରୀ ଅଟନ୍ତି । ଭିୱାନିର ସାକ୍ଷରତା ହାର ୫୫.୬୫% ଅଟେ । ଏହା ଜାତୀୟ ହାରଠାରୁ ୯.୧୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୨୦% ପ୍ରତିଶତ ପୁରୁଷ ଓ ୨୦.୪୬% ନାରୀ ଅଟନ୍ତି । ୧୬.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ଭିୱାନିର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.