ଭିୱାନି

ଉଇକିପିଡ଼ିଆ‌ରୁ
Bhiwani

भिवानी
ਭਿਵਾਨੀ
city
Country India
StateHaryana
DistrictBhiwani
କ୍ଷେତ୍ରଫଳ
 • ମୋଟ5,099 km2 (1,969 sq mi)
Elevation
225 m (738 ft)
ଜନସଂଖ୍ୟା
 (2001)
 • ମୋଟ୧୯୬,୦୫୭
 • ଘନତା38/km2 (100/sq mi)
Languages
 • OfficialHindi, Punjabi
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
127021
Telephone code91-1664
ଗାଡ଼ି ପଞ୍ଜିକରଣHR-16, HR-61
ୱେବସାଇଟbhiwani.nic.in


ଭିୱାନି ଏକ ଭାରତୀୟ ପୌର କମିଟି (Municipal Committee) ଅଟେ । ଏହା ହରିଆଣାର ‌‌ଭିୱନି ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଭିୱାନି ୨୮.୭୯୭୮ ଉତ୍ତର ଅକ୍ଷାଂଶ ଓ ୭୬.୧୩୮୩ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୧]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଭିୱାନି ସହରର ମୋଟ ଜନସଂଖ୍ୟା ୧୭୪୩୮ ଅଟେ ।[୨] ସେଥି ମଧ୍ୟରୁ ୫୩.୦୭% ଜଣ ପରୁଷ ହୋଇଥିବା ବେଳେ ୪୬.୯୩% ଜଣ ନାରୀ ଅଟନ୍ତି । ଭିୱାନିର ସାକ୍ଷରତା ହାର ୫୫.୬୫% ଅଟେ । ଏହା ଜାତୀୟ ହାରଠାରୁ ୯.୧୯% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୫.୨୦% ପ୍ରତିଶତ ପୁରୁଷ ଓ ୨୦.୪୬% ନାରୀ ଅଟନ୍ତି । ୧୬.୯୬% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]

ଭାଷା[ସମ୍ପାଦନା]

ହିନ୍ଦୀ ଭିୱାନିର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Directory of Cities, Towns, and Regions in India". Retrieved 27 September 2015.
  2. ୨.୦ ୨.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]