ଭଗବାନ ପ୍ରତିହାରୀ

ଉଇକିପିଡ଼ିଆ‌ରୁ
(Bhagban Pratihariରୁ ଲେଉଟି ଆସିଛି)
ଭଗବାନ ପ୍ରତିହାରୀ
ବିଧାୟକ: ୩ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୬୧ – ୧୯୬୭
ପୂର୍ବ ଅଧିକାରୀହରିହର ବାହିନୀପତି
ପର ଅଧିକାରୀହରିହର ବାହିନୀପତି
ନିର୍ବାଚନ ମଣ୍ଡଳୀପୁରୀ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-05-11)୧୧ ମଇ ୧୯୧୭
ମୃତ୍ୟୁ୧୮ ଅକ୍ଟୋବର ୨୦୦୧(2001-10-18) (ବୟସ ୮୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଜୀବନ ସାଥୀକୃଷ୍ଣା ପ୍ରିୟା ପ୍ରତିହାରୀ
ବାପା/ବୋଉନରସିଂହ ପ୍ରତିହାରୀ (ବାପା)
ବୃତ୍ତିରାଜନୀତିଜ୍ଞ

ଭଗବାନ ପ୍ରତିହାରୀ (୧୧ ମଇ ୧୯୧୭ - ୧୮ ଅକ୍ଟୋବର ୨୦୧୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୬୧ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୁରୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୩ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଭଗବାନ ପ୍ରତିହାରୀ ୧୯୧୭ ମସିହାର ମଇ ମାସ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ନରସିଂହ ପ୍ରତିହାରୀ ଓ ପତ୍ନୀଙ୍କ ନାମ କୃଷ୍ଣା ପ୍ରିୟା ପ୍ରତିହାରୀ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଭଗବାନ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାର ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଭଗବାନ ୨୦୧୦ ମସିହାର ଅକ୍ଟୋବର ୧୮ ତାରିଖରେ ୮୪ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Bhagban Pratihari". odishaassembly.nic.in. Odisha Assembly. Retrieved 6 March 2021.