ବସନ୍ତ କୁମାର ବିଶ୍ୱାଳ

ଉଇକିପିଡ଼ିଆ‌ରୁ
(Basant Kumar Biswalରୁ ଲେଉଟି ଆସିଛି)
ବସନ୍ତ କୁମାର ବିଶ୍ୱାଳ
ବିଧାୟକ: ୧୦ମ, ୧୧ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୯୦ – ୨୦୦୦
ପୂର୍ବ ଅଧିକାରୀନିତ୍ୟାନନ୍ଦ ସାମନ୍ତରାୟ
ପର ଅଧିକାରୀଦେବାଶିଷ ସାମନ୍ତରାୟ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀପ୍ରତାପ ଚନ୍ଦ୍ର ମହାନ୍ତି
ପର ଅଧିକାରୀନିତ୍ୟାନନ୍ଦ ସାମନ୍ତରାୟ
ନିର୍ବାଚନ ମଣ୍ଡଳୀତିର୍ତ୍ତୋଲ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1936-07-23)୨୩ ଜୁଲାଇ ୧୯୩୬
ମୃତ୍ୟୁ୭ ସେପ୍ଟେମ୍ବର ୨୦୦୩(2003-09-07) (ବୟସ ୬୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ
ଅନ୍ୟାନ୍ୟ ରାଜନୀତିକ
ସମ୍ବନ୍ଧ
କଂଗ୍ରେସ (ଇ)
ଜୀବନ ସାଥୀମୀରା ବିଶ୍ୱାଳ
ବାପା/ବୋଉକ୍ଷେତ୍ରମୋହନ ବିଶ୍ୱାଳ (ବାପା)
ବୃତ୍ତିରାଜନୀତିଜ୍ଞ

ବସନ୍ତ କୁମାର ବିଶ୍ୱାଳ (୨୩ ଜୁଲାଇ ୧୯୩୬ - ୭ ସେପ୍ଟେମ୍ବର ୨୦୦୩) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ । ୧୯୮୦, ୧୯୯୦ ଓ ୧୯୯୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ତିର୍ତ୍ତୋଲ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୮ମ, ୧୦ମ୧୧ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ବସନ୍ତ କୁମାର ବିଶ୍ୱାଳ ୧୯୩୬ ମସିହାର ଜୁଲାଇ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ କ୍ଷେତ୍ରମୋହନ ବିଶ୍ୱାଳ ଓ ପତ୍ନୀଙ୍କ ନାମ ମୀରା ବିଶ୍ୱାଳ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ବସନ୍ତ କୁମାର ବିଶ୍ୱାଳ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନି ଥର କାର୍ଯ୍ୟ କରିଥିଲେ ।[୧]

ବିଧାନ ସଭା ସଭ୍ୟ ବିବରଣୀ[ସମ୍ପାଦନା]

ଆରମ୍ଭ ଶେଷ ପଦବୀ ନିର୍ବାଚନ ମଣ୍ଡଳୀ ଦଳ
୧୯୮୦ ୧୯୮୫ ସଭ୍ୟ, ୮ମ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ କଂଗ୍ରେସ (ଇ)
୧୯୯୦ ୧୯୯୫ ସଭ୍ୟ, ୧୦ମ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ କଂଗ୍ରେସ (ଇ)
୧୯୯୫ ୨୦୦୦ ସଭ୍ୟ, ୧୧ଶ ଓଡ଼ିଶା ବିଧାନ ସଭା ତିର୍ତ୍ତୋଲ ଭାରତୀୟ ଜାତୀୟ କଂଗ୍ରେସ

ମୃତ୍ୟୁ[ସମ୍ପାଦନା]

ବସନ୍ତ କୁମାର ବିଶ୍ୱାଳ ୨୦୦୩ ମସିହାର ସେପ୍ଟେମ୍ବର ୭ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Basant Kumar Biswal". odishaassembly.nic.in. Odisha Assembly. Retrieved 19 May 2022.