ବାଳ ଗଙ୍ଗାଧର ତିଳକ
ଦେଖଣା
(Bal gangadhar tilakରୁ ଲେଉଟି ଆସିଛି)
ବାଳ ଗଙ୍ଗାଧର ତିଳକ | |
|---|---|
| ଜନ୍ମ | କେଶବ ଗଙ୍ଗାଧର ତିଳକ ୨୩ ଜୁଲାଇ ୧୮୫୬ |
| ମୃତ୍ୟୁ | ୧ ଅଗଷ୍ଟ ୧୯୨୦ (ବୟସ ୬୪) |
| ଜାତୀୟତା | ଭାରତୀୟ |
| ଭାରତୀୟ ଜାତୀୟ କଂଗ୍ରେସ | |
| ଆନ୍ଦୋଳନ | ଭାରତୀୟ ସ୍ୱାଧୀନତା ସଂଗ୍ରାମ |
ବାଳ ଗଙ୍ଗାଧର ତିଳକ (କିମ୍ବା ଲୋକମାନ୍ୟ ତିଳକ,
ଉଚ୍ଚାରଣ (help·info); ୨୩ ଜୁଲାଇ ୧୮୫୬
– ୧ ଅଗଷ୍ଟ ୧୯୨୦), ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ । ବ୍ରିଟିସ ଉପନିବେଶ ଅଧିକାରୀଗଣ ତାଙ୍କୁ "ଭାରତୀୟ ଆନ୍ଦୋଳନର ପିତା" ନାମରେ ଅଭିହିତ କରିଥିଲେ । ସେ "ଲୋକମାନ୍ୟ" ଉପାଧୀରେ ମଧ୍ୟ ଭୂଷିତ ହୋଇଥିଲେ ଯାହାର ଅର୍ଥ "ଲୋକଙ୍କଦ୍ୱାରା (ନେତା ଭାବେ) ମାନ୍ୟ ବା ଗୃହୀତ"।[୨]
ତିଳକ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନରପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ । ସେ ନିଜର "ସ୍ୱରାଜ ମୋର ଜନ୍ମଗତ ଅଧିକାର, ଏବଂ ମୁଁ ତାହାକୁ ନିଶ୍ଚେ ହାସଲ କରିବି" ଉକ୍ତି ପାଇଁ ଭାରତରେ ଜନବିଦିତ। ସେ ଭାରତୀୟ ଗୃହଶାସନ ଆନ୍ଦୋଳନ କାଳରେ ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଗୁଢ଼ ସମ୍ବନ୍ଧ ସ୍ଥାପନ କରିଥିଲେ ।
ଆଧାର
[ସମ୍ପାଦନା]- ↑ EMINENT INDIANS: FREEDOM FIGHTERS. Rupa Publications. Retrieved 26 October 2014.
- ↑ D. V. Tahmankar (1956). Lokamany Tilak: Father of Indian Unrest and Maker of Modern India. John Murray; 1St Edition edition (1956). Retrieved 5 February 2013.
ଅଧିକ ପଠନ
[ସମ୍ପାଦନା]- ଲୋକମାନ୍ୟ ତିଳକ: ଏ ବାଇଓଗ୍ରାଫି, ଏକେ ଭାଗବତ ଏବଂ ଜି ପି ପ୍ରଧାନ ବିରଚିତ (ପ୍ରକାଶକ JAICO)
- ଶ୍ରୀମଦ ଭାଗବତ ଗୀତା: ଗୀତା ରହସ୍ୟ ଲୋକମାନ୍ୟ ତିଳକ ବିରଚିତ (ଶାରଦା ପ୍ରକାଶନ)
- Parimala V. Rao (2011). ଫାଉଣ୍ଡେସନସ ଅଫ ତିଳକସ ନ୍ୟାସନାଲିଜିମ: ଡିସକ୍ରିମିନେସନ, ଏଜୁକେସନ ଏଣ୍ଡ ହିନ୍ଦୁତ୍ୱ. Orient Blackswan. ISBN 978-81-250-4268-6.
ବାହାର ଲିଙ୍କ
[ସମ୍ପାଦନା]ଉଇକିମିଡ଼ିଆ କମନ୍ସରେ ବାଳ ଗଙ୍ଗାଧର ତିଳକ
ବାବଦରେ ମାଧ୍ୟମ ରହିଛି ।
Marathi Wikisource has original text related to this article:
- Bal Gangadhar Tilak materials in the South Asian American Digital Archive (SAADA)[permanent dead link]
- Full and authentic report of the Tilak trial (1908) being the only authorised verbatim account of the whole proceedings with introduction and character sketch of Bal Gangadhar Tikak: Together with press opinion, 1908, Narsinha Chintaman Kelkar
- Antiquity of the Hindu Calendar, an interactive aid to understanding "The Orion" by Bal Gangadhar Thilak[permanent dead link] by Kishore S Kumar
. Encyclopædia Britannica (12th ed.). 1922. {{cite encyclopedia}}: Cite has empty unknown parameters:|HIDE_PARAMETER4=,|HIDE_PARAMETER2=,|HIDE_PARAMETER8=,|HIDE_PARAMETER5=,|HIDE_PARAMETER7=,|HIDE_PARAMETER10=,|HIDE_PARAMETER6=,|HIDE_PARAMETER9=,|HIDE_PARAMETER11=,|HIDE_PARAMETER1=, and|HIDE_PARAMETER3=(help)
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |