ବାଳ ଗଙ୍ଗାଧର ତିଳକ

ଉଇକିପିଡ଼ିଆ‌ରୁ
ବାଳ ଗଙ୍ଗାଧର ତିଳକ
Born
କେଶବ ଗଙ୍ଗାଧର ତିଳକ

(1856-07-23)୨୩ ଜୁଲାଇ ୧୮୫୬
Died୧ ଅଗଷ୍ଟ ୧୯୨୦(1920-08-01) (ବୟସ ୬୪)
ମୁମ୍ବାଇ, ବ୍ରିଟିସ ଇଣ୍ଡିଆ (ଅଧୁନା ଭାରତ)
Nationalityଭାରତୀୟ
Organizationଭାରତୀୟ ଜାତୀୟ କଂଗ୍ରେସ
Movementଭାରତୀୟ ସ୍ୱାଧୀନତା ସଂଗ୍ରାମ

ବାଳ ଗଙ୍ଗାଧର ତିଳକ (କିମ୍ବା ଲୋକମାନ୍ୟ ତିଳକ, ଉଚ୍ଚାରଣ ; (1856-07-23)୨୩ ଜୁଲାଇ ୧୮୫୬


– ୧ ଅଗଷ୍ଟ ୧୯୨୦(୧୯୨୦-୦୮-୦୧)), ଜଣେ ଭାରତୀୟ ଜାତୀୟବାଦୀ, ସାମ୍ବାଦିକ, ଶିକ୍ଷକ, ସମାଜ ସଂସ୍କାରକ, ଓକିଲ ଏବଂ ସ୍ୱାଧୀନତା ଆନ୍ଦୋଳନକାରୀ ଥିଲେ । ସେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ନେତା ଥିଲେ । ବ୍ରିଟିସ ଉପନିବେଶ ଅଧିକାରୀଗଣ ତାଙ୍କୁ "ଭାରତୀୟ ଆନ୍ଦୋଳନର ପିତା" ନାମରେ ଅଭିହିତ କରିଥିଲେ । ସେ "ଲୋକମାନ୍ୟ" ଉପାଧୀରେ ମଧ୍ୟ ଭୂଷିତ ହୋଇଥିଲେ ଯାହାର ଅର୍ଥ "ଲୋକଙ୍କଦ୍ୱାରା (ନେତା ଭାବେ) ମାନ୍ୟ ବା ଗୃହୀତ"।[୨]

ତିଳକ ସ୍ୱରାଜ (ଆପଣା ଶାସନ) ଆନ୍ଦୋଳନରପ୍ରଥମ ଏବଂ ବଳିଷ୍ଠତମ ସମର୍ଥକ ଥିଲେ ତଥା ଭାରତୀୟ ଚେତନାର ଜଣେ ଶକ୍ତ ପ୍ରବର୍ତ୍ତକ ଥିଲେ । ସେ ନିଜର "ସ୍ୱରାଜ ମୋର ଜନ୍ମଗତ ଅଧିକାର, ଏବଂ ମୁଁ ତାହାକୁ ନିଶ୍ଚେ ହାସଲ କରିବି" ଉକ୍ତି ପାଇଁ ଭାରତରେ ଜନବିଦିତ। ସେ ଭାରତୀୟ ଗୃହଶାସନ ଆନ୍ଦୋଳନ କାଳରେ ପାକିସ୍ଥାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ସହ ଗୁଢ଼ ସମ୍ବନ୍ଧ ସ୍ଥାପନ କରିଥିଲେ ।

ଆଧାର[ସମ୍ପାଦନା]

  1. EMINENT INDIANS: FREEDOM FIGHTERS. Rupa Publications. Retrieved 26 October 2014.
  2. D. V. Tahmankar (1956). Lokamany Tilak: Father of Indian Unrest and Maker of Modern India. John Murray; 1St Edition edition (1956). Retrieved 5 February 2013.

ଅଧିକ ପଠନ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]