Jump to content

ଅପର୍ଣ୍ଣା ଦୀକ୍ଷିତ

ଉଇକିପିଡ଼ିଆ‌ରୁ
(Aparna Dixitରୁ ଲେଉଟି ଆସିଛି)
ଅପର୍ଣ୍ଣା ଦୀକ୍ଷିତ
ଜନ୍ମ (1991-10-20) ୨୦ ଅକ୍ଟୋବର ୧୯୯୧ (ବୟସ ୩୪)[]
ବୃତ୍ତିସମୂହ
  • ଅଭିନେତ୍ରୀ
  • ମଡେଲ୍
ସକ୍ରିୟ ବର୍ଷ୨୦୧୩–ଏବେଯାଏଁ
ପ୍ରସିଦ୍ଧି
  • ୟେ ଦିଲ୍ ସୁନ୍ ରାହା ହୈ
  • କଳସ - ଏକ୍ ବିଶ୍ୱାସ
  • ବେପନ୍‌ହା ପ୍ୟାର୍
  • ପ୍ୟାର୍ କି ଲୁକା ଚୁପି

ଅପର୍ଣ୍ଣା ଦୀକ୍ଷିତ (ଜନ୍ମ: ୨୦ ଅକ୍ଟୋବର ୧୯୯୧) ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଦୂରଦର୍ଶନ ଧାରାବାହିକ ଓ ହିନ୍ଦୀ କଥାଚିତ୍ର ଜଗତରେ କାମ କରନ୍ତି । ସୋନି ପଲ୍‌ରେ ପ୍ରସାରିତ ଧାରାବାହିକ ୟେ ଦିଲ୍ ସୁନ୍ ରାହା ହୈରେ ପୁର୍ବି ଭୂମିକା ପାଇଁ, ଲାଇଫ୍ ଓକେରେ ପ୍ରସାରିତ ଧାରାବାହିକ କଳଶ – ଏକ୍ ବିଶ୍ୱାସରେ ଦେବିକା ଭୂମିକା ପାଇଁ, କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ବେପନାଃ ପ୍ୟାର୍‌ରେ[] ବାଣୀ ଭୂମିକା ପାଇଁ ଏବଂ ଦଙ୍ଗଲ ଟିଭିରେ ପ୍ରସାରିତ ଧାରାବାହିକ ପ୍ୟାର୍ କି ଲୁକା ଚୁପ୍ପିରେ ସୃଷ୍ଟି ଭୂମିକାରେ ଅଭିନୟ ପାଇଁ ଜଣାଶୁଣା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

୧୯୯୧ ମସିହାର ଅକ୍ଟୋବର ମାସ ୨୦ ତାରିଖରେ, ସେ ଆଗ୍ରାଠାରେ ଜନ୍ମଗ୍ରହଣ କରିଥିଲେ ।[] ତାଙ୍କ ସାନ ଭାଇ ଅଗମ ଦୀକ୍ଷିତ ମଧ୍ୟ ଜଣେ ଅଭିନେତା ।[]

ଅଭିନୟ ଜୀବନ

[ସମ୍ପାଦନା]

୨୦୧୩ ମସିହାରେ, ସେ ଷ୍ଟାର୍ ପ୍ଲସ୍‌ରେ ପ୍ରସାରିତ ଧାରାବାହିକ ମହାଭାରତରେ ମହାରାଣୀ ଅମ୍ବିକା ଭୂମିକାରେ ଅଭିନୟ କରିଥିଲେ ।[] ୨୦୧୩ ମସିହାରୁ ୨୦୧୪ ମସିହା ଯାଏଁ, ସେ ଜୀ ଟିଭିରେ ପ୍ରସାରିତ ଧାରାବାହିକ ପବିତ୍ର ରିସ୍ତାରେ କାମ କରିଥିଲେ ।[][] ୨୦୧୪ ମସିହାରେ, ସେ କଲର୍ସ ଟିଭିରେ ପ୍ରସାରିତ ଧାରାବାହିକ ମେରି ଆଶିକୀ ତୁମ୍ ସେ ହିରେ କାମ କରିଥିଲେ ।[] ସୋନି ପଲ୍‌ରେ ପ୍ରସାରିତ ଧାରାବାହିକ ୟେ ଦିଲ୍ ଶୁନ୍ ରାହା ହୈରେ ପୁର୍ବି ଭୂମିକାରେ ଅଭିନୟ କରିଥିଲେ ।[][୧୦][୧୧]

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଧାରାବାହିକ/କାର୍ଯ୍ୟକ୍ରମ ଭୂମିକା ମନ୍ତବ୍ୟ ଆଧାର
୨୦୧୩ ମହାଭାରତ ମହାରାଣୀ ଅମ୍ବିକା []
୨୦୧୩–୨୦୧୪ ପବିତ୍ର ରିସ୍ତା ମାନସୀ []
୨୦୧୪ ମେରି ଆଶିକୀ ତୁମ୍ ସେ ହି ଗୌରୀ []
୨୦୧୪–୨୦୧୫ ୟେ ଦିଲ୍ ସୁନ୍ ରାହା ହୈ ପୁର୍ବି ସିଂହ [୧୦]
୨୦୧୫–୨୦୧୭ କଳଶ – ଏକ୍ ବିଶ୍ୱାସ ଦେବୀକା ରବି ଗରେୱାଲ୍ [୧୨]
୨୦୧୬ ବକ୍ସ କ୍ରିକେଟ୍ ଲିଗ୍ ୨ ପ୍ରତିଯୋଗୀ
୨୦୧୮ ପୋରୁସ୍ ରାଣୀ ରକ୍ଷାନା []
ଲାଲ୍ ଇସ୍କ ସବିତ୍ରୀ []
୨୦୧୯ ବେପନାଃ ପ୍ୟାର୍ ବାଣୀ ରାଘବୀର ମାଲହୋତ୍ରା [୧୩]
ଖତ୍‌ରା ଖତ୍‌ରା ଖତ୍‌ରା ପ୍ରତିଯୋଗୀ []
୨୦୧୯–୨୦୨୦ ପ୍ୟାର୍ କି ଲୁକା ଚୁପ୍ପି ସୃଷ୍ଟି ଯାଦବ [୧୪]
୨୦୨୨ ୱୋ ତୋ ହୈ ଅଲବେଲା ଅଞ୍ଜଳି ମାଲହୋତ୍ରା [୧୫][୧୬]
୨୦୨୩–୨୦୨୪ କର୍ମାଧିକାରୀ ଶନିଦେବ ଦେବୀ ଦାମିନୀ
୨୦୨୪–ଏବେଯାଏଁ ତୁଳସୀ – ହମାରୀ ବଡ଼ି ସୟାନୀ ଜାନକୀ ରଘୁବୀର ରାଏଚାନ୍ଦ

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

୨୦୨୨ ମସିହାର ଜୁଲାଇ ୩ ତାରିଖରେ, ସେ ହାଡ଼ଫୁଟି ରୋଗରେ ପୀଡ଼ିତ ହୋଇଥିଲେ, ଫଳରେ ତାଙ୍କ ଅଭିନୀତ ୱେବ୍ ସିରିଜ୍ ୱୋ ତୋ ହୈ ଅଲବେଲା ପାଇଁ ସୁଟିଂ ବନ୍ଦ ହୋଇଥିଲା ।[୧୬]

  1. 1 2 "Bepanah Pyaarr's Aparna Dixit celebrates birthday in Sri Lanka; looks drop-dead gorgeous in red dress". Times of India. 21 October 2019. The 27-year-old diva is currently holidaying in Colombo, Sri Lanka with her bestie.
  2. Neha Maheshwri (28 May 2018). "What's new on TV". Times of India. Archived from the original on 2 June 2018. Retrieved 2 June 2018.
  3. "Aparna Dixit confirms she will romance Naagin 3's Pearl V Puri in Kasam Tere Pyaar Ki 2". www.timesnownews.com (in ଇଂରାଜୀ). Retrieved 2019-08-20.
  4. "This is how Aparna Dixit helped her brother Agam fulfill his acting dream - Times of India". The Times of India.
  5. 1 2 3 4 5 "As an actor, one should open to all genres: Aparna Dixit". Hindustan Times. 29 July 2020.
  6. 1 2 "Ankita Lokhande, Aparna Dixit and team Pavitra Rishta reunite at an event". Times Of India. 16 February 2018.
  7. "Aparna Dixit remembers Sushant Singh Rajput: People who knew you won't be able to overcome this loss". India Today. 19 June 2020.
  8. 1 2 "Ankita Lokhande's sister bags Paridhi's role in Ekta's show". The Times of India. 29 May 2014.
  9. "Ekta Kapoor: 'Yeh Dil Sun...' an exceptional love story". INDIATVNEWS. 9 October 2014.
  10. 1 2 "Aparna Dixit: My co-actors from my previous show have made me a better actor". Times Of India. 16 October 2014.
  11. "New TV channel Pal and Balaji Telefilms to present an intense love-story - Times of India". The Times of India.
  12. "Aparna Dixit to play the lead in Ekta Kapoor's next?". Times Of India. 5 February 2015.
  13. "Watch: Pearl V Puri to romance Aparna Dixit in Bepanah Pyaar". India Today. 5 May 2019.
  14. "With safety norms in place, Aparna Dixit resumes the shoot of Pyar Ki Luka Chuppi". Times Of India. 8 July 2020.
  15. "Aparna Dixit on her exciting new character in Woh Toh Hai Albela | TV - Times of India Videos". timesofindia.indiatimes.com.
  16. 1 2 "Aparna Dixit down with Chickenpox, stops shooting for Woh Toh Hai Albelaa". Times of India (in ଇଂରାଜୀ). Retrieved 2022-07-04.
[ସମ୍ପାଦନା]