Jump to content

ଅନିନ୍ଦିତା ବୋଷ

ଉଇକିପିଡ଼ିଆ‌ରୁ
(Anindita Boseରୁ ଲେଉଟି ଆସିଛି)
ଅନିନ୍ଦିତା ବୋଷ
ଜନ୍ମ
ଶିକ୍ଷାସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ
ବୃତ୍ତିଅଭିନେତ୍ରୀ
ଉଲ୍ଲେଖନୀୟ କୃତିଗାନେର ଅପେରାରେ ଝିନୁକ ଭୂମିକା ପାଇଁ
ବୈବାହିକ-ସାଥୀs
ଗୌରବ ଚାଟାର୍ଜୀ
(m. ୨୦୧୩; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
[]
ଅଭିମନ୍ୟୁ ମୁଖାର୍ଜୀ
(m. ୨୦୧୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "")
[]
ଜୀବନସାଥୀସୌରଭ ଦାସ (୨୦୧୭–୨୦୨୨)[]

ଅନିନ୍ଦିତା ବୋଷ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[] ସେ ପ୍ରଥମେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ବଡ଼ ପରଦାରେ କାମ କରିଥିଲେ । ୨୦୧୨ ମସିହାରେ, ସେ ବଙ୍ଗଳା କଥାଚିତ୍ର ଭୂତେର ଭବିଷ୍ୟତ ମୁକ୍ତିଲାଭ କରିଥିଲା ।[]

ଅଭିନୟ ଜୀବନ

[ସମ୍ପାଦନା]

ସେ ଗାନେର ଅପେରା ଭଳି ଧାରାବାହିକରେ କାମ କରିଛନ୍ତି ଏବଂ ବୋଉ କୋଥା କୋଉ ମଧ୍ୟ କାମ କରିଛନ୍ତି । ୨୦୧୦ ମସିହାରେ, ସେ କ୍ଲର୍କ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[] ୨୦୧୨ ମସିହାରେ, ତାଙ୍କ ଅଭିନୀ କଥାଚିତ୍ର ଭୂତେର ଭବିଷ୍ୟତ ମୁକ୍ତିଲାଭ କରିଥିଲା ।

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୁମିକା ମନ୍ତବ୍ୟ
୨୦୧୦ କ୍ଲର୍କ
୨୦୧୧ ଜାନି ଦ୍ୟାଖ ହାୱବେ
୨୦୧୨ ଭୂତେର ଭବିଷ୍ୟତ
ହେମଲକ୍ ସୋସାଇଟି
୨୦୧୩ ଖାସି କଥା - ଏ ଗୋଟ୍ ସେଗ୍
୨୦୧୬ ଗୁଟି ମଲ୍ହାର
୨୦୧୭ ଦମ୍ ଦମ୍ ଡିଗା ଡିଗା
ଗୁଟି ମହ୍ଲାରେର ଅତିଥି
୨୦୧୯ କେକ୍‌ୱାକ୍
ସୋତୋରୋଇ ସେପ୍ଟେମ୍ବର
ଶେଷ ତେକେ ଶୁରୁ ପୁଜାରିଣୀର ସାଙ୍ଗ
୨୦୨୦ ଲଭ୍ ଆଜ୍ କଲ୍ ପୋର୍ଷୁ ଲୀନା []
ସାହେବେର କଟ୍‌ଲେଟ୍ ବନିଆ []
୨୦୨୨ ଆଜକେର ସଟ୍‌କଟ୍
୨୦୨୩ ଆରୋ ଏକ୍ ପୃଥିବୀ ଆୟେଶା []
ଦି ରେପିଷ୍ଟ ମାଳିନୀ []

ଅଭିନୀତ ଧାରାବାହିକ

[ସମ୍ପାଦନା]
ବର୍ଷ ଭୂମିକା ମନ୍ତବ୍ୟ
ଗାନେର ଅପେରା ଝିନୁକ ସନ୍ୟାଲ
ବୋଉ କୋଥା କାଓ ନଳିନୀ ଚୌଧୁରୀ
ଅଦ୍ୱିତିୟ ଇନ୍ଦିରା ଚୌଧୁରୀ/ରାତ୍ରି ମୁଖାର୍ଜୀ
ଘୋରେ ଫେରାର ଗାଁ ଏଷ୍ନା
କାନମାଚି ସାନିଆ
ରାଧା କଙ୍କନା/କକୋନ
ସ୍ୱପ୍ନୋ ଉଡ଼ାନ ରିତିକା
ପ୍ରଥମ କାଦମ୍ବିନୀ ଆନନ୍ଦି ବାଇ

କ୍ଷୁଦ୍ର ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷ ଚଳଚ୍ଚିତ୍ର ଭୂମିକା ନେଟୱାର୍କ ମନ୍ତବ୍ୟ
କିଡ୍‌ନାପ୍ ଆଡାଟାଇମ୍ସ
୨୦୧୮ ବୁମେରାଙ୍ଗ ହଇଚଇ
୨୦୧୯ ଟିଙ୍କିସ୍ତାନ ଶର୍ମିଷ୍ଠ ସେନ [୧୦]
୨୦୨୦ ଇଷ୍ଟ ଷ୍ଟାଇଲ୍ ଉଇଥ୍ ଅନିନ୍ଦିତା - ଏ ଏସ୍‌ଭିଏଫ୍ ସିରିଜ୍

ୱେବ୍ ସିରିଜ୍

[ସମ୍ପାଦନା]
ବର୍ଷ ସିରିଜ୍ ଭୂମିକା ନେଟ୍‌ୱାର୍କ
୨୦୧୮ ଗରିଆହାତେର ଗାଙ୍ଗଲର୍ଡ଼ସ୍ ମୋନାଲିସା ହଇଚଇ
ହୁର୍ଦଲେ ହକ୍ ଉପରସ୍ଥାପିକା ଆଡାଟାଇମ୍ସ
ଭର୍ଜିନ୍ ମୋହିତୋ ନୀନା
୨୦୧୯ ସ୍କାଏଫାୟାର୍ ବୈଶାଳୀ ଧର୍ମା[୧୦] ଜୀ୫
୨୦୨୦ ପାତାଲ ଲୋକ ଚନ୍ଦା ମୁଖାର୍ଜୀ ଆମାଜନ୍ ପ୍ରାଇମ୍
ମାଫିଆଅ ନେହା ଜୀ୫
ବ୍ରେକ୍ ଅପ୍ ଷ୍ଟୋରୀ ହଇଚଇ
ଫର୍ବିଡେନ୍ ଲଭ୍ ଜୀ୫
୨୦୨୧ ରାୟ ରିୟା ଶରଣ ନେଟ୍‌ଫ୍ଲିକ୍ସ[୧୧]
ମର୍ଡ଼ର୍ ଇନ୍ ଦି ହିଲ୍ସ ଶୀଲା ହଇଚଇ[୧୨]
  1. "8 Things You Didn’t Know About Anindita Bose" https://celebsecrets.in/bio/anindita-bose/%5B%5D
  2. "ত্রিশের কোঠা পেরানোর আগে দু-বার ডিভোর্স! গৌরব প্রথম, অনিন্দিতার ২য় স্বামী কে?". Hindustantimes Bangla (in Bengali). 2024-06-17. Archived from the original on 2024-06-28. Retrieved 2024-06-28.
  3. "স্বপ্নের বাড়ি হল, বিয়ের অনেক দেরি: অনিন্দিতা". www.anandabazar.com. Anandabazar Patrika. 20 October 2020.
  4. 1 2 "Anindita gets serious". The Times of India. 26 October 2010. Archived from the original on 14 November 2012. Retrieved 18 November 2012.
  5. "Interview: Actress Anindita Bose". WBRi. Archived from the original on 23 January 2013. Retrieved 18 November 2012.
  6. Chakraborthy, Antara (4 April 2020). "Love Aaj Kal Porshu review: A complicated love story that makes you think". The Indian Express (in ଇଂରାଜୀ).
  7. Chakraborty, Shamayita. (23 October 2020). "Saheber Cutlet Movie Review: Not just a film, but a carnival of sorts". The Times of India.
  8. "Atanu Ghosh's next to be shot in the UK - Times of India". The Times of India (in ଇଂରାଜୀ). Retrieved 2022-07-03.
  9. "Busan Film Festival: Aparna Sen's The Rapist, Starring Konkona Sensharma, is One of Her Finest Works". News18 (in ଇଂରାଜୀ). 12 October 2021.
  10. 1 2 Paul, Ushnota (21 May 2019). "Anindita Bose on her Hindi web shows". www.telegraphindia.com. The Telegraph.
  11. "'Ray' trailer: Netflix anthology is a tribute to the master filmmaker". The Hindu (in Indian English). 2021-06-09. ISSN 0971-751X. Retrieved 2021-06-16.
  12. Buzarbaruah, Upam (26 July 2021). "Murder In The Hills Season 1 Review: A whodunit that falters on the build-up". The Times of India.

ବାହାର ଲିଙ୍କ୍

[ସମ୍ପାଦନା]