ଅନିନ୍ଦିତା ବୋଷ
ଦେଖଣା
ଅନିନ୍ଦିତା ବୋଷ | |
---|---|
ଜନ୍ମ | |
ଶିକ୍ଷା | ସାର୍ ଜେ ଜେ ସ୍କୁଲ୍ ଅଫ୍ ଆର୍ଟ |
ବୃତ୍ତି | ଅଭିନେତ୍ରୀ |
ଉଲ୍ଲେଖନୀୟ କୃତି | ଗାନେର ଅପେରାରେ ଝିନୁକ ଭୂମିକା ପାଇଁ |
ବୈବାହିକ-ସାଥୀs | |
ଜୀବନସାଥୀ | ସୌରଭ ଦାସ (୨୦୧୭–୨୦୨୨)[୩] |
ଅନିନ୍ଦିତା ବୋଷ ଜଣେ ଭାରତୀୟ ଅଭିନେତ୍ରୀ । ସେ ମୁଖ୍ୟତଃ ବଙ୍ଗଳା କଥାଚିତ୍ର ଓ ଦୂରଦର୍ଶନ ଧାରାବାହିକରେ କାମ କରନ୍ତି ।[୪] ସେ ପ୍ରଥମେ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ଆରମ୍ଭ କରିଥିଲେ ଏବଂ ପରେ ବଡ଼ ପରଦାରେ କାମ କରିଥିଲେ । ୨୦୧୨ ମସିହାରେ, ସେ ବଙ୍ଗଳା କଥାଚିତ୍ର ଭୂତେର ଭବିଷ୍ୟତ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ ଜୀବନ
[ସମ୍ପାଦନା]ସେ ଗାନେର ଅପେରା ଭଳି ଧାରାବାହିକରେ କାମ କରିଛନ୍ତି ଏବଂ ବୋଉ କୋଥା କୋଉ ମଧ୍ୟ କାମ କରିଛନ୍ତି । ୨୦୧୦ ମସିହାରେ, ସେ କ୍ଲର୍କ ଜରିଆରେ ବଙ୍ଗଳା କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।[୪] ୨୦୧୨ ମସିହାରେ, ତାଙ୍କ ଅଭିନୀ କଥାଚିତ୍ର ଭୂତେର ଭବିଷ୍ୟତ ମୁକ୍ତିଲାଭ କରିଥିଲା ।
ଅଭିନୀତ କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୁମିକା | ମନ୍ତବ୍ୟ |
---|---|---|---|
୨୦୧୦ | କ୍ଲର୍କ | ||
୨୦୧୧ | ଜାନି ଦ୍ୟାଖ ହାୱବେ | ||
୨୦୧୨ | ଭୂତେର ଭବିଷ୍ୟତ | ||
ହେମଲକ୍ ସୋସାଇଟି | |||
୨୦୧୩ | ଖାସି କଥା - ଏ ଗୋଟ୍ ସେଗ୍ | ||
୨୦୧୬ | ଗୁଟି ମଲ୍ହାର | ||
୨୦୧୭ | ଦମ୍ ଦମ୍ ଡିଗା ଡିଗା | ||
ଗୁଟି ମହ୍ଲାରେର ଅତିଥି | |||
୨୦୧୯ | କେକ୍ୱାକ୍ | ||
ସୋତୋରୋଇ ସେପ୍ଟେମ୍ବର | |||
ଶେଷ ତେକେ ଶୁରୁ | ପୁଜାରିଣୀର ସାଙ୍ଗ | ||
୨୦୨୦ | ଲଭ୍ ଆଜ୍ କଲ୍ ପୋର୍ଷୁ | ଲୀନା | [୬] |
ସାହେବେର କଟ୍ଲେଟ୍ | ବନିଆ | [୭] | |
୨୦୨୨ | ଆଜକେର ସଟ୍କଟ୍ | ||
୨୦୨୩ | ଆରୋ ଏକ୍ ପୃଥିବୀ | ଆୟେଶା | [୮] |
ଦି ରେପିଷ୍ଟ | ମାଳିନୀ | [୯] |
ଅଭିନୀତ ଧାରାବାହିକ
[ସମ୍ପାଦନା]ବର୍ଷ | ଭୂମିକା | ମନ୍ତବ୍ୟ |
---|---|---|
ଗାନେର ଅପେରା | ଝିନୁକ ସନ୍ୟାଲ | |
ବୋଉ କୋଥା କାଓ | ନଳିନୀ ଚୌଧୁରୀ | |
ଅଦ୍ୱିତିୟ | ଇନ୍ଦିରା ଚୌଧୁରୀ/ରାତ୍ରି ମୁଖାର୍ଜୀ | |
ଘୋରେ ଫେରାର ଗାଁ | ଏଷ୍ନା | |
କାନମାଚି | ସାନିଆ | |
ରାଧା | କଙ୍କନା/କକୋନ | |
ସ୍ୱପ୍ନୋ ଉଡ଼ାନ | ରିତିକା | |
ପ୍ରଥମ କାଦମ୍ବିନୀ | ଆନନ୍ଦି ବାଇ |
କ୍ଷୁଦ୍ର ଚଳଚ୍ଚିତ୍ର
[ସମ୍ପାଦନା]ବର୍ଷ | ଚଳଚ୍ଚିତ୍ର | ଭୂମିକା | ନେଟୱାର୍କ | ମନ୍ତବ୍ୟ |
---|---|---|---|---|
କିଡ୍ନାପ୍ | ଆଡାଟାଇମ୍ସ | |||
୨୦୧୮ | ବୁମେରାଙ୍ଗ | ହଇଚଇ | ||
୨୦୧୯ | ଟିଙ୍କିସ୍ତାନ | ଶର୍ମିଷ୍ଠ ସେନ | [୧୦] | |
୨୦୨୦ | ଇଷ୍ଟ ଷ୍ଟାଇଲ୍ ଉଇଥ୍ ଅନିନ୍ଦିତା - ଏ ଏସ୍ଭିଏଫ୍ ସିରିଜ୍ |
ୱେବ୍ ସିରିଜ୍
[ସମ୍ପାଦନା]ବର୍ଷ | ସିରିଜ୍ | ଭୂମିକା | ନେଟ୍ୱାର୍କ |
---|---|---|---|
୨୦୧୮ | ଗରିଆହାତେର ଗାଙ୍ଗଲର୍ଡ଼ସ୍ | ମୋନାଲିସା | ହଇଚଇ |
ହୁର୍ଦଲେ ହକ୍ | ଉପରସ୍ଥାପିକା | ଆଡାଟାଇମ୍ସ | |
ଭର୍ଜିନ୍ ମୋହିତୋ | ନୀନା | ||
୨୦୧୯ | ସ୍କାଏଫାୟାର୍ | ବୈଶାଳୀ ଧର୍ମା[୧୦] | ଜୀ୫ |
୨୦୨୦ | ପାତାଲ ଲୋକ | ଚନ୍ଦା ମୁଖାର୍ଜୀ | ଆମାଜନ୍ ପ୍ରାଇମ୍ |
ମାଫିଆଅ | ନେହା | ଜୀ୫ | |
ବ୍ରେକ୍ ଅପ୍ ଷ୍ଟୋରୀ | ହଇଚଇ | ||
ଫର୍ବିଡେନ୍ ଲଭ୍ | ଜୀ୫ | ||
୨୦୨୧ | ରାୟ | ରିୟା ଶରଣ | ନେଟ୍ଫ୍ଲିକ୍ସ[୧୧] |
ମର୍ଡ଼ର୍ ଇନ୍ ଦି ହିଲ୍ସ | ଶୀଲା | ହଇଚଇ[୧୨] |
ଆଧାର
[ସମ୍ପାଦନା]- ↑ "8 Things You Didn’t Know About Anindita Bose" https://celebsecrets.in/bio/anindita-bose/
- ↑ "ত্রিশের কোঠা পেরানোর আগে দু-বার ডিভোর্স! গৌরব প্রথম, অনিন্দিতার ২য় স্বামী কে?". Hindustantimes Bangla (in Bengali). 2024-06-17. Retrieved 2024-06-28.
- ↑ "স্বপ্নের বাড়ি হল, বিয়ের অনেক দেরি: অনিন্দিতা". www.anandabazar.com. Anandabazar Patrika. 20 October 2020.
- ↑ ୪.୦ ୪.୧ "Anindita gets serious". The Times of India. 26 October 2010. Archived from the original on 14 November 2012. Retrieved 18 November 2012.
- ↑ "Interview: Actress Anindita Bose". WBRi. Archived from the original on 23 January 2013. Retrieved 18 November 2012.
- ↑ Chakraborthy, Antara (4 April 2020). "Love Aaj Kal Porshu review: A complicated love story that makes you think". The Indian Express (in ଇଂରାଜୀ).
- ↑ Chakraborty, Shamayita. (23 October 2020). "Saheber Cutlet Movie Review: Not just a film, but a carnival of sorts". The Times of India.
- ↑ "Atanu Ghosh's next to be shot in the UK - Times of India". The Times of India (in ଇଂରାଜୀ). Retrieved 2022-07-03.
- ↑ "Busan Film Festival: Aparna Sen's The Rapist, Starring Konkona Sensharma, is One of Her Finest Works". News18 (in ଇଂରାଜୀ). 12 October 2021.
- ↑ ୧୦.୦ ୧୦.୧ Paul, Ushnota (21 May 2019). "Anindita Bose on her Hindi web shows". www.telegraphindia.com. The Telegraph.
- ↑ "'Ray' trailer: Netflix anthology is a tribute to the master filmmaker". The Hindu (in Indian English). 2021-06-09. ISSN 0971-751X. Retrieved 2021-06-16.
- ↑ Buzarbaruah, Upam (26 July 2021). "Murder In The Hills Season 1 Review: A whodunit that falters on the build-up". The Times of India.
ବାହାର ଲିଙ୍କ୍
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅନିନ୍ଦିତା ବୋଷ