ଆମିନୋକାପ୍ରୋଇକ ଏସିଡ
Clinical data | |
---|---|
Trade names | Amicar |
Synonyms | ε-aminocaproic acid, ε-Ahx |
AHFS/Drugs.com | monograph |
MedlinePlus | a608023 |
data | |
Pregnancy category | |
Routes of administration | By mouth, intravenous |
Legal status | |
Legal status | |
Pharmacokinetic data | |
Metabolism | Kidney |
Elimination half-life | 2 hours |
Identifiers | |
| |
ECHA InfoCard | 100.000.427 |
Chemical and physical data | |
Formula | C6H13NO2 |
Molar mass | ୧୩୧.୧୮ g·mol−1 |
3D model (JSmol) | |
Melting point | 205 °C (401 °F) |
| |
| |
(verify) |
ନ
ଆମିନୋକାପ୍ରୋଇକ ଏସିଡ, ଏକ ବେପାର ନାମ ଆମିକର୍, ହେଉଛି ଏହା ଏକ ଔଷଧ ଯାହା କେତେକ ରକ୍ତସ୍ରାବ ଜନିତ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଫାଇବ୍ରିନୋଲାଇସିସ୍ କାରଣରୁ ରକ୍ତସ୍ରାବ ହୋଇପାରେ ଯେପରିକି ହୃତ୍ପିଣ୍ଡ ଅସ୍ତ୍ରୋପଚାର, ପ୍ଲାସେଣ୍ଟାଲ ଆବରପସନ, ଯକୃତ ସିରୋସିସ୍ ଏବଂ କର୍କଟ ରୋଗରେ; ଆଖି ଭିତରେ ରକ୍ତସ୍ରାବ ଏବଂ ବଂଶଗତ ହେମୋରାଜିକ୍ ଟେଲାଙ୍ଗିଏକ୍ଟାସିଆ | [୨] [୩] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଇପାରେ | [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ଜ୍ୱର, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଫୁଲା ଏବଂ ଗଲୁ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଭାଙ୍ଗିବା ଅନ୍ତର୍ଭୁକ୍ତ ହୋଇପାରେ । [୩] ସାଧାରଣତଃ ବୃକ୍-କ ଭିତରୁ ରକ୍ତସ୍ରାବ ହେଉଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ। [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା କାର୍ବୋକ୍ସିଲିକ୍ ଏସିଡର ଏକ ରୂପ ଯାହା ଫାଇବ୍ରିନୋଲାଇସିସ୍ ହ୍ରାସ କରେ | [୩]
୧୯୫୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆମିନୋକାପ୍ରୋଇକ୍ ଏସିଡ୍ ଅନୁମୋଦିତ ହୋଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରାର ୧୫ଟି ବଟିକାର ମୂଲ୍ୟ ପ୍ରାୟ ୪୪ ଡଲାର ଅଟେ। [୪]
ଆଧାର
[ସମ୍ପାଦନା]- ↑ "Aminocaproic acid (Amicar) Use During Pregnancy". Drugs.com. 29 April 2020. Archived from the original on 29 November 2020. Retrieved 11 November 2020.
- ↑ ୨.୦ ୨.୧ ୨.୨ "Amicar- aminocaproic acid solution Amicar- aminocaproic acid tablet". DailyMed. 9 October 2020. Archived from the original on 13 November 2020. Retrieved 11 November 2020.
- ↑ ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Aminocaproic Acid Monograph for Professionals". Drugs.com (in ଇଂରାଜୀ). Archived from the original on 12 November 2020. Retrieved 14 January 2022.
- ↑ ୪.୦ ୪.୧ "Aminocaproic Acid Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 14 January 2022.