Jump to content

ଆମିନୋକାପ୍ରୋଇକ ଏସିଡ

ଉଇକିପିଡ଼ିଆ‌ରୁ
ଆମିନୋକାପ୍ରୋଇକ ଏସିଡ
Clinical data
Trade namesAmicar
Synonymsε-aminocaproic acid, ε-Ahx
AHFS/Drugs.commonograph
MedlinePlusa608023
data
Pregnancy
category
  • US: C (Risk not ruled out) []
    Routes of
    administration
    By mouth, intravenous
    Legal status
    Legal status
    Pharmacokinetic data
    MetabolismKidney
    Elimination half-life2 hours
    Identifiers
    • 6-aminohexanoic acid
    ECHA InfoCard100.000.427 Edit this at Wikidata
    Chemical and physical data
    FormulaC6H13NO2
    Molar mass୧୩୧.୧୮ g·mol−1
    3D model (JSmol)
    Melting point205 °C (401 °F)
    • C(CCC(=O)O)CCN
    • InChI=1S/C6H13NO2/c7-5-3-1-2-4-6(8)9/h1-5,7H2,(H,8,9) checkY
    • Key:SLXKOJJOQWFEFD-UHFFFAOYSA-N checkY
      (verify)

    ଆମିନୋକାପ୍ରୋଇକ ଏସିଡ, ଏକ ବେପାର ନାମ ଆମିକର୍, ହେଉଛି ଏହା ଏକ ଔଷଧ ଯାହା କେତେକ ରକ୍ତସ୍ରାବ ଜନିତ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଫାଇବ୍ରିନୋଲାଇସିସ୍ କାରଣରୁ ରକ୍ତସ୍ରାବ ହୋଇପାରେ ଯେପରିକି ହୃତ୍‌ପିଣ୍ଡ ଅସ୍ତ୍ରୋପଚାର, ପ୍ଲାସେଣ୍ଟାଲ ଆବରପସନ, ଯକୃତ ସିରୋସିସ୍ ଏବଂ କର୍କଟ ରୋଗରେ; ଆଖି ଭିତରେ ରକ୍ତସ୍ରାବ ଏବଂ ବଂଶଗତ ହେମୋରାଜିକ୍ ଟେଲାଙ୍ଗିଏକ୍ଟାସିଆ | [] [] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଇପାରେ | []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ଜ୍ୱର, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଫୁଲା ଏବଂ ଗଲୁ ହୋଇପାରେ । [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଭାଙ୍ଗିବା ଅନ୍ତର୍ଭୁକ୍ତ ହୋଇପାରେ । [] ସାଧାରଣତଃ ବୃକ୍-କ ଭିତରୁ ରକ୍ତସ୍ରାବ ହେଉଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ। [] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [] ଏହା କାର୍ବୋକ୍ସିଲିକ୍ ଏସିଡ‌ର ଏକ ରୂପ ଯାହା ଫାଇବ୍ରିନୋଲାଇସିସ୍ ହ୍ରାସ କରେ | []

    ୧୯୫୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆମିନୋକାପ୍ରୋଇକ୍ ଏସିଡ୍ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରାର ୧୫ଟି ବଟିକାର ମୂଲ୍ୟ ପ୍ରାୟ ୪୪ ଡଲାର ଅଟେ। []

    1. "Aminocaproic acid (Amicar) Use During Pregnancy". Drugs.com. 29 April 2020. Archived from the original on 29 November 2020. Retrieved 11 November 2020.
    2. 1 2 3 "Amicar- aminocaproic acid solution Amicar- aminocaproic acid tablet". DailyMed. 9 October 2020. Archived from the original on 13 November 2020. Retrieved 11 November 2020.
    3. 1 2 3 4 5 6 7 8 "Aminocaproic Acid Monograph for Professionals". Drugs.com (in ଇଂରାଜୀ). Archived from the original on 12 November 2020. Retrieved 14 January 2022.
    4. 1 2 "Aminocaproic Acid Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 14 January 2022.