ଆମିନୋକାପ୍ରୋଇକ ଏସିଡ

ଉଇକିପିଡ଼ିଆ‌ରୁ
ଆମିନୋକାପ୍ରୋଇକ ଏସିଡ
Clinical data
Trade namesAmicar
Synonymsε-aminocaproic acid, ε-Ahx
AHFS/Drugs.commonograph
MedlinePlusa608023
data
Pregnancy
category
  • US: C (Risk not ruled out) [୧]
Routes of
administration
By mouth, intravenous
Legal status
Legal status
Pharmacokinetic data
MetabolismKidney
Elimination half-life2 hours
Identifiers
  • 6-aminohexanoic acid
ECHA InfoCard100.000.427 Edit this at Wikidata
Chemical and physical data
FormulaC6H13NO2
Molar mass୧୩୧.୧୮ g·mol−1
3D model (JSmol)
Melting point205 °C (401 °F)
  • C(CCC(=O)O)CCN
  • InChI=1S/C6H13NO2/c7-5-3-1-2-4-6(8)9/h1-5,7H2,(H,8,9) checkY
  • Key:SLXKOJJOQWFEFD-UHFFFAOYSA-N checkY
  (verify)

ଆମିନୋକାପ୍ରୋଇକ ଏସିଡ, ଏକ ବେପାର ନାମ ଆମିକର୍, ହେଉଛି ଏହା ଏକ ଔଷଧ ଯାହା କେତେକ ରକ୍ତସ୍ରାବ ଜନିତ ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ଫାଇବ୍ରିନୋଲାଇସିସ୍ କାରଣରୁ ରକ୍ତସ୍ରାବ ହୋଇପାରେ ଯେପରିକି ହୃତ୍‌ପିଣ୍ଡ ଅସ୍ତ୍ରୋପଚାର, ପ୍ଲାସେଣ୍ଟାଲ ଆବରପସନ, ଯକୃତ ସିରୋସିସ୍ ଏବଂ କର୍କଟ ରୋଗରେ; ଆଖି ଭିତରେ ରକ୍ତସ୍ରାବ ଏବଂ ବଂଶଗତ ହେମୋରାଜିକ୍ ଟେଲାଙ୍ଗିଏକ୍ଟାସିଆ | [୨] [୩] ଏହା ପାଟିରେ କିମ୍ବା ଇଞ୍ଜେକ୍ସନଦ୍ୱାରା ଶିରାରେ ଦିଆଯାଇପାରେ | [୩]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ପେଟ ଯନ୍ତ୍ରଣା, ତରଳ ଝାଡ଼ା, ମୁଣ୍ଡ ବୁଲାଇବା, ଜ୍ୱର, ଅଣନିଶ୍ୱାସ, ମୁଣ୍ଡବିନ୍ଧା, ଫୁଲା ଏବଂ ଗଲୁ ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ମାଂସପେଶୀ ଭାଙ୍ଗିବା ଅନ୍ତର୍ଭୁକ୍ତ ହୋଇପାରେ । [୩] ସାଧାରଣତଃ ବୃକ୍-କ ଭିତରୁ ରକ୍ତସ୍ରାବ ହେଉଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ ନୁହେଁ। [୩] ଗର୍ଭାବସ୍ଥାରେ ସୁରକ୍ଷା ଅସ୍ପଷ୍ଟ ଅଟେ। [୩] ଏହା କାର୍ବୋକ୍ସିଲିକ୍ ଏସିଡ‌ର ଏକ ରୂପ ଯାହା ଫାଇବ୍ରିନୋଲାଇସିସ୍ ହ୍ରାସ କରେ | [୩]

୧୯୫୪ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆମିନୋକାପ୍ରୋଇକ୍ ଏସିଡ୍ ଅନୁମୋଦିତ ହୋଇଥିଲା। [୩] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ। [୪] ଯୁକ୍ତରାଷ୍ଟ୍ରରେ ୨୦ ମିଗ୍ରାର ୧୫ଟି ବଟିକାର ମୂଲ୍ୟ ପ୍ରାୟ ୪୪ ଡଲାର ଅଟେ। [୪]

ଆଧାର[ସମ୍ପାଦନା]

  1. "Aminocaproic acid (Amicar) Use During Pregnancy". Drugs.com. 29 April 2020. Archived from the original on 29 November 2020. Retrieved 11 November 2020.
  2. ୨.୦ ୨.୧ ୨.୨ "Amicar- aminocaproic acid solution Amicar- aminocaproic acid tablet". DailyMed. 9 October 2020. Archived from the original on 13 November 2020. Retrieved 11 November 2020.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ "Aminocaproic Acid Monograph for Professionals". Drugs.com (in ଇଂରାଜୀ). Archived from the original on 12 November 2020. Retrieved 14 January 2022.
  4. ୪.୦ ୪.୧ "Aminocaproic Acid Prices, Coupons & Savings Tips - GoodRx". GoodRx. Archived from the original on 13 October 2016. Retrieved 14 January 2022.