ଅମ୍ବିକାପୁର
ଅମ୍ବିକାପୁର | |
---|---|
ସହର | |
ଦେଶ | India |
State | ଛତିଶଗଡ଼ |
ଜିଲ୍ଲା | ସରଗୁଜା |
Area | |
• ସହର | 1,983 km2 (766 sq mi) |
Elevation | 623 m (2,044 ft) |
Population (2011)[୧] | |
• ସହର | ୨,୧୪,୫୭୫ |
• Density | 110/km2 (280/sq mi) |
• Metro | ୨,୪୩,୧୭୩ |
ଭାଷା | |
• ସରକାରୀ | ହିନ୍ଦୀ, ଛତିଶଗଡୀ଼ |
Time zone | UTC+5:30 (IST) |
PIN | 497001 |
Area code | 7774 |
ଯାନବାହାନ ପଞ୍ଚୀକରଣ | CG 15 or MP 27 |
Website | surguja |
ଅମ୍ବିକାପୁର ସହର ଛତିଶଗଡ଼ରାଜ୍ୟରେ ଅବସ୍ଥିତ ସରଗୁଜା ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର। ଏହି ଜିଲ୍ଲାର ନାମ ହିନ୍ଦୁ ଦେବୀ ଅମ୍ବିକା (ମହାମାୟା)ଙ୍କ ନାମ ଅନୁସାରେ ନାମକରଣ ହୋଇଛି।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ଅମ୍ବିକାପୁର ୨୩.୧୧୮୯ ଉତ୍ତର ଅକ୍ଷାଂଶ ଓ ୮୩.୧୯୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୬୮ ଫୁଟ ଉଚ୍ଚତାରେ ରହିଛି ।[୩]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମ୍ବିକାପୁର ସହରର ମୋଟ ଜନସଂଖ୍ୟା ୬୫୯୯୯ ଅଟେ ।[୪] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ଅମ୍ବିକାପୁରର ସାକ୍ଷରତା ହାର ୭୫.୭୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୮୭% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୮% ପ୍ରତିଶତ ପୁରୁଷ ଓ ୩୩.୨୩% ନାରୀ ଅଟନ୍ତି । ୧୩.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]
ଭାଷା
[ସମ୍ପାଦନା]ହିନ୍ଦୀ ଅମ୍ବିକାପୁରର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Ambikapur | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅମ୍ବିକାପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୧ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୨୬.୯ mm/inches ହୋଇଥାଏ ।
Climate data for Ambikapur, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 23.4 (74.1) |
26.5 (79.7) |
32.2 (90) |
37.0 (98.6) |
39.5 (103.1) |
35.3 (95.5) |
29.7 (85.5) |
29.3 (84.7) |
29.8 (85.6) |
29.7 (85.5) |
26.6 (79.9) |
23.6 (74.5) |
30.1 (86.2) |
ହାରାହାରି ସର୍ବନିମ୍ନ °C (°F) | 8.9 (48) |
11.6 (52.9) |
15.9 (60.6) |
21.1 (70) |
24.8 (76.6) |
24.8 (76.6) |
23.2 (73.8) |
23.0 (73.4) |
22.2 (72) |
18.4 (65.1) |
12.9 (55.2) |
8.8 (47.8) |
17.8 (64) |
Average rainfall mm (inches) | 26.1 (1.028) |
22.8 (0.898) |
18.5 (0.728) |
13.3 (0.524) |
24.2 (0.953) |
251.1 (9.886) |
460.9 (18.146) |
389.9 (15.35) |
230.5 (9.075) |
62.4 (2.457) |
15.6 (0.614) |
11.6 (0.457) |
୧,୫୨୬.୯ (୬୦.୧୧୪) |
ହାରାହାରି ମେଘାତ୍ସନ ଦିବସ | 2.0 | 2.2 | 1.7 | 1.1 | 2.3 | 10.3 | 18.4 | 16.9 | 11.8 | 3.7 | 1.0 | 1.0 | 72.3 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.4 | 0.8 | 0.8 | 1.1 | 1.6 | 4.1 | 3.3 | 3.7 | 2.0 | 0.5 | 0.0 | 0.0 | 18.2
|
ହାରାହାରି କୁହୁଡ଼ି ଘେରା ଦିବସ | 1.5 | 0.4 | 0.0 | 0.0 | 0.0 | 0.0 | 0.0 | 0.0 | 0.1 | 0.3 | 0.4 | 0.7 | 3.5 |
Source: India Meteorological Department (temperatures and precipitation)[୬][୭] |
ଇତିହାସ
[ସମ୍ପାଦନା]ପର୍ଯ୍ୟଟନ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
- ↑ "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୪.୦ ୪.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Ambikapur". Worldweather.wmo.int. 5 October 2006. Retrieved 28 June 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |