ଅମ୍ବିକାପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

ଅମ୍ବିକାପୁର
ସହର
Jamshedpur Jharkhand
Jamshedpur Jharkhand
ଦେଶ India
Stateଛତିଶଗଡ଼
ଜିଲ୍ଲାସରଗୁଜା
Area
 • ସହର1,983 km2 (766 sq mi)
Elevation
623 m (2,044 ft)
Population
 (2011)[୧]
 • ସହର୨,୧୪,୫୭୫
 • Density110/km2 (280/sq mi)
 • Metro୨,୪୩,୧୭୩
ଭାଷା
 • ସରକାରୀହିନ୍ଦୀ, ଛତିଶଗଡୀ଼
Time zoneUTC+5:30 (IST)
PIN
497001
Area code7774
ଯାନବାହାନ ପଞ୍ଚୀକରଣCG 15 or MP 27
Websitesurguja.nic.in

ଅମ୍ବିକାପୁର ସହର ଛତିଶଗଡ଼ରାଜ୍ୟରେ ଅବସ୍ଥିତ ସରଗୁଜା ଜିଲ୍ଲାର ପ୍ରଶାସନିକ ମୁଖ୍ୟ ସହର। ଏହି ଜିଲ୍ଲାର ନାମ ହିନ୍ଦୁ ଦେବୀ ଅମ୍ବିକା (ମହାମାୟା)ଙ୍କ ନାମ ଅନୁସାରେ ନାମକରଣ ହୋଇଛି।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ଅମ୍ବିକାପୁର ୨୩.୧୧୮୯ ଉତ୍ତର ଅକ୍ଷାଂଶ ଓ ୮୩.୧୯୫୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୯୬୮ ଫୁଟ ଉଚ୍ଚତାରେ ରହିଛି ।[୩]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଅମ୍ବିକାପୁର ସହରର ମୋଟ ଜନସଂଖ୍ୟା ୬୫୯୯୯ ଅଟେ ।[୪] ସେଥି ମଧ୍ୟରୁ ୫୨.୬୧% ଜଣ ପରୁଷ ହୋଇଥିବା ବେଳେ ୪୭.୩୯% ଜଣ ନାରୀ ଅଟନ୍ତି । ଅମ୍ବିକାପୁରର ସାକ୍ଷରତା ହାର ୭୫.୭୧% ଅଟେ । ଏହା ଜାତୀୟ ହାରଠାରୁ ୧୦.୮୭% ପ୍ରତିଶତ କମ ଅଟେ । ସେଥିରୁ ୪୨.୪୮% ପ୍ରତିଶତ ପୁରୁଷ ଓ ୩୩.୨୩% ନାରୀ ଅଟନ୍ତି । ୧୩.୦୩% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୪]

ଭାଷା[ସମ୍ପାଦନା]

ହିନ୍ଦୀ ଅମ୍ବିକାପୁରର ସରକାରୀ ଭାଷା ଅଟେ ।

ପାଣିପାଗ[ସମ୍ପାଦନା]

Ambikapur
Climate chart (explanation)
JFMAMJJASOND
 
 
26
 
23
9
 
 
23
 
27
12
 
 
19
 
32
16
 
 
13
 
37
21
 
 
24
 
40
25
 
 
35
 
35
25
 
 
461
 
30
23
 
 
390
 
29
23
 
 
231
 
30
22
 
 
62
 
30
18
 
 
16
 
27
13
 
 
12
 
24
9
Average max. and min. temperatures in °C
Precipitation totals in mm
Source: [୫]

ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ଅମ୍ବିକାପୁରରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୦.୧ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୭.୮ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୫୨୬.୯ mm/inches ହୋଇଥାଏ ।

Climate data for Ambikapur, ଭାରତ (୧୯୭୧–୨୦୦୦)
Month Jan Feb Mar Apr May Jun Jul Aug Sep Oct Nov Dec Year
ହାରାହାରି ସର୍ବାଧିକ °C (°F) 23.4
(74.1)
26.5
(79.7)
32.2
(90)
37.0
(98.6)
39.5
(103.1)
35.3
(95.5)
29.7
(85.5)
29.3
(84.7)
29.8
(85.6)
29.7
(85.5)
26.6
(79.9)
23.6
(74.5)
30.1
(86.2)
ହାରାହାରି ସର୍ବନିମ୍ନ °C (°F) 8.9
(48)
11.6
(52.9)
15.9
(60.6)
21.1
(70)
24.8
(76.6)
24.8
(76.6)
23.2
(73.8)
23.0
(73.4)
22.2
(72)
18.4
(65.1)
12.9
(55.2)
8.8
(47.8)
17.8
(64)
Average rainfall mm (inches) 26.1
(1.028)
22.8
(0.898)
18.5
(0.728)
13.3
(0.524)
24.2
(0.953)
251.1
(9.886)
460.9
(18.146)
389.9
(15.35)
230.5
(9.075)
62.4
(2.457)
15.6
(0.614)
11.6
(0.457)
୧,୫୨୬.୯
(୬୦.୧୧୪)
ହାରାହାରି ମେଘାତ୍ସନ ଦିବସ 2.0 2.2 1.7 1.1 2.3 10.3 18.4 16.9 11.8 3.7 1.0 1.0 72.3
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ 0.4 0.8 0.8 1.1 1.6 4.1 3.3 3.7 2.0 0.5 0.0 0.0 18.2

ହାରାହାରି କୁହୁଡ଼ି ଘେରା ଦିବସ 1.5 0.4 0.0 0.0 0.0 0.0 0.0 0.0 0.1 0.3 0.4 0.7 3.5
Source: India Meteorological Department (temperatures and precipitation)[୬][୭]

ଇତିହାସ[ସମ୍ପାଦନା]

ପର୍ଯ୍ୟଟନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Provisional Population Totals, Census of India 2011; Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
  2. "Provisional Population Totals, Census of India 2011; Urban Agglomerations/Cities having population 1 lakh and above" (pdf). Office of the Registrar General & Census Commissioner, India. Retrieved 27 March 2012.
  3. "Directory of Cities, Towns, and Regions in India". Retrieved 27 September 2015.
  4. ୪.୦ ୪.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
  5. "World Weather Information Service -Ambikapur". Worldweather.wmo.int. 5 October 2006. Retrieved 28 June 2015.
  6. "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
  7. India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Retrieved 29 May 2014.