Jump to content

ଆଡାପାଲେନ

ଉଇକିପିଡ଼ିଆ‌ରୁ
(Adapaleneରୁ ଲେଉଟି ଆସିଛି)
ଆଡାପାଲେନ
Clinical data
Trade namesDifferin, Pimpal, Gallet, Adelene, others
AHFS/Drugs.commonograph
MedlinePlusa604001
data
Pregnancy
category
  • AU: D
    Routes of
    administration
    Topical
    Legal status
    Legal status
    • AU: S4 (Prescription only) / S3
    • CA: ℞-only
    • UK: POM (Prescription only)
    • US: OTC / Rx-only
    Pharmacokinetic data
    BioavailabilityVery low
    ExcretionBile
    Identifiers
    • 6-[3-(1-adamantyl)-4-methoxyphenyl]naphthalene-2-carboxylic acid
    ECHA InfoCard100.149.379 Edit this at Wikidata
    Chemical and physical data
    FormulaC28H28O3
    Molar mass୪୧୨.୫୩ g·mol−1
    3D model (JSmol)
    • COC1=C(C=C(C=C1)C2=CC3=C(C=C2)C=C(C=C3)C(=O)O)C45CC6CC(C4)CC(C6)C5
    • InChI=InChI=1S/C28H28O3/c1-31-26-7-6-23(21-2-3-22-12-24(27(29)30)5-4-20(22)11-21)13-25(26)28-14-17-8-18(15-28)10-19(9-17)16-28/h2-7,11-13,17-19H,8-10,14-16H2,1H3,(H,29,30) checkY
    • Key:LZCDAPDGXCYOEH-UHFFFAOYSA-N checkY
      (verify)

    ଆଡାପାଲେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିଫେରିନ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [] ଅନ୍ୟାନ୍ୟ ବ୍ୟବହାରରେ ମଲ୍ଲୁକମ୍ କଣ୍ଟାଜିଓସମ୍ ଏବଂ ଆକ୍ଟିନିକ୍ କିରାଟୋସେସ ଅନ୍ତର୍ଭୁକ୍ତ ହୋଇପାରେ । [] ଏହା ଚର୍ମରେ ପ୍ରୟୋଗ କରାଯାଏ । []

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମରୁ ଚୋପା ଉଠିବା, ଶୁଖିଲା ଚର୍ମ ଏବଂ ଗଲୁ ହୋଇପାରେ ।| [] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସୌରାଘାତ ହୋଇପାରେ | [] ତାଜାରୋଟିନ୍ ଅପେକ୍ଷା ଏହା କମ୍ ଉତ୍ତେଜନା ସୃଷ୍ଟି କରିପାରେ । [] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । [] ଏହା ଏକ ତୃତୀୟ ପିଢ଼ୀର ରେଟିନଏଡ୍ ଏବଂ ରେଟିନୋଇକ୍ ଏସିଡ୍ ରିସେପ୍ଟର (RAR) ସହିତ ଅନୁବନ୍ଧିତ ହୁଏ । [] ସୂର୍ଯ୍ୟକିରଣର ସମ୍ମୁଖୀନ ହେଲେ ଟ୍ରେଟିନୋଏନ୍ ଏବଂ ତାଜାରୋଟେନ୍ ତୁଳନାରେ ଏହା ଅଧିକ ସ୍ଥିର ଅଟେ । []

    ୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡାପାଲେନ୍ ଅନୁମୋଦିତ ହୋଇଥିଲା। [] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ମଲମର ମୂଲ୍ୟ ୧୬ ପାଉଣ୍ଡ ଅଟେ। [] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୫ ଡଲାର ଅଟେ। [] ଏହା ମଧ୍ୟ ବେନୋଜୋଏଲ୍ ପେରକ୍ସାଇଡ୍ ମିଶ୍ରଣ ହୋଇ ବିଲ୍ରୟ ହୋଇଥାଏ | []

    1. 1 2 3 4 5 "Adapalene Monograph for Professionals". Drugs.com (in ଇଂରାଜୀ). Archived from the original on 31 January 2021. Retrieved 13 January 2022.
    2. 1 2 3 4 Tolaymat, L; Zito, PM (January 2021). "Adapalene". PMID 29494115. {{cite journal}}: Cite journal requires |journal= (help)
    3. 1 2 3 BNF 81: March-September 2021. BMJ Group and the Pharmaceutical Press. 2021. p. 1313. ISBN 978-0857114105.
    4. 1 2 "Adapalene Prices, Coupons & Savings Tips - GoodRx". GoodRx. Archived from the original on 27 June 2020. Retrieved 13 January 2022.