ଆଡାପାଲେନ
Clinical data | |
---|---|
Trade names | Differin, Pimpal, Gallet, Adelene, others |
AHFS/Drugs.com | monograph |
MedlinePlus | a604001 |
data | |
Pregnancy category |
|
Routes of administration | Topical |
Legal status | |
Legal status | |
Pharmacokinetic data | |
Bioavailability | Very low |
Excretion | Bile |
Identifiers | |
| |
ECHA InfoCard | 100.149.379 |
Chemical and physical data | |
Formula | C28H28O3 |
Molar mass | ୪୧୨.୫୩ g·mol−1 |
3D model (JSmol) | |
| |
| |
(verify) |
ଆଡାପାଲେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିଫେରିନ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଅନ୍ୟାନ୍ୟ ବ୍ୟବହାରରେ ମଲ୍ଲୁକମ୍ କଣ୍ଟାଜିଓସମ୍ ଏବଂ ଆକ୍ଟିନିକ୍ କିରାଟୋସେସ ଅନ୍ତର୍ଭୁକ୍ତ ହୋଇପାରେ । [୨] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମରୁ ଚୋପା ଉଠିବା, ଶୁଖିଲା ଚର୍ମ ଏବଂ ଗଲୁ ହୋଇପାରେ ।| [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସୌରାଘାତ ହୋଇପାରେ | [୧] ତାଜାରୋଟିନ୍ ଅପେକ୍ଷା ଏହା କମ୍ ଉତ୍ତେଜନା ସୃଷ୍ଟି କରିପାରେ । [୨] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । [୩] ଏହା ଏକ ତୃତୀୟ ପିଢ଼ୀର ରେଟିନଏଡ୍ ଏବଂ ରେଟିନୋଇକ୍ ଏସିଡ୍ ରିସେପ୍ଟର (RAR) ସହିତ ଅନୁବନ୍ଧିତ ହୁଏ । [୨] ସୂର୍ଯ୍ୟକିରଣର ସମ୍ମୁଖୀନ ହେଲେ ଟ୍ରେଟିନୋଏନ୍ ଏବଂ ତାଜାରୋଟେନ୍ ତୁଳନାରେ ଏହା ଅଧିକ ସ୍ଥିର ଅଟେ । [୨]
୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡାପାଲେନ୍ ଅନୁମୋଦିତ ହୋଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ମଲମର ମୂଲ୍ୟ ୧୬ ପାଉଣ୍ଡ ଅଟେ। [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୫ ଡଲାର ଅଟେ। [୪] ଏହା ମଧ୍ୟ ବେନୋଜୋଏଲ୍ ପେରକ୍ସାଇଡ୍ ମିଶ୍ରଣ ହୋଇ ବିଲ୍ରୟ ହୋଇଥାଏ | [୩]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ "Adapalene Monograph for Professionals". Drugs.com (in ଇଂରାଜୀ). Archived from the original on 31 January 2021. Retrieved 13 January 2022.
- ↑ ୨.୦ ୨.୧ ୨.୨ ୨.୩ Tolaymat, L; Zito, PM (January 2021). "Adapalene". PMID 29494115.
{{cite journal}}
: Cite journal requires|journal=
(help) - ↑ ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1313. ISBN 978-0857114105.
- ↑ ୪.୦ ୪.୧ "Adapalene Prices, Coupons & Savings Tips - GoodRx". GoodRx. Archived from the original on 27 June 2020. Retrieved 13 January 2022.