ଆଡାପାଲେନ

ଉଇକିପିଡ଼ିଆ‌ରୁ
ଆଡାପାଲେନ
Clinical data
Trade namesDifferin, Pimpal, Gallet, Adelene, others
AHFS/Drugs.commonograph
MedlinePlusa604001
data
Pregnancy
category
  • AU: D
Routes of
administration
Topical
Legal status
Legal status
  • AU: S4 (Prescription only) / S3
  • CA: ℞-only
  • UK: POM (Prescription only)
  • US: OTC / Rx-only
Pharmacokinetic data
BioavailabilityVery low
ExcretionBile
Identifiers
  • 6-[3-(1-adamantyl)-4-methoxyphenyl]naphthalene-2-carboxylic acid
ECHA InfoCard100.149.379 Edit this at Wikidata
Chemical and physical data
FormulaC28H28O3
Molar mass୪୧୨.୫୩ g·mol−1
3D model (JSmol)
  • COC1=C(C=C(C=C1)C2=CC3=C(C=C2)C=C(C=C3)C(=O)O)C45CC6CC(C4)CC(C6)C5
  • InChI=InChI=1S/C28H28O3/c1-31-26-7-6-23(21-2-3-22-12-24(27(29)30)5-4-20(22)11-21)13-25(26)28-14-17-8-18(15-28)10-19(9-17)16-28/h2-7,11-13,17-19H,8-10,14-16H2,1H3,(H,29,30) checkY
  • Key:LZCDAPDGXCYOEH-UHFFFAOYSA-N checkY
  (verify)

ଆଡାପାଲେନ, ଅନ୍ୟମାନଙ୍କ ମଧ୍ୟରେ ଏକ ବିକ୍ରୟ ନାମ ଡିଫେରିନ୍, ହେଉଛି ଏକ ଔଷଧ ଯାହା ମୁଖ୍ୟତଃ ବ୍ରଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୧] ଅନ୍ୟାନ୍ୟ ବ୍ୟବହାରରେ ମଲ୍ଲୁକମ୍ କଣ୍ଟାଜିଓସମ୍ ଏବଂ ଆକ୍ଟିନିକ୍ କିରାଟୋସେସ ଅନ୍ତର୍ଭୁକ୍ତ ହୋଇପାରେ । [୨] ଏହା ଚର୍ମରେ ପ୍ରୟୋଗ କରାଯାଏ । [୧]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଲାଲ ରଙ୍ଗ, ଚର୍ମରୁ ଚୋପା ଉଠିବା, ଶୁଖିଲା ଚର୍ମ ଏବଂ ଗଲୁ ହୋଇପାରେ ।| [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସୌରାଘାତ ହୋଇପାରେ | [୧] ତାଜାରୋଟିନ୍ ଅପେକ୍ଷା ଏହା କମ୍ ଉତ୍ତେଜନା ସୃଷ୍ଟି କରିପାରେ । [୨] ଗର୍ଭାବସ୍ଥାରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ । [୩] ଏହା ଏକ ତୃତୀୟ ପିଢ଼ୀର ରେଟିନଏଡ୍ ଏବଂ ରେଟିନୋଇକ୍ ଏସିଡ୍ ରିସେପ୍ଟର (RAR) ସହିତ ଅନୁବନ୍ଧିତ ହୁଏ । [୨] ସୂର୍ଯ୍ୟକିରଣର ସମ୍ମୁଖୀନ ହେଲେ ଟ୍ରେଟିନୋଏନ୍ ଏବଂ ତାଜାରୋଟେନ୍ ତୁଳନାରେ ଏହା ଅଧିକ ସ୍ଥିର ଅଟେ । [୨]

୧୯୯୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ବ୍ୟବହାର ପାଇଁ ଆଡାପାଲେନ୍ ଅନୁମୋଦିତ ହୋଇଥିଲା। [୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪୫ ଗ୍ରାମ ମଲମର ମୂଲ୍ୟ ୧୬ ପାଉଣ୍ଡ ଅଟେ। [୩] ଯୁକ୍ତରାଷ୍ଟ୍ରରେ ଏହି ପରିମାଣର ମୂଲ୍ୟ ପ୍ରାୟ ୪୫ ଡଲାର ଅଟେ। [୪] ଏହା ମଧ୍ୟ ବେନୋଜୋଏଲ୍ ପେରକ୍ସାଇଡ୍ ମିଶ୍ରଣ ହୋଇ ବିଲ୍ରୟ ହୋଇଥାଏ | [୩]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Adapalene Monograph for Professionals". Drugs.com (in ଇଂରାଜୀ). Archived from the original on 31 January 2021. Retrieved 13 January 2022.
  2. ୨.୦ ୨.୧ ୨.୨ ୨.୩ Tolaymat, L; Zito, PM (January 2021). "Adapalene". PMID 29494115. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ BNF 81: March-September 2021. BMJ Group and the Pharmaceutical Press. 2021. p. 1313. ISBN 978-0857114105.
  4. ୪.୦ ୪.୧ "Adapalene Prices, Coupons & Savings Tips - GoodRx". GoodRx. Archived from the original on 27 June 2020. Retrieved 13 January 2022.