ଅବଦୁର ରହମାନ

ଉଇକିପିଡ଼ିଆ‌ରୁ
(Abdur Rahimanରୁ ଲେଉଟି ଆସିଛି)
ଅବଦୁର ରହମାନ
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୫୭ – ୧୯୬୧
ନିର୍ବାଚନ ମଣ୍ଡଳୀଉମରକୋଟ
ବ୍ୟକ୍ତିଗତ ସବିଶେଷ
ଜନ୍ମ(1917-03-03)୩ ମାର୍ଚ୍ଚ ୧୯୧୭
ମୃତ୍ୟୁ୨୯ ଅକ୍ଟୋବର ୨୦୧୧(2011-10-29) (ବୟସ ୯୪)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଗଣତନ୍ତ୍ର ପରିଷଦ
ଜୀବନ ସାଥୀମେହତାବ ବେଗମ
ବାପା/ବୋଉଗୁଲାମ ମହିଉଦ୍ଦିନ ଖାନ୍ ଦୁରାନି (ବାପା)
ବୃତ୍ତିରାଜନୀତିଜ୍ଞ

ଅବଦୁର ରହମାନ (୩ ମାର୍ଚ୍ଚ ୧୯୧୭ - ୨୯ ଅକ୍ଟୋବର ୨୦୧୧) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୫୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଉମରକୋଟ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୨ୟ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ଅବଦୁର ରହମାନ ୧୯୧୭ ମସିହାର ମାର୍ଚ୍ଚ ୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଗୁଲାମ ମହିଉଦ୍ଦିନ ଖାନ୍ ଦୁରାନି ଓ ପତ୍ନୀଙ୍କ ନାମ ମେହତାବ ବେଗମ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ଅବଦୁର ରହମାନ ଓଡ଼ିଶା ରାଜନୀତିରେ ଗଣତନ୍ତ୍ର ପରିଷଦର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]

ମୃତ୍ୟୁ[ସମ୍ପାଦନା]

ଅବଦୁର ରହମାନ ୨୦୧୧ ମସିହାର ଅକ୍ଟୋବର ୨୯ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "Shri Abdur Rahiman". odishaassembly.nic.in. Odisha Assembly. Retrieved 15 January 2023.