ୟୁସମାର୍ଗ , ଜମ୍ମୁ କାଶ୍ମୀର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Yusmarg
The Meadow of Jesus[୧]
Hill station
Country India
StateJammu and Kashmir
DistrictBadgam
Elevation
2,396 m (7,861 ft)
Languages
 • OfficialUrdu
Time zoneUTC+5:30 (IST)

ୟୁସମାର୍ଗ, ଭାରତୀୟ ରାଜ୍ୟ ଜମ୍ମୁ କାଶ୍ମୀରର ଉପତ୍ୟକାରେସ୍ଥିତ ଏକ ଶୈଳନିବାସ । ଏହା ଜମ୍ମୁ ଓ କାଶ୍ମୀରର ଦକ୍ଷିଣକୁ ୪୭ କିଲୋମିଟର ଦୂରରେ ଅବସ୍ଥିତ । 

ଭୌଗୋଳିକ ସ୍ଥିତି [ସମ୍ପାଦନା]

ୟୁସମାର୍ଗ କାଶ୍ମିରୀ ଭାଷା ଅନୁସାରେ "ଯୀଶୁଙ୍କ ଉପତ୍ୟକା "କୁ ବୁଝାଏ । କଥିତ ରହିଛି ଯୀଶୁଙ୍କ ପୂର୍ବଜମାନେ ଏଠାକୁ ଆସିଥିଲେ ଓ ୟୁସମାର୍ଗରେ କିଛି କାଳ [୨]ରହିଥିଲେ । ଏହି ଉପତ୍ୟକାରେ ଆଲପାଇନ ଜଙ୍ଗଲ ସହିତ ଶିଖରରେ ବରଫାବୃତ ଥିବା  ପର୍ବତ ସହ ପାଇନ ଜଙ୍ଗଲ ରହିଛି । ୧୩ କିଲୋମିଟର ଦୂର ଚରାଇ ସରିଫ ସହରଟି ଦୁଧଗଙ୍ଗା ନଦୀ ଟାଟାରେ ରହିଛି । ଏହି ନଦୀ ଝେଲମ ନଦୀର ଏକ ଉପ ନଦୀ । ହିମାଳୟ ପର୍ବତ ମାଲାର ପିର ପଞ୍ଜଳ ଶୃଙ୍ଗ , ସନ ସେଟ ଶ୍ରୁଙ୍ଗ ଆଦି ରହିଛି । ଏହାର ଉଚ୍ଛତା ସମୁଦ୍ରପତ୍ତାନଠାରୁ ୨୩୯୬ ମିଟର । 

Tourism[ସମ୍ପାଦନା]

ଏଠାରୁ ୪ କିଲୋମିଟର ଟ୍ରେକିଂରେ ଗଲେ ଏକ ହ୍ରଦରେ ପହଞ୍ଚି ହୁଏ । ସେଠାରୁ ପୁଣି ୧୦ କିଲୋମିଟର ଟ୍ରେକିଂରେ ଗଳାପରେ ସାଙ୍ଗ-ଇ-ସଫେଦ ନାମକ ବରଫ ଆଚ୍ଛାଦିତ ହ୍ରଦରେ ପହଞ୍ଚି ହୁଏ । ଏଠାରେ ଖରା ଦିନେ ମଧ୍ୟ ବରଫ ଥିବାରୁ ସ୍କେଟିଙ୍ଗ ଆଦି କରି ହୁଏ । 

Access[ସମ୍ପାଦନା]

ୟୁସମାର୍ଗକୁ ଶ୍ରୀନଗର ସହର ବା ଶ୍ରୀନଗର ବିମାନବନ୍ଦର।(SXR) [୩] ରୁ ସହଜରେ ପହଞ୍ଚି ହେଇ ଥାଏ .ଶ୍ରୀନଗରରୁ ୪୭ କିଲୋମିଟର ଦୁରତ୍ୱ କାର ବା ବସ  ଯୋଗେ  ଚରାରୀ ଶରିଫ ସହର[୪]  ଦେଇ ପହଞ୍ଚି  ହୁଏ ।ଶୀତ କାଳରେ ଏହା ବରଫ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହେ ।  

ପୁନଶ୍ଚ ଦେଖଣା [ସମ୍ପାଦନା]

  • Sonamarg
  • Gulmarg
  • Pahalgam

ଆଧାର [ସମ୍ପାଦନା]

  1. "Meaning of Yusmarg". visitmanalikulu.com. Archived from the original on 2010-02-11. Retrieved 2012-06-21.
  2. B.K. Chaturvedi (1983).
  3. "Reaching Yusmarg". nativeplanet.com.
  4. "How to reach Yusmarg" Archived 2012-05-02 at the Wayback Machine.. kashmirtourism.com.

ବାହାର ଲିଙ୍କ [ସମ୍ପାଦନା]