ୟୁସମାର୍ଗ , ଜମ୍ମୁ କାଶ୍ମୀର
Yusmarg
| |
---|---|
Hill station | |
Country | India |
State | Jammu and Kashmir |
District | Badgam |
Elevation | 2,396 m (7,861 ft) |
Languages | |
• Official | Urdu |
Time zone | UTC+5:30 (IST) |
ୟୁସମାର୍ଗ, ଭାରତୀୟ ରାଜ୍ୟ ଜମ୍ମୁ କାଶ୍ମୀରର ଉପତ୍ୟକାରେସ୍ଥିତ ଏକ ଶୈଳନିବାସ । ଏହା ଜମ୍ମୁ ଓ କାଶ୍ମୀରର ଦକ୍ଷିଣକୁ ୪୭ କିଲୋମିଟର ଦୂରରେ ଅବସ୍ଥିତ ।
ଭୌଗୋଳିକ ସ୍ଥିତି
[ସମ୍ପାଦନା]ୟୁସମାର୍ଗ କାଶ୍ମିରୀ ଭାଷା ଅନୁସାରେ "ଯୀଶୁଙ୍କ ଉପତ୍ୟକା "କୁ ବୁଝାଏ । କଥିତ ରହିଛି ଯୀଶୁଙ୍କ ପୂର୍ବଜମାନେ ଏଠାକୁ ଆସିଥିଲେ ଓ ୟୁସମାର୍ଗରେ କିଛି କାଳ [୨]ରହିଥିଲେ । ଏହି ଉପତ୍ୟକାରେ ଆଲପାଇନ ଜଙ୍ଗଲ ସହିତ ଶିଖରରେ ବରଫାବୃତ ଥିବା ପର୍ବତ ସହ ପାଇନ ଜଙ୍ଗଲ ରହିଛି । ୧୩ କିଲୋମିଟର ଦୂର ଚରାଇ ସରିଫ ସହରଟି ଦୁଧଗଙ୍ଗା ନଦୀ ଟାଟାରେ ରହିଛି । ଏହି ନଦୀ ଝେଲମ ନଦୀର ଏକ ଉପ ନଦୀ । ହିମାଳୟ ପର୍ବତ ମାଲାର ପିର ପଞ୍ଜଳ ଶୃଙ୍ଗ , ସନ ସେଟ ଶ୍ରୁଙ୍ଗ ଆଦି ରହିଛି । ଏହାର ଉଚ୍ଛତା ସମୁଦ୍ରପତ୍ତାନଠାରୁ ୨୩୯୬ ମିଟର ।
Tourism
[ସମ୍ପାଦନା]ଏଠାରୁ ୪ କିଲୋମିଟର ଟ୍ରେକିଂରେ ଗଲେ ଏକ ହ୍ରଦରେ ପହଞ୍ଚି ହୁଏ । ସେଠାରୁ ପୁଣି ୧୦ କିଲୋମିଟର ଟ୍ରେକିଂରେ ଗଳାପରେ ସାଙ୍ଗ-ଇ-ସଫେଦ ନାମକ ବରଫ ଆଚ୍ଛାଦିତ ହ୍ରଦରେ ପହଞ୍ଚି ହୁଏ । ଏଠାରେ ଖରା ଦିନେ ମଧ୍ୟ ବରଫ ଥିବାରୁ ସ୍କେଟିଙ୍ଗ ଆଦି କରି ହୁଏ ।
Access
[ସମ୍ପାଦନା]ୟୁସମାର୍ଗକୁ ଶ୍ରୀନଗର ସହର ବା ଶ୍ରୀନଗର ବିମାନବନ୍ଦର।(SXR) [୩] ରୁ ସହଜରେ ପହଞ୍ଚି ହେଇ ଥାଏ .ଶ୍ରୀନଗରରୁ ୪୭ କିଲୋମିଟର ଦୁରତ୍ୱ କାର ବା ବସ ଯୋଗେ ଚରାରୀ ଶରିଫ ସହର[୪] ଦେଇ ପହଞ୍ଚି ହୁଏ ।ଶୀତ କାଳରେ ଏହା ବରଫ ପାଇଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହେ ।
ପୁନଶ୍ଚ ଦେଖଣା
[ସମ୍ପାଦନା]- Sonamarg
- Gulmarg
- Pahalgam
ଆଧାର
[ସମ୍ପାଦନା]- ↑ "Meaning of Yusmarg". visitmanalikulu.com. Archived from the original on 2010-02-11. Retrieved 2012-06-21.
- ↑ B.K. Chaturvedi (1983).
- ↑ "Reaching Yusmarg". nativeplanet.com.
- ↑ "How to reach Yusmarg" Archived 2012-05-02 at the Wayback Machine.. kashmirtourism.com.