ଯୀଶୁ

ଉଇକିପିଡ଼ିଆ‌ରୁ
ଯୀଶୁ
A stained glass depiction of Jesus as a Caucasian man with long brown hair, a beard and the characteristic Christian cross inscribed in the halo behind his head. The figure dressed in a white inner robe cover by a shorter, looser scarlet robe. Depicted as a Shepard, he is holding a crux in his left hand and carrying a lamb in his right. Sheep are positioned to the left and right of the figure.
ଯୀଶୁ, Ÿ‡ଊତ୍ତମ ମେଷ‌ପାଳକ ଭାବରେ
(ସ୍ଥାନ: ସାଧୁ ଜନ ଚର୍ଚ, ଆସଫିଲ୍ଡ, ଅଷ୍ଟ୍ରେଲିଆ )
ଜନ୍ମ୭–୨ ଖ୍ରୀ.ପୂ[୧]
ମୃତ୍ୟୁ୩୦–୩୬ ଖ୍ରୀ.ଅ[୩]
ଯୀହୂଦା ପ୍ରଦେଶ, ରୋମାନ ସାମ୍ରାଜ୍ୟ
ମୃତ୍ୟର କାରଣକୃଶବରଣ[୪]

ଯୀଶୁ ବା ଯୀଶୁ ଖୀଷ୍ଟ ବା ଯୀଶୁ ମସୀହ ହେଉଛ‌ନ୍ତି ଖ୍ରୀଷ୍ଟ ଧର୍ମର ପ୍ରବର୍ତକ ଓ ମୂଳ ବ୍ୟକ୍ତିତ୍ୟ | ଖ୍ରୀଷ୍ଟ ଧର୍ମାବଲମ୍ବିଙ୍କ ଅନୁସାରେ ଯୀଶୁ ହେଉଛନ୍ତି ପରମେଶ୍ୱରଙ୍କ ପୁତ୍ର | ଯୀଶୁଙ୍କ ଜୀବନ ଏବଂ ଉପଦେଶ ବାଇବେଲର ନୁତନ ନିୟମରେ ବର୍ଣ୍ଣନା କରାଯାଇଛି। କାରଣ ସେ ହିଁ ଈଶ୍ୱରଙ୍କ ଅଦ୍ୱିତୀୟ ପୂତ୍ର ଅଟନ୍ତି । ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନୋଷ୍ଟ ନୋ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ।ଯୀୀଶୁ କହିଲେ ,ମୁଁ ପଥ, ସତ୍ୟ ଓ ଜୀବନ ;ମୋ ଦେଇ ନ ଗଲେ କେହି ପିତାଙ୍କ ନିକଟକୁ ଯାଇ ପାରେ ନାହିଁ।

ଜନ୍ମ[ସମ୍ପାଦନା]

ଅଧିକାଂଶ ପଣ୍ଡିତ ସ‌ହ‌ମତ ହୁଅନ୍ତି ଯେ ଯୀଶୁଙ୍କ ଯନ୍ମ ପ୍ରାୟ ପ୍ରଥମ ଶତାବ୍ଦୀର ଆରମ୍ଭରେ ଏବଂ ମୃତ୍ୟୁ ୩୦ରୁ ୩୬ ଖ୍ରୀଷ୍ଟାବ୍ଦ ମଧ୍ୟରେ ହୋଇଥିଲା।[୬] ==ଧର୍ମ "We don't see things as they are, we see things as we are." †

ବାହାର ତଥ୍ୟ[ସମ୍ପାଦନା]


ଆଧାର[ସମ୍ପାଦନା]

  1. Rahner (page 731) states that the consensus among historians is c. 4 BC/BCE. Sanders supports c. 4 BC/BCE. Vermes supports c. 6/5 BC/BCE. Finegan supports c. 3/2 BC/BCE. Sanders refers to the general consensus, Vermes a common 'early' date, Finegan defends comprehensively the date according to early Christian traditions.
  2. Brown (1999) page 513
  3. Köstenberger & Kellum (2009) page 114; Barnett (1999) pages 19–21; Maier (1989) pages 113–129; Sanders (1993)[page needed]; Vermes (2004)[page needed]
  4. James Dunn states that the baptism and crucifixion of Jesus "command almost universal assent" and "rank so high on the 'almost impossible to doubt or deny' scale of historical facts" that they are often the starting points for the study of the historical Jesus. Bart Ehrman states that the crucifixion of Jesus on the orders of Pontius Pilate is the most certain element about him. John Dominic Crossan states that the crucifixion of Jesus is as certain as any historical fact can be. Eddy and Boyd state that it is now "firmly established" that there is non-Christian confirmation of the crucifixion of Jesus.
  5. Theissen (1998) page 165 "Our conclusion must be that Jesus came from Nazareth."
  6. Köstenberger & Kellum (2009) page 114;