ହେମଲତା ମାନସିଂହ

ଉଇକିପିଡ଼ିଆ‌ରୁ
ହେମଲତା ମାନସିଂହ
ଜନ୍ମ ଓ ଜନ୍ମସ୍ଥାନ(1919-02-24)୨୪ ଫେବୃଆରୀ ୧୯୧୯
ବିଲିପଦା, ବାଲିକୁଦା, କଟକ ଜିଲ୍ଲା
ମୃତ୍ୟୁ୨୦ ଫେବୃଆରୀ ୨୦୦୪(2004-02-20) (ବୟସ ୮୪)
କଳିଙ୍ଗ ହସ୍ପିଟାଲ, ଭୁବନେଶ୍ୱର
ବୃତ୍ତିଗାଳ୍ପିକା
କବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିମରମ ତଳର ଢେଉ (ଗଳ୍ପ ସଂକଳନ)[୧]
ଜୀବନସାଥୀମାୟାଧର ମାନସିଂହ
ସନ୍ତାନଲଳିତ ମାନସିଂହ

ହେମଲତା ମାନସିଂହ (୨୪ ଫେବୃଆରୀ ୧୯୧୯ - ୨୦ ଫେବୃଆରୀ ୨୦୦୪) ଜଣେ ଓଡ଼ିଆ ଗାଳ୍ପିକା ଓ କବି ଥିଲେ ।[୨] ସେ କବି, ସାହିତ୍ୟ ସାଧକ ତଥା ଶିକ୍ଷାବିତ୍ ଡକ୍ଟର ମାୟାଧର ମାନସିଂହଙ୍କ ସହଧର୍ମିଣୀ ଥିଲେ ।[୩] ତାଙ୍କର ଗଳ୍ପ ସଂକଳନ ମରମ ତଳର ଢେଉ ତାଙ୍କ ରଚନା ମଧ୍ୟରେ ଅନ୍ୟତମ ଥିଲା ।

ଜନ୍ମ ଓ ପରିବାର[ସମ୍ପାଦନା]

ହେମଲତା ୨୪ ଫେବୃଆରୀ ୧୯୧୯ରେ କଟକ ଜିଲ୍ଲାର ବାଲିକୁଦା ଅନ୍ତର୍ଗତ ବିଲିପଦା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ମାୟାଧର ମାନସିଂହଙ୍କୁ ବିବାହ କରିଥିଲେ । ତାଙ୍କ ପୁଅ ଲଳିତ ମାନସିଂହ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ତଥା ଭାରତର ପ୍ରାକ୍ତନ ବୈଦେଶିକ ସଚିବ ଅଟନ୍ତି ।

ରଚନାବଳୀ[ସମ୍ପାଦନା]

  • ମରମ ତଳର ଢେଉ (ଗଳ୍ପ ସଂକଳନ)

ଆଧାର[ସମ୍ପାଦନା]

  1. ବାରିକ, ଡକ୍ଟର କବିତା (2018). ଓଡ଼ିଆ ଲେଖିକାଙ୍କ ଗଳ୍ପ (ପ୍ରଥମ ed.). ବସନ୍ତକୁଞ, ନୂଆ ଦିଲ୍ଲୀ- ୧୧୦୦୭୦: National Book Trust of India. pp. ୩୯୭. ISBN 978-81-237-8196-9.{{cite book}}: CS1 maint: location (link)
  2. Philomena Royappa Reddy; P. Sumangala (1998). Women in Development: Perspectives from Selected States of India. B.R. Publishing Corporation. ISBN 978-81-7018-978-7.
  3. "MANASINGHA : LIFE AND PERSONALITY" (PDF). Orissa Review (Sept-Oct 2017): 100. Retrieved 28 January 2019.