ହନୁମାନ ଚାଳିଶା

ଉଇକିପିଡ଼ିଆ ରୁ
Jump to navigation Jump to search
ହନୁମାନ ଚାଳିଶା  
ହନୁମାନ ଭଜନ ଗାଉଥିବାର ଦୃଶ୍ୟ ।
ଲେଖକତୁଳସୀ ଦାସ
ଦେଶଭାରତ
ଭାଷାଅୱଧୀ ଭାଷା[୧]
ବିଭାଗଭକ୍ତି ସଙ୍ଗୀତ (ସ୍ତୁତି)

ହନୁମାନ ଚାଳିଶା ହେଉଛି ହିନ୍ଦୁ ଭଗବାନ ହନୁମାନଙ୍କୁ ଉତ୍ସର୍ଗୀକୃତ କରି ଲେଖାଯାଇଥିବା ଏକ ସ୍ତୁତି । ଏଥିରେ ୪୦ଟି ଚଉପାଇ ଅଛି । କବିତାରେ ଚାରି ଧାଡ଼ି ବିଶିଷ୍ଟ ଏକ ପଦକୁ ଚଉପାଇ କୁହାଯାଏ । ଷୋଡ଼ଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଥିବା ଭାରତୀୟ କବି, ଦାର୍ଶନିକ ତ‌ଥା ସନ୍ଥ ଶ୍ରୀ ଗୋସ୍ୱାମୀ ତୁଳସୀ ଦାସ ଏହାକୁ ଅୱଧୀ ଭାଷାରେ ରଚନା କରିଥିଲେ ।[୨]

ରଚନା ସମ୍ବନ୍ଧୀୟ କିମ୍ବଦନ୍ତୀ[ସମ୍ପାଦନା]

ଏକଦା ଖାନ୍-ଏ-ଖାନା ରହିମ୍ ଓ ତୋଦର୍ ମଲ୍‌ଙ୍କ ଠାରୁ କବି ତୁଳସୀ ଦାସଙ୍କ ପ୍ରଶଂସା ଶୁଣି ମୋଗଲ୍ ସମ୍ରାଟ ଆକବର ତାଙ୍କୁ ନିଜ ରାଜସଭାକୁ ଡକାଇଲେ । କିନ୍ତୁ ତୁଳସୀ ଦାସ ଯିବାକୁ ମନା କରିଦେବାରୁ ତାଙ୍କୁ ବନ୍ଦୀ କରାଯାଇଥିଲା । ଆକବରଙ୍କ ବନ୍ଦୀଗୃହରେ ଥିବା ସମୟରେ ହିଁ ତୁଳସୀ ଦାସ ହନୁମାନ ଚାଳିଶା ରଚନା କରିବା ଆରମ୍ଭ କରିଥିଲେ । ଏପରି କଥିତ ଅଛି ଯେ ହନୁମାନ ଚାଳିଶା ଲେଖିବା ଆରମ୍ଭ କରିବାର ୪୦ତମ ଦିନରେ ସମ୍ପୂର୍ଣ୍ଣ ଫତେପୁର ସିକ୍ରିକୁ ବଡ଼ ବଡ଼ ମାଙ୍କଡ଼ମାନେ ଘେରାଉ କରିଥିଲେ । ଆହୁରି ମଧ୍ୟ ସେମାନେ ରାଜମହଲ ଭିତରକୁ ପଶି ଦ୍ୱାରପାଳ ଓ ଜଗୁଆଳିମାନ‌ଙ୍କ ଉପରେ ଆକ୍ରମଣ କରିବା ଆରମ୍ଭ କରିଦେଇଥିଲେ । ଏହି ମାଙ୍କଡ଼ମାନେ ଏତେ ଉପଦ୍ରବ କଲେ ଯେ ରାଜ୍ୟର ବିଜ୍ଞ ବ୍ୟକ୍ତିମାନେ ତୁଳସୀ ଦାସଙ୍କୁ ମୁକ୍ତ କରିଦେବା ପାଇଁ ଆକବରଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ମୂହୁର୍ତ୍ତରେ ତୁଳସୀ ଦାସଙ୍କୁ ମୁକ୍ତ କରାଗଲା, ସେହି ମୂହୁର୍ତ୍ତରେ ହିଁ ମାଙ୍କଡ଼ମାନେ ସେଠାରୁ ଚାଲିଯାଇଥିଲେ । ଏଥିରୁ ଜଣାଯାଏ ଯେ ହନୁମାନ ମାଙ୍କଡ଼ମାନ‌ଙ୍କ ରୂପରେ ତୁଳସୀ ଦାସଙ୍କୁ ବନ୍ଦୀଗୃହରୁ ରକ୍ଷା କରିବା ପାଇଁ ଆସିଥିଲେ ।[୩]

ଶ୍ରୀହନୁମାନ ଚାଳିଶା[ସମ୍ପାଦନା]

॥ଶ୍ରୀହନୁମାନ ନମଃ॥

ଶ୍ରୀହନୁମାନ ଚାଳିଶା

ଦୋହା[ସମ୍ପାଦନା]

ଶ୍ରୀଗୁରୁ ଚରନ ସରୋଜ ରଜ,
ନିଜ ମନୁ ମୁକୁରୁ ସୁଧାରି । ।
ବରନଉଁ ରଘୁବର ବିମଲ ଜସୁ
ଜୋ ଦାୟକୁ ଫଲ ଚାରି ॥
ବୁଦ୍ଧିହୀନ ତନୁ ଜନିକେ,
ସୁମିରୌ ପାୱନ-କୁମାର ।
ବଲ ବୁଧି ବିଦ୍ୟା ଦେହୁ ମୋହି,
ହରହୁ କଲେସ ବିକାର ॥

ଚୌପାଇ[ସମ୍ପାଦନା]

ଜୟ ହନୁମାନ ଜ୍ଞାନ ଗୁନ ସାଗର ।
ଜୟ କପୀସ ତିହୁଁ ଲୋକ ଉଜାଗର ॥

ରାମ ଦୂତ ଅତୁଲିତ ବଲ ଧାମା ।
ଆଞ୍ଜନି-ପୁତ୍ର ପବନ ସୂତ ନାମା ॥

ମାହାବୀର ବିକ୍ରମ ବଜରଂଗି ।
କୁମତି ନିୱାର ସୁମତି କେ ସଂଗି ॥

କଂଚନ ବରନ ବିରାଜ ସୁବେସା ।
କାନନ କୁଂଡଲ କୁଂଚିତ କେସା।।

ହାଥ ବଜ୍ର ଔ ଧ୍ୱଜା ବିରଜୈ ।
କାଁଧେ ମୂଁଜ ଜନେଉ ସାଜୈ।।

ସଂକର ସୁୱନ କେସରିନଂଦନ।
ତେଜ ପ୍ରତାପ ମହା ଜଗ ବନ୍ଦନ।।

ବିଦ୍ୟାବାନ ଗୁନୀ ଅତି ଚାତୁର।
ରାମ କାଜ କରିବେ କୋ ଆତୁର॥

ପ୍ରଭୁ ଚରିତ୍ର ଶୁଣିବେ କୋ ରସିୟା ।
ରାମ ଲଖନ ସୀତା ମନ ବସିୟା ॥

ସୁକ୍ଷ୍ମ ରୂପ ଧରି ସୀୟହିଁ ଦିଖାୱା।
ବିକଟ ରୂପ ଧରି ଲଂକ ଜରାୱା॥

ଭୀମ ରୂପ ଧରି ଅସୁର ସଁହାରେ ।
ରାମଚନ୍ଦ୍ର କେ କାଜ ସଁୱରେ ॥

ଲାୟ ସଂଜୀବନ ଲଖନ ଜିୟାୟେ ।
ଶ୍ରୀ ରଘୁବୀର ହରଷି ଉର ଲାୟେ॥

ରଘୁପତି କିନହୀ ବହୁତ ବଡାଇ।
ତୁମ ମମ ପ୍ରିୟ ଭରତହି ସମ ଭାଇ ॥

ସହସ ବଦନ ତୁମହାରୋ ଜସ ଗାୱୌ ।
ଅସ କହି ଶ୍ରୀପତି କଣ୍ଠ ଲଗାୱୌ ॥

ସନକାଦିକ ବ୍ରହ୍ମାଦି ମୁନୀସା ।
ନାରଦ ସାରଦ ସହିତ ଅହୀସା ॥

ଜମ କୁବେର ଦିଗପାଲ ଜାହାଁ ତେ ।
କବି କୋବିଦ କହି ସକେ କହାଁ ତେ ॥

ତୁମ ଉପକାର ସୁଗ୍ରୀୱହିଁ କୀନହା ।
ରାମ ମିଲାୟ ରାଜ ପଦ ଦୀନହା ॥

ତୁମହରୋ ମଂତ୍ର ବିଭୀଷନ ମାନା ।
ଲଂକେସ୍ୱର ଭଏ ସବ ଜଗ ଜାନା ॥

ଜୁଗ ସହସ୍ର ଯୋଜନ ପର ଭାନୂ ।
ଲିଲ୍ୟୋ ତାହି ମଧୁର ଫଲ ଜାନୂ॥

ପ୍ରଭୁ ମୁଦ୍ରିକା ମେଲି ମୁଖ ମାହାଁ ।
ଜଲଧି ଲାଂଘି ଗୟେ ଅଚରଜ ନାହାଁ ॥

ଦୁର୍ଗମ କାଜ ଜଗତ କେ ଜେତେ ।
ସୁଗମ ଅନୁଗ୍ରହ ତୁମହରେ ତେତେ ॥

ରାମ ଦୁଆରେ ତୁମ ରଖୱାରେ ।
ହୋତ ନା ଆଜ୍ଞା ବିନୁ ପୈସାରେ ॥

ସବ ସୁଖ ଲହୈ ତୁମହାରୀ ସରନା ।
ତୁମ ରଛକ କାହୂ କୋ ଡରନା ॥

ଆପନ ତେଜ ସମହ।ରୋ ଆପୈ ।
ତୀନୈ ଲୋକ ହାଁକ ତେ କାପୈ ॥

ଭୁତ ପିସାଚ ନିକଟ ନାହିଁ ଆୱା ।
ମାହାବୀର ଜବ ନାମ ସୁନାୱା॥

ନାସୌ ରୋଗ ହରୌ ସବ ପୀର।
ଜପତ ନିରଂତର ହନୁମତ ବୀରା ॥

ସଂକଟ ତେ ହନୁମାନ ଛୁଡାୱା।
ମନ କ୍ରମ ବଚନ ଧ୍ୟାନ ଜୋ ଲାୱା ॥

ସବ ପର ରାମ ତପସ୍ୱୀ ରାଜା ।
ତିନ କେ କାଜ ସକଲ ତୁମ ସାଜା ॥

ଔର ମନୋରଥ ଜୋ କେଇ ଲାୱା।
ସୋଇ ଅମିତ ଜୀୱନ ଫଲ ପାୱା ॥

ଚାରୌ ଜୁଗ ପରତାପ ତୁମ୍ ହାରା ।
ହୈ ପରସିଦ୍ଧ ଜଗତ ଉଜିୟାରା ॥

ସାଧୁ ସଂତ କେ ତୁମ ରଖୱାରେ ।
ଅସୁର ନିକଂଦନ ରାମ ଦୁଲାରେ ॥

ଅଷ୍ଟ ସିଦ୍ଧି ନୌ ନିଧି କେ ଦାତା।
ଅସ ବର ଦୀନ ଜାନକୀ ମାତା ॥

ରାମ ରସାୟନ ତୁମ୍ ହାରେ ପାସା ।
ସଦା ରହୋ ରଘୁପତି କେ ଦାସା ॥

ତୁମ୍ ହରେ ଭଜନ ରାମ କୋ ପାୱ।
ଜନମ ଜନମ କେ ଦୁଃଖ ବିସରାୱ। ।

ଅଂତ କାଲ ରଘୁବର ପୁର ଜାଇ ।
ଜହାଁ ଜନ୍ମ ହରି-ଭକ୍ତ କରଇ ॥

ଔର ଦେୱତା ଚିତ୍ତ ନ ଧରଇ ।
ହନୁମତ ସେଇ ସର୍ବ ସୁଖ କରଇ ॥

ସଂକଟ କଟୈ ମିଟୈ ସବ ପୀରା ।
ଜୋ ସୁମିରୋୖ ହନୁମତ ବଲବୀରା ॥

ଜୈ ଜୈ ଜୈ ହନୁମାନ ଗୋସାଈଁ ।
କୃପା କରହୁ ଗୁରୁ ଦେୱ କୀ ନାଈଁ ॥

ଜୋ ସତ ବାର ପାଠ କର କୋଈ ।
ଛୁଟହି ବଂଦି ମହା ସୁଖ ହୋଇ ॥

ଜୋ ୟହ ପଢୈ ହନୁମାନ ଚାଲୀସା ।
ହୋୟ ସିଦ୍ଧି ସାଖୀ ଗୌରୀସା ॥

ତୁଳସୀ ଦାସ ସଦା ହରି ଚେରା ।
କୀଜୈ ନାଥ ହୃଦୟ ମହଁ ଡେରା ॥

ଦୋହା[ସମ୍ପାଦନା]

ପୱନତନୟ ସଂକଟ ହରନ,

ମଂଗଲ ମୂରତି ରୂପ।

ରାମ ଲଖନ ସୀତା ସହିତ,

ହୃଦୟ ବସହୁ ସୁର ଭୂପ।।

//ଈତି//

ଆଧାର[ସମ୍ପାଦନା]

  1. Nityanand Misra 2015, p. xviii.
  2. "Interesting Facts & Fascinating Story of Hanuman Chalisa!". Retrieved 26 August 2016.
  3. "Interesting Facts & Fascinating Story of Hanuman Chalisa!". Retrieved 26 August 2016.