Jump to content

ହଠାତ୍ ଆଘ୍ରାଣ ମୃତ୍ୟୁ ସିଣ୍ଡ୍ରୋମ

ଉଇକିପିଡ଼ିଆ‌ରୁ
ହଠାତ୍ ଆଘ୍ରାଣ ମୃତ୍ୟୁ ସିଣ୍ଡ୍ରୋମ
Sudden sniffing death, cardiac sensitization syndrome[]
A man huffing an inhalant
ବିଭାଗToxicology
ଲକ୍ଷଣSudden death[]
ଆକ୍ରାନ୍ତ ସମୟWithin minutes to hours of use[][]
କାରଣInhalant misuse[]
ବିପଦ କାରକBeing startled, physical activity[][]
ଚିକିତ୍ସାCPR, defibrillation beta blockers[]
PrognosisPoor[]
ମୃତ୍ୟୁ ସାନ୍ଦ୍ରତା50 to 100 per year (USA)[][]

ହଠାତ୍ ଆଘ୍ରାଣ ମୃତ୍ୟୁ ସିଣ୍ଡ୍ରୋମ ( SSDS ) ରୋଗରେ କୌଣସି ପଦାର୍ଥର ଆଘ୍ରାଣ ଅପବ୍ୟବ‌ହାର ଯୋଗୁ ହଠାତ୍ ମୃତ୍ୟୁ ହୁଏ ।[] ପଦାର୍ଥ ବ୍ୟବହାରର କିଛି ମିନିଟ୍‌ରୁ କିଛି ଘଣ୍ଟା ମଧ୍ୟରେ ଏହି ରୋଗ ଆରମ୍ଭ ହୁଏ ।[] [] କୌଣସି ଘଟଣାରେ ହଠାତ୍ ଚକିତ ହେଲେ କିମ୍ବା ଶାରୀରିକ କାର୍ଯ୍ୟକଳାପ ଯୋଗୁ ଏହି ରୋଗ ଟ୍ରିଗର (ଶିଘ୍ର ପ୍ରତିକ୍ରିୟ) ହୋଇ ଆରମ୍ଭ ହୋଇପାରେ ।[] []

ସାଧାରଣତଃ ବ୍ୟୁଟେନ, ପ୍ରୋପେନ ବା ଏରୋସୋଲ ବ୍ୟବହାର ହେତୁ ଏହା ଘଟିଥାଏ ।[] ରାସାୟନିକ ପଦାର୍ଥରେ ନିଶ୍ୱାସ ପ୍ରଶ୍ୱାସର ଗୋଟିଏ ଅଧିବେଶନ ପରେ ଏହା ହୋଇପାରେ; ପ୍ରଥମ ଥର ବ୍ୟବହାର ଯୋଗୁ ପ୍ରାୟ ୨୦% ମାମଲା ଘଟିଥାଏ ।[] [] ଅନ୍ତର୍ନିହିତ କାର୍ଯ୍ୟପ୍ରଣାଳୀରେ ଅନିୟମିତ ହୃତ୍ ସ୍ପନ୍ଦନ ଜଡିତ ହୋଇଥାଏ, ବିଶେଷ ଭାବରେ କ୍ୟାଟେକୋଲାମାଇନ୍ ବିମୋଚନ ହେତୁ ଭେଣ୍ଟ୍ରିକୁଲାର ଫିବ୍ରିଲେସନ୍ ହେବା ଯୋଗୁ ହୋଇଥାଏ ।[] [] ଅମ୍ଳଜାନର ଅଭାବ କିମ୍ବା ଆଲର୍ଜି ପ୍ରତିକ୍ରିୟାରେ ଅନ୍ୟାନ୍ୟ ଘଟଣାମାନ ହୋଇପାରେ ।[]

ଚିକିତ୍ସାରେ ସିପିଆର ଏବଂ ଡିଫିବ୍ରିଲେସନ ସହିତ ଆଟ୍ରିଆଲ୍ ଫିବ୍ରିଲେସନ୍‌ର ଅନ୍ୟାନ୍ୟ କାରଣ ସହିତ ସମାନ, ଏପିନେଫ୍ରିନ ସୁପାରିଶ କରାଯାଏ ନାହିଁ ଏବଂ ବିଟା-ବ୍ଲକର୍ (ଯେପରିକି ଏସମୋଲଲ୍ ) ବ୍ୟବହାର କରାଯାଇପାରେ ।[] [] ଡିଫିବ୍ରିଲେସନ୍; ତଥାପି ପ୍ରାରମ୍ଭରେ ପ୍ରଭାବଶାଳୀ ହୋଇନପାରେ ।[] ଫଳାଫଳ ସାଧାରଣତ ଖରାପ ଅଟେ | []

ଯୁକ୍ତରାଷ୍ଟ୍ରରେ ଆଘ୍ରାଣ ଯୋଗୁ ପ୍ରତିବର୍ଷ ପ୍ରାୟ ୧୦୦ରୁ ୨୦୦ ମୃତ୍ୟୁ ଘଟିଥାଏ। [] ଏଗୁଡିକର ପ୍ରାୟ ଅଧା ମୃତ୍ୟୁ ହେଉଛି ଏସଏସଡିଏସ ଜନିତ ।[] ଯୁକ୍ତରାଷ୍ଟ୍ରରେ, ଯେଉଁମାନେ ସାଧାରଣତଃ ପ୍ରଭାବିତ ଯୁବକମାନେ ଗୋରା ଲୋକ ଅଟନ୍ତି ।[] ଏହି ରୋଗ ବିଷୟ ପ୍ରଥମେ ବ୍ୟାସ ୧୯୭୦ ମସିହାରେ ବର୍ଣ୍ଣନା କରିଥିଲେ । []

  1. ୧.୦ ୧.୧ ୧.୨ Zimmerman, Janice L. (4 June 2021). Toxicology, An Issue of Critical Care Clinics, E-Book: Toxicology, An Issue of Critical Care Clinics, E-Book (in ଇଂରାଜୀ). Elsevier Health Sciences. p. 693. ISBN 978-0-323-79454-1. Archived from the original on 15 July 2023. Retrieved 13 July 2023.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ ୨.୮ Anderson, Carrie E.; Loomis, Glenn A. (1 September 2003). "Recognition and Prevention of Inhalant Abuse". American Family Physician. 68 (5): 869–874. Archived from the original on 8 May 2023. Retrieved 13 July 2023.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ "What are the other medical consequences of inhalant abuse?". National Institute on Drug Abuse (in ଇଂରାଜୀ). 2023. Archived from the original on 6 May 2023. Retrieved 13 July 2023.
  4. ୪.୦ ୪.୧ ୪.୨ ୪.୩ George, N; Chin, B; Neeki, AS; Dong, F; Neeki, MM (November 2021). "Acute Inhalant-Induced Atrial Fibrillation With Severe Hypocalcemia: A Case Report and Review of the Pathophysiology". Cureus. 13 (11): e19897. doi:10.7759/cureus.19897. PMID 34966608.
  5. ୫.୦ ୫.୧ ୫.୨ ୫.୩ Bowen, Scott E. (24 May 2011). "Two Serious and Challenging Medical Complications Associated with Volatile Substance Misuse: Sudden Sniffing Death and Fetal Solvent Syndrome". Substance Use & Misuse. 46 (sup1): 68–72. doi:10.3109/10826084.2011.580220.
  6. ୬.୦ ୬.୧ ୬.୨ Miller, Norman S.; Gold, Mark S. (26 July 2011). Addictive Disorders in Medical Populations (in ଇଂରାଜୀ). John Wiley & Sons. p. PT635. ISBN 978-1-119-95630-3. Archived from the original on 15 July 2023. Retrieved 13 July 2023.