ସ୍ୱର୍ଣ୍ଣ ଲତା (ଗାୟିକା)

ଉଇକିପିଡ଼ିଆ‌ରୁ
ସ୍ୱର୍ଣ୍ଣ ଲତା
ମୂଳ ନାମ
ਸ੍ਵਰਨ ਲਤਾ
ଜନ୍ମ ସମୟରେ ନାମସ୍ୱର୍ଣ୍ଣ କାନ୍ତା
ଜନ୍ମ (1938-11-19) ୧୯ ନଭେମ୍ବର ୧୯୩୮ (ବୟସ ୮୫)
ଶୈଳୀଲୋକଗୀତ, ଦ୍ୱେତ ସଙ୍ଗୀତ
ପେଷାଗାୟିକା
ଲେବଲସାରେଗାମା

ସ୍ୱର୍ଣ୍ଣ ଲତା (ଜନ୍ମ: ୧୯ ନଭେମ୍ବର ୧୯୩୮) (ପଞ୍ଜାବୀ: ਸਵਰਨ ਲਤਾ) ଜଣେ ଭାରତୀୟ ପଞ୍ଜାବୀ ଗାୟିକା ।[୧] ସେ ଲାଇ ଦେ ମାୟେ କାଲେନ୍ ବାଗାନ୍ ଡି ମେହେନ୍ଦି, ମୁନ୍ ବିଚ୍ ଭାବି ଦେ, ନନ୍ଦ ବୁର୍କିଆନ୍ ପାବେ ଭଳି ଗୀତ ପାଇଁ ଜଣାଶୁଣା । ସେ ତାଙ୍କ ସମୟର ପ୍ରାୟ ସମସ୍ତ ପଞ୍ଜାବୀ ଗାୟକମାନଙ୍କ ସହିତ ଗୀତ ଗାଇଥିଲେ ।[୨][୩][୪] ତାଙ୍କର ଅଧିକାଂଶ ରେକର୍ଡିଂ ଏବଂ ମଞ୍ଚ କାର୍ଯ୍ୟକ୍ରମ କରମଜିତ୍ ଧୁରୀଙ୍କ ସହିତ ଥିଲା ।[୫]

ପଞ୍ଜାବର ରାଜନୈତିକ ଅସୁବିଧା ହେତୁ ସେ ୧୯୮୮ରୁ ମଞ୍ଚରେ ଗାଇବା ବନ୍ଦ କରିଦେଲେ ଏବଂ ତାଙ୍କର ଶେଷ ମଞ୍ଚ ଗାୟନ ଧିଲୱାନରେ ହୋଇଥିଲା ।[୫]

ଆଧାର[ସମ୍ପାଦନା]

  1. "Swaran Lata". AllMusic. Retrieved 4 May 2015.
  2. "Thamle De Kol Kol Di (Karamjit Dhuri & Swaran Lata) Old Punjabi Duet". YouTube. 13 March 2011. Retrieved 4 May 2015.
  3. "Rakheya Deyor Kuwara (Karnail Gill & Swaran Lata) Old Punjabi Duet". YouTube. 20 September 2013. Retrieved 4 May 2015.
  4. "Kurti Mal Mal Di (Daleep Singh Deep & Swaran Lata)". YouTube. 24 September 2013. Retrieved 4 May 2015.
  5. ୫.୦ ୫.୧ "'ਨੀਂ ਲੈ ਦੇ ਮਾਏ ਕਾਲਿਆਂ ਬਾਗਾਂ ਦੀ ਮਹਿੰਦੀ' ਵਾਲੀ ਸਵਰਨ ਲਤਾ". Archived from the original on 4 May 2015. Retrieved 2 May 2015.