ସ୍ୱର୍ଣ୍ଣ ଲତା (ଗାୟିକା)
ଦେଖଣା
ସ୍ୱର୍ଣ୍ଣ ଲତା | |
---|---|
ମୂଳ ନାମ | ਸ੍ਵਰਨ ਲਤਾ |
ଜନ୍ମ ସମୟରେ ନାମ | ସ୍ୱର୍ଣ୍ଣ କାନ୍ତା |
ଜନ୍ମ | ୧୯ ନଭେମ୍ବର ୧୯୩୮ |
ଶୈଳୀ | ଲୋକଗୀତ, ଦ୍ୱେତ ସଙ୍ଗୀତ |
ପେଷା | ଗାୟିକା |
ଲେବଲ | ସାରେଗାମା |
ସ୍ୱର୍ଣ୍ଣ ଲତା (ଜନ୍ମ: ୧୯ ନଭେମ୍ବର ୧୯୩୮) (ପଞ୍ଜାବୀ: ਸਵਰਨ ਲਤਾ) ଜଣେ ଭାରତୀୟ ପଞ୍ଜାବୀ ଗାୟିକା ।[୧] ସେ ଲାଇ ଦେ ମାୟେ କାଲେନ୍ ବାଗାନ୍ ଡି ମେହେନ୍ଦି, ମୁନ୍ ବିଚ୍ ଭାବି ଦେ, ନନ୍ଦ ବୁର୍କିଆନ୍ ପାବେ ଭଳି ଗୀତ ପାଇଁ ଜଣାଶୁଣା । ସେ ତାଙ୍କ ସମୟର ପ୍ରାୟ ସମସ୍ତ ପଞ୍ଜାବୀ ଗାୟକମାନଙ୍କ ସହିତ ଗୀତ ଗାଇଥିଲେ ।[୨][୩][୪] ତାଙ୍କର ଅଧିକାଂଶ ରେକର୍ଡିଂ ଏବଂ ମଞ୍ଚ କାର୍ଯ୍ୟକ୍ରମ କରମଜିତ୍ ଧୁରୀଙ୍କ ସହିତ ଥିଲା ।[୫]
ପଞ୍ଜାବର ରାଜନୈତିକ ଅସୁବିଧା ହେତୁ ସେ ୧୯୮୮ରୁ ମଞ୍ଚରେ ଗାଇବା ବନ୍ଦ କରିଦେଲେ ଏବଂ ତାଙ୍କର ଶେଷ ମଞ୍ଚ ଗାୟନ ଧିଲୱାନରେ ହୋଇଥିଲା ।[୫]
ଆଧାର
[ସମ୍ପାଦନା]- ↑ "Swaran Lata". AllMusic. Retrieved 4 May 2015.
- ↑ "Thamle De Kol Kol Di (Karamjit Dhuri & Swaran Lata) Old Punjabi Duet". YouTube. 13 March 2011. Retrieved 4 May 2015.
- ↑ "Rakheya Deyor Kuwara (Karnail Gill & Swaran Lata) Old Punjabi Duet". YouTube. 20 September 2013. Retrieved 4 May 2015.
- ↑ "Kurti Mal Mal Di (Daleep Singh Deep & Swaran Lata)". YouTube. 24 September 2013. Retrieved 4 May 2015.
- ↑ ୫.୦ ୫.୧ "'ਨੀਂ ਲੈ ਦੇ ਮਾਏ ਕਾਲਿਆਂ ਬਾਗਾਂ ਦੀ ਮਹਿੰਦੀ' ਵਾਲੀ ਸਵਰਨ ਲਤਾ". Archived from the original on 4 May 2015. Retrieved 2 May 2015.