ସ୍ୱରୂପ କୁମାର ଦାସ
ସ୍ୱରୂପ କୁମାର ଦାସ | |
---|---|
ବିଧାୟକ: ୧୬ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୦ – ଏବେଯାଏଁ | |
ପୂର୍ବ ଅଧିକାରୀ | ମଦନ ମୋହନ ଦତ୍ତ |
ପର ଅଧିକାରୀ | ମାନସ କୁମାର ଦତ୍ତ |
ନିର୍ବାଚନ ମଣ୍ଡଳୀ | ବାଲେଶ୍ୱର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୧ ଅପ୍ରେଲ ୧୯୭୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ବିଜୁ ଜନତା ଦଳ |
ଜୀବନ ସାଥୀ | ସାଗରିକା ବାରିକ |
ବାପା/ବୋଉ | ଧିରେନ୍ଦ୍ର ପ୍ରସାଦ ଦାସ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସ୍ୱରୂପ କୁମାର ଦାସ (ଜନ୍ମ: ୧୧ ଅପ୍ରେଲ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୨୦ ମସିହାରେ ହୋଇଥିବା ଉପ-ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସ୍ୱରୂପ କୁମାର ଦାସ ୧୯୭୦ ମସିହାର ଅପ୍ରେଲ ୧୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଧିରେନ୍ଦ୍ର ପ୍ରସାଦ ଦାସ ଓ ପତ୍ନୀଙ୍କ ନାମ ସାଗରିକା ଦାସ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସ୍ୱରୂପ କୁମାର ଦାସ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୨]
୨୦୨୦ ମସିହାରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରେ ହୋଇଥିବା ଉପ-ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ[୩] ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ମାନସ କୁମାର ଦତ୍ତଙ୍କୁ ପରାଜିତ କରି ୧୬ଶ ଓଡ଼ିଶା ବିଧାନ ସଭା ନିର୍ବାଚିତ ହୋଇଥିଲେ ।[୪]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୦,୭୩୪ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ପାର୍ଥୀ ମାନସ କୁମାର ଦତ୍ତଙ୍କଠାରୁ ୨୮,୬୨୬ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୫]
ଆଧାର
[ସମ୍ପାଦନା]- ↑ "Shri Swarup Kumar Das". odishaassembly.nic.in. Odisha Assembly. Retrieved 23 May 2022.
- ↑ Nov 12, TNN /; 2020; Ist, 12:42. "Winning back Balasore was a challenge: Pratap Jena | Bhubaneswar News - Times of India". The Times of India (in ଇଂରାଜୀ). Retrieved 2022-05-23.
{{cite web}}
:|last2=
has numeric name (help)CS1 maint: numeric names: authors list (link) - ↑ "Naveen juggernaut unstoppable, BJD romps home in Balasore and Tirtol bypolls". The New Indian Express. Retrieved 2022-05-23.
- ↑ "Naveen Reigns Supreme in fortress Odisha". The New Indian Express. Retrieved 2022-05-23.
- ↑ "General Election to Assembly Constituencies 2024: Balasore (Odisha)". Election Commission of India. Retrieved 10 June 2024.
ବାହାର ଆଧାର
[ସମ୍ପାଦନା]- ଉଇକିମିଡ଼ିଆ କମନ୍ସରେ Swarup Kumar Das-ସମ୍ପର୍କିତ ମିଡ଼ିଆ