Jump to content

ସ୍ପାରସେଣ୍ଟାନ

ଉଇକିପିଡ଼ିଆ‌ରୁ
ସ୍ପାରସେଣ୍ଟାନ
Clinical data
Trade namesFilspari
AHFS/Drugs.commonograph
data
Routes of
administration
By mouth
Legal status
Legal status

ସ୍ପାରସେଣ୍ଟାନ (ଇଂରାଜୀ ଭାଷାରେ Sparsentan) ହେଉଛି ଏକ ଔଷଧ ଯାହା ପ୍ରାଥମିକ ଇମ୍ୟୁନୋଗ୍ଲୋବୁଲିନ୍ ଏ ନେଫ୍ରୋପାଥି ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ନିର୍ଦ୍ଦିଷ୍ଟ ଭାବରେ ଏହା ପ୍ରୋଟିନୁରିଆ ବା ପରିସ୍ରାରେ ପ୍ରୋଟିନ୍ କମାଇବା ପାଇଁ ବ୍ୟବହୃତ ହୁଏ ।[] ୨୦୨୩ ସୁଦ୍ଧା ଏହାର ଦୀର୍ଘକାଳୀନ ବ୍ୟବ‌ହାର ଯୋଗୁ ବୃକ୍‌କ କାର୍ଯ୍ୟକୁ ପ୍ରଭାବିତ କରେ କି ନାହିଁ ତାହା ଅସ୍ପଷ୍ଟ ଅଛି ।[] ଏହା ପାଟିରେ ଦିଆଯାଏ ।[]

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିମ୍ନ ରକ୍ତଚାପ, ଗୋଡ ଫୁଲା, ଉଚ୍ଚ ରକ୍ତ ପୋଟାସିଅମ ଏବଂ ସ୍ୱଳ୍ପ ଲାଲ ରକ୍ତ କଣିକା ହୋଇପାରେ ।[] ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ହୋଇପାରେ ।[] ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ଏଣ୍ଡୋଥେଲିନ ଓ ଆଞ୍ଜିଓଟେନସିନ୍ ୨ ରିସେପ୍ଟର ବ୍ଲକର[]

୨୦୨୩ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା ପାଇଁ ସ୍ପାରସେଣ୍ଟାନ ଅନୁମୋଦିତ ହୋଇଥିଲା ।[] ୨୦୨୩ ସୁଦ୍ଧା ଯୁକ୍ତରାଷ୍ଟ୍ରରେ ଏହା ବାବଦ ବାର୍ଷିକ ଖର୍ଚ୍ଚ ପ୍ରାୟ ୧୭୦,୦୦୦ ଡଲାର ହେବ ବୋଲି ଆକଳନ କରାଯାଇଛି ।[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ "Filspari- sparsentan tablet, film coated". DailyMed. 17 February 2023. Archived from the original on 7 March 2023. Retrieved 6 March 2023.
  2. "February 2023 decisions expected from the FDA". Prime Therapeutics LLC. Archived from the original on 27 January 2023. Retrieved 24 May 2023.