ସୌରଭ ଗାଙ୍ଗୁଲି
ଦେଖଣା
| ବ୍ୟକ୍ତିଗତ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
| ନାମ | ସୌରଭ ଚଣ୍ଡୀଦାସ ଗାଙ୍ଗୁଲି | |||||||||||||||||||||||||||||||||||||||||||||||||||||||||||||||||
| ଡାକ ନାମ | ପ୍ରିନ୍ସ ଅଫ କୋଲକାତା, ମହାରାଜା, ଦ ଗଡ୍ ଅଫ ଅଫ ସାଇଡ, ଦାଦା | |||||||||||||||||||||||||||||||||||||||||||||||||||||||||||||||||
| ଉଚ୍ଚତା | 5 ft 11 in (1.80 m) | |||||||||||||||||||||||||||||||||||||||||||||||||||||||||||||||||
| ବ୍ୟାଟିଂ ପ୍ରକାର | ବାମ ହାତୀ | |||||||||||||||||||||||||||||||||||||||||||||||||||||||||||||||||
| ବୋଲିଂ ପ୍ରକାର | ଡାହାଣ ହାତୀ ମିଡିଅମ ପେସ | |||||||||||||||||||||||||||||||||||||||||||||||||||||||||||||||||
| ଭୂମିକା | ବ୍ୟାଟସମ୍ୟାନ | |||||||||||||||||||||||||||||||||||||||||||||||||||||||||||||||||
| ସମ୍ପର୍କୀୟ | ସ୍ନେହାସିସ ଗାଙ୍ଗୁଲି (ଭାଇଅ), ଡୋନା ଗାଙ୍ଗୁଲି (ପତ୍ନୀ) | |||||||||||||||||||||||||||||||||||||||||||||||||||||||||||||||||
| ଅନ୍ତର୍ଜାତୀୟ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| National side | ||||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଟେଷ୍ଟ (cap ୨୦୦୭) | ୨୦ ଜୁନ ୧୯୯୬ v [[ଇଂଲଣ୍ଡ national cricket team|ଇଂଲଣ୍ଡ]] | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଟେଷ୍ଟ | ୬ ନଭେମ୍ବର ୨୦୦୮ v [[ଅଷ୍ଟ୍ରେଲିଆ national cricket team|ଅଷ୍ଟ୍ରେଲିଆ]] | |||||||||||||||||||||||||||||||||||||||||||||||||||||||||||||||||
| ପ୍ରଥମ ଦିନିକିଆ (cap ୮୪) | ୧୧ ଜାନୁୟାରୀ ୧୯୯୨ v ବେଷ୍ଟେଣ୍ଦିଜ | |||||||||||||||||||||||||||||||||||||||||||||||||||||||||||||||||
| ଶେଷ ଦିନିକିଆ | ୧୫ ନଭେମ୍ବର ୨୦୦୭ v ପାକିସ୍ତାନ | |||||||||||||||||||||||||||||||||||||||||||||||||||||||||||||||||
| ଘରୋଇ ଦଳ ତଥ୍ୟ | ||||||||||||||||||||||||||||||||||||||||||||||||||||||||||||||||||
| Years | Team | |||||||||||||||||||||||||||||||||||||||||||||||||||||||||||||||||
| ୧୯୦-୨୦୧୦ | ବଙ୍ଗଳା | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୦ | ଲାଙ୍କସାୟାର | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୫ | ଗ୍ଲାମରଗନ | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୬ | Northamptonshire | |||||||||||||||||||||||||||||||||||||||||||||||||||||||||||||||||
| ୨୦୦୮-୨୦୧୦ | କୋଲକାତା ନାଇଟରାଇଡରସ | |||||||||||||||||||||||||||||||||||||||||||||||||||||||||||||||||
| ୨୦୧୧ | ପୁନେ ବାରିଅରସ | |||||||||||||||||||||||||||||||||||||||||||||||||||||||||||||||||
| Career statistics | ||||||||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||||||||
Source: CricketInfo, ୨୮ ଫେବୃୟାରୀ ୨୦୦୯ | ||||||||||||||||||||||||||||||||||||||||||||||||||||||||||||||||||
ସୌରଭ ଚଣ୍ଡୀଦାସ ଗାଙ୍ଗୁଲି (ହିନ୍ଦୀ : सौरव गांगुली ବଙ୍ଗଳା: [সৌরভ গাঙ্গুলী Shourob Ganguli] Error: {{Lang}}: text has italic markup (help);
pronunciation (help·info); (ଜନ୍ମ ୧୯୭୨ ଜୁଲାଇ ୮) ଜଣେ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ ଓ ଖେଳାଳୀ।ତଙ୍କୁ ତାଙ୍କ ଭାଇ ସ୍ନେହାସିସ ଗାଙ୍ଗୁଲି କ୍ରିକେଟ ଖେଳିବାକୁ ପ୍ରୋସ୍ଚାହିତ କରିଥିଲେ।ସୌରଭ ଗାଙ୍ଗୁଲିଙ୍କୁ ଆଧୁନିକ ଯୁଗର ଅନ୍ୟତମ ମହାନ ଅଧିନାୟକ ଭବେ ଗଣାଯାଏ। [୧] ସେ ବର୍ତ୍ତମାନ ଦିନିକିଆ କ୍ରିକେଟରେ ଅଧିକ ରନ କରିବାରେ ୫ମ ସ୍ଥାନରେ ଅଛନ୍ତି।ସୌରଭ ଗାଙ୍ଗୁଲି ଉଇସଡେନର ସର୍ବକାଳୀନ ଦିନିକିଆ ଶ୍ରେଷ୍ଠ ଖେଳାଳୀ ତାଲିକାରେ ଷଷ୍ଠ ସ୍ଥାନ ମିଲିଛି ଅନ୍ୟମାନେ ହେଲେ ଭି.ଭି.ଆନ ରିଚାର୍ଡସ, ସଚିନ ତେନ୍ଦୁଲକର, ବ୍ରାଏନ ଲାରା, ଡିନ ଜୋନସ ଓ ମାଇକେଲ ବେଭାନ.[୨]
ଜୀବନୀ
[ସମ୍ପାଦନା]ଘରୋଇ କ୍ରିକେଟ
[ସମ୍ପାଦନା]ଆନ୍ତର୍ଜାତୀୟ କ୍ୟାରିଅର
[ସମ୍ପାଦନା]ଅଧିନାୟକ ଦାୟିତ୍ୱ
[ସମ୍ପାଦନା]ବିବାଦ
[ସମ୍ପାଦନା]ରେକର୍ଡ ଓ ପୁରସ୍କାର
[ସମ୍ପାଦନା]ଗ୍ୟାଲେରି
[ସମ୍ପାଦନା]-
ସୌରଭ ଗାଙ୍ଗୁଲିପ୍ରଶଂସକ ଗହଣରେ
-
ଗାଙ୍ଗୁଲି ବ୍ୟାଟିଙ୍ଗ ମୁଦ୍ରାରେ
-
ଗାଙ୍ଗୁଲି ୨୦୦୮ ଶ୍ରୀଲଙ୍କା ବିରୁଦ୍ଦରେ
-
ଗାଙ୍ଗୁଲି ଓ ଶାରୁଖ ଖାଁ
ଆଧାର
[ସମ୍ପାଦନା]- ↑ "Sourav Ganguly | Sourav Ganguly Photos | Sourav Ganguly Profile - Yahoo! Cricket". Cricket.yahoo.com. Archived from the original on 2011-08-23. Retrieved 2011-06-30.
- ↑ "Tendulkar second-best ever: Wisden". Rediff.com. Retrieved 2008-11-27.
ବାହାର ଲିଙ୍କ
[ସମ୍ପାଦନା]Wikinews has related news:
ସୌରଭ ଗାଙ୍ଗୁଲି
ଉଇକିମିଡ଼ିଆ କମନ୍ସରେ ସୌରଭ ଗାଙ୍ଗୁଲି
ବାବଦରେ ମାଧ୍ୟମ ରହିଛି ।