Jump to content

ସୋରାଫେନିବ

ଉଇକିପିଡ଼ିଆ‌ରୁ
ସୋରାଫେନିବ
Clinical data
Trade namesNexavar, others
SynonymsNexavar
Sorafenib tosylate
AHFS/Drugs.commonograph
MedlinePlusa607051
data
Pregnancy
category
  • AU: D
  • US: D (Evidence of risk)
    Routes of
    administration
    By mouth
    Legal status
    Legal status
    Pharmacokinetic data
    Bioavailability38–49%
    Protein binding99.5%
    MetabolismLiver oxidation and glucuronidation (CYP3A4 & UGT1A9-mediated)
    Elimination half-life25–48 hours
    ExcretionFaeces (77%) and urine (19%)
    Identifiers
    • 4-[4-[[4-chloro-3-(trifluoromethyl)phenyl]carbamoylamino]
      phenoxy]-N-methyl-pyridine-2-carboxamide
    ECHA InfoCard100.110.083 Edit this at Wikidata
    Chemical and physical data
    FormulaC21H16ClF3N4O3
    Molar mass୪୬୪.୮୩ g·mol−1
    3D model (JSmol)
    • CNC(=O)c1cc(ccn1)Oc2ccc(cc2)NC(=O)Nc3ccc(c(c3)C(F)(F)F)Cl
    • InChI=1S/C21H16ClF3N4O3/c1-26-19(30)18-11-15(8-9-27-18)32-14-5-2-12(3-6-14)28-20(31)29-13-4-7-17(22)16(10-13)21(23,24)25/h2-11H,1H3,(H,26,30)(H2,28,29,31) checkY
    • Key:MLDQJTXFUGDVEO-UHFFFAOYSA-N checkY
      (verify)

    ସୋରାଫେନିବ, ଏକ ବିକ୍ରୟ ନାମ ନେକ୍ସାଭର, ହେଉଛି ଏକ ଔଷଧ ଯାହା ବୃକ୍‌କୀୟ ଜୀବକୋଷ କର୍କଟ, ହେପାଟୋସେଲ୍ୟୁଲାର କର୍କଟ ଏବଂ କେତେକ ପ୍ରକାରର ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] [] ଏହା ପାଟିରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା, ରାସ, କେଶହାନୀ, ସଂକ୍ରମଣ ଏବଂ ଥକାପଣ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍‌ଘାତ, ଜଠରାନ୍ତ୍ର ଛିଦ୍ର, ଯକୃତ ସମସ୍ୟା, ରକ୍ତସ୍ରାବ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ ।[] ଏହା ଏକ ପ୍ରୋଟିନ କାଇନେଜ ଇନହିବିଟର ଶ୍ରେଣୀର ଔଷଧ ।[]

    ୨୦୦୫ ମସିହାରେ ଆମେରିକାରେ ଏବଂ ୨୦୦୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ପାଇଁ ସୋରାଫେନିବ ଅନୁମୋଦିତ ହୋଇଥିଲା ।[][] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ପ୍ରାୟ ୩୬୦୦ ପାଉଣ୍ଡ ଥିଲା ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦,୨୦୦ ଡଲାର ଅଟେ ।[]

    1. 1 2 "SORAfenib Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 14 October 2021.
    2. 1 2 3 4 5 6 "Nexavar". Archived from the original on 14 October 2021. Retrieved 14 October 2021.
    3. "Sorafenib (Nexavar) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 14 October 2021.
    4. BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1056. ISBN 978-0-85711-369-6.{{cite book}}: CS1 maint: date format (link)
    5. "Nexavar Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 14 October 2021.