ସୋରାଫେନିବ
ଦେଖଣା
Clinical data | |
---|---|
Trade names | Nexavar, others |
Synonyms | Nexavar Sorafenib tosylate |
AHFS/Drugs.com | monograph |
MedlinePlus | a607051 |
data | |
Pregnancy category | |
Routes of administration | By mouth |
Legal status | |
Legal status | |
Pharmacokinetic data | |
Bioavailability | 38–49% |
Protein binding | 99.5% |
Metabolism | Liver oxidation and glucuronidation (CYP3A4 & UGT1A9-mediated) |
Elimination half-life | 25–48 hours |
Excretion | Faeces (77%) and urine (19%) |
Identifiers | |
| |
ECHA InfoCard | 100.110.083 |
Chemical and physical data | |
Formula | C21H16ClF3N4O3 |
Molar mass | ୪୬୪.୮୩ g·mol−1 |
3D model (JSmol) | |
| |
| |
(verify) |
ସୋରାଫେନିବ, ଏକ ବିକ୍ରୟ ନାମ ନେକ୍ସାଭର, ହେଉଛି ଏକ ଔଷଧ ଯାହା ବୃକ୍କୀୟ ଜୀବକୋଷ କର୍କଟ, ହେପାଟୋସେଲ୍ୟୁଲାର କର୍କଟ ଏବଂ କେତେକ ପ୍ରକାରର ଥାଇରଏଡ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଲ ଝାଡ଼ା, ରାସ, କେଶହାନୀ, ସଂକ୍ରମଣ ଏବଂ ଥକାପଣ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ହୃଦ୍ଘାତ, ଜଠରାନ୍ତ୍ର ଛିଦ୍ର, ଯକୃତ ସମସ୍ୟା, ରକ୍ତସ୍ରାବ ଏବଂ ଉଚ୍ଚ ରକ୍ତଚାପ ହୋଇପାରେ ।[୨] ଗର୍ଭାବସ୍ଥାରେ କିମ୍ବା ସ୍ତନ୍ୟପାନ କରାଇବା ସମୟରେ ଏହା ଦେଲେ ଶିଶୁର କ୍ଷତି ହୋଇପାରେ ।[୩] ଏହା ଏକ ପ୍ରୋଟିନ କାଇନେଜ ଇନହିବିଟର ଶ୍ରେଣୀର ଔଷଧ ।[୨]
୨୦୦୫ ମସିହାରେ ଆମେରିକାରେ ଏବଂ ୨୦୦୬ରେ ୟୁରୋପରେ ଡାକ୍ତରୀ ଚିକିତ୍ସା ପାଇଁ ସୋରାଫେନିବ ଅନୁମୋଦିତ ହୋଇଥିଲା ।[୧][୨] ଯୁକ୍ତରାଜ୍ୟରେ ଏହାର ୪ ସପ୍ତାହ ଔଷଧ ଖର୍ଚ୍ଚ ୨୦୨୧ ମସିହାରେ ପ୍ରାୟ ୩୬୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୨୦,୨୦୦ ଡଲାର ଅଟେ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "SORAfenib Monograph for Professionals". Drugs.com (in ଇଂରାଜୀ). Archived from the original on 24 January 2021. Retrieved 14 October 2021.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Nexavar". Archived from the original on 14 October 2021. Retrieved 14 October 2021.
- ↑ "Sorafenib (Nexavar) Use During Pregnancy". Drugs.com (in ଇଂରାଜୀ). Archived from the original on 29 November 2020. Retrieved 14 October 2021.
- ↑ BNF (80 ed.). BMJ Group and the Pharmaceutical Press. September 2020 – March 2021. p. 1056. ISBN 978-0-85711-369-6.
{{cite book}}
: CS1 maint: date format (link) - ↑ "Nexavar Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 26 January 2021. Retrieved 14 October 2021.