ସୋନପୁର ରାଜ୍ୟ

ଉଇକିପିଡ଼ିଆ‌ରୁ
Sonepur State
Sonpur State
ସୋନପୁର୍
Princely State of British India
1556–1948

Coat of arms of Sonpur

Coat of arms

Location of Sonpur
Location of Sonpur
Sonepur State in the Imperial Gazetteer of India
History
 •  Established 1556
 •  Accession to the Union of India 1948
Area
 •  1901 ୨,୩୪୭ km2 (୯୦୬ sq mi)
Population
 •  1901 ୧,୬୯,୮୭୭ 
Density ୭୨.୪ /km2  (୧୮୭.୫ /sq mi)
Public Domain This article incorporates text from a publication now in the public domainChisholm, Hugh, ed. (1911). "article name needed. Encyclopædia Britannica Eleventh Edition (11th ed.). Cambridge University Press. {{cite encyclopedia}}: Invalid |ref=harv (help)

ସୋନପୁର ରାଜ୍ୟ  (ଓଡ଼ିଆ: ସୋନପୁର୍; ହିନ୍ଦୀ : सोनपुर), ଏକ ବ୍ରିଟିଶ ସମୟର ରାଜକୀୟ  ରାଜ୍ୟ । ପୂର୍ବରୁ ଏହା କେନ୍ଦ୍ରୀୟ ଭରତ ଏଜେନଶୀ ଅଧୀନରେ ଥିଲା। ପରେ 1905ରେ ତାହାକୁ ପୂର୍ବାଞ୍ଚଳ ସ୍ଟେଟ ଏଜେନ୍ସିକୁ ଦିଆଗଲା । ଏହାର ରାଜଧାନୀ ସୋନପୁର ସହରରେ ଥିଲା । ବର୍ତ୍ତମାନ ଏହା ସୁବରଣପୁର ଜିଲ୍ଲାର ସଦର ମହକୁମା । 

History[ସମ୍ପାଦନା]

1656 ମସିହାରେ ସୋନପୁର ରାଜ୍ୟର ସ୍ଥାପନା ଚୌହାନ ବଂଶଦ୍ୱାରା ହେଇଥିଲା ।  ଏହି ରାଜ୍ୟ ବ୍ରିଟିଶ ମାନଙ୍କ ରକ୍ଷଣ ରାଜ୍ୟ ଭାବେ 1826 ମସିହାରେ ରହିଲା । ସମ୍ବଲପୁର ବିଦ୍ରୋହ ସମୟରେ ସୋନପୁର ବ୍ରିଟିଶ ମାନଙ୍କୁ ସହାୟତା କରିଥିବାରୁ ଶାସକ ପରିବାରକୁ ରାଜା ବାହାଦୁର ଭାବେ ସମ୍ମାନିତ କରଯାଇଥିଲା । ସୋନପୁର ରାଜ୍ୟ ଭାରତୀୟ ସଂଘ ସହିତ 1 ଜାନୁଆରୀ 1948ରେ ମିଶ୍ରଣ ହେଲା । [୧]

ଶାସକ [ସମ୍ପାଦନା]

ସୋନପୁରର ଶାସକ ମାନଙ୍କୁ ରାଜା କୁହାଯାଉଥିଲା । କିନ୍ତୁ ଶେଷ ଦୁଇଜଣ ଶାସକଙ୍କୁ ମହାରାଜା କୁହାଯାଉଥିଲା । [୨]

ରାଜା ସମୂହ [ସମ୍ପାଦନା]

  • 1680 - 1700 Purusottam Singh Deo (d. 1700)
  • 1700 - 1725 Raj Singh Deo (d. 1725)
  • 1725 - 1750 Achal Singh Deo (d. 1750)
  • 1750 - 1770 Divya Singh Deo (d. 1770)
  • 1770 - 1771 Jarawar Singh Deo (d. 1771)
  • 1771 - 1786 Sobha Singh Deo (d. 1786)
  • 1786 - 1841 Prithvi Singh Deo (d. 1841)
  • 1802 - 1822 Rani Laxmipriya Devi (f) -Regent
  • 1841 - 9 Sep 1891 Niladhar Singh Deo (b. 1837 - d. 1891)
  • 1841 - 1847 Bapu Dalpat Rai -Regent
  • 1847 - 1855 Rani Gundicha Devi (f) -Regent (d. af.1862)
  • 11 Sep 1891 - 8 Aug 1902 Pratap Rudra Singh (b. 1853 - d. 1902)
  • 8 Aug 1902 - 8 Nov 1908 Bir Mitrodaya Singh Deo (b. 1874 - d. 1937)

ମହାରାଜା [ସମ୍ପାଦନା]

  • 8 Nov 1908 - 29 Apr 1937 ବୀର ମିତ୍ରୋଦୟ ସିଂହ ଦେଓ 
  • 29 Apr 1937 - 15 Aug 1947 ସୁଧାଂଶୁ ଶେଖର ସିଂହ ଦେଓ 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Eastern States Agency
  • Political integration of India

ଆଧାର [ସମ୍ପାଦନା]

ବାହାର ଲିଙ୍କ [ସମ୍ପାଦନା]