Jump to content

ସେର୍ଟ୍ରାଲିନ

ଉଇକିପିଡ଼ିଆ‌ରୁ
ସେର୍ଟ୍ରାଲିନ
Clinical data
Trade namesZoloft and others[]
AHFS/Drugs.commonograph
MedlinePlusa697048
Pregnancy
category
  • AU: C
  • US: C (Risk not ruled out)
    Routes of
    administration
    By mouth (tablets and solution)
    Drug classSelective serotonin reuptake inhibitor
    ATC code
    Legal status
    Legal status
    • AU: S4 (Prescription only)
    • UK: POM (Prescription only)
    • US: ℞-only
    • ℞ (Prescription only)
    Pharmacokinetic data
    Bioavailability44%
    Protein binding98.5%
    MetabolismHepatic (N-demethylation mainly by CYP2B6)[]
    Elimination half-life~23–26 h (66 h [less-active[] metabolite, norsertraline])[]
    ExcretionRenal
    Identifiers
    • (1S,4S)-4-(3,4-Dichlorophenyl)-N-methyl-1,2,3,4-tetrahydronaphthalen-1-amine
    CAS Number
    PubChem CID
    IUPHAR/BPS
    DrugBank
    ChemSpider
    UNII
    KEGG
    ChEBI
    ChEMBL
    Chemical and physical data
    FormulaC17H17Cl2N
    Molar mass306.229 g/mol
    3D model (JSmol)
    • ClC1=CC=C([C@H]2C3=C([C@H](CC2)NC)C=CC=C3)C=C1Cl
    • InChI=1S/C17H17Cl2N/c1-20-17-9-7-12(13-4-2-3-5-14(13)17)11-6-8-15(18)16(19)10-11/h2-6,8,10,12,17,20H,7,9H2,1H3/t12-,17-/m0/s1 checkY
    • Key:VGKDLMBJGBXTGI-SJCJKPOMSA-N checkY
      (verify)

    ସେର୍ଟ୍ରାଲିନ (ଇଂରାଜୀ ଭାଷାରେ Sertraline, ଏକ ବିକ୍ରୟ ନାମ ଜୋଲୋଫ୍ଟ/ Zoloft) ଏକ ସେରୋଟୋନିନ ଆଣ୍ଟାଗୋନିସ୍ଟ ଓ ରିଅପଟେକ ଇନ‌ହିବିଟର (selective serotonin reuptake inhibitor)/ SSRI) ଶ୍ରେଣୀର ଅବସାଦରୋଧୀ (antidepressant) ଔଷଧ ।[] ମୂଖ୍ୟତଃ ଏହା ପ୍ରମୁଖ ଅବସାଦ ବେମାରୀ, ଅବସେସିଭ-କମ୍ପଲସିଭ ଡିଜଅର୍ଡ଼ର, ପ୍ୟାନିକ ଡିଜ‌ଅର୍ଡ଼ର ଓ ସାମାଜିକ ଉତ୍କଣ୍ଠା ବେମାରୀ (social anxiety disorder) ଆଦି ରୋଗରେ ବ୍ୟବ‌ହୃତ ହୁଏ ।[] ଅନ୍ୟାନ୍ୟ ଅବସାଦରୋଧୀ ଔଷଧ ଭଳି ଏହା ପ୍ରଭାବଶାଳୀ ଅଟେ । [] ସେଟ୍ରାଲିନକୁ ପାଟିରେ ଦିଆଯାଏ । []

    ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଯୌନ ସମସ୍ୟା (sexual dysfunction) ଓ ନିଦ୍ରା ସମସ୍ୟା (troubles with sleep) ଦେଖାଯାଏ । [] ସାଂଘାତିକ ପ୍ରତିକ୍ରିୟା ହେଲେ ୨୫ ବର୍ଷ ବୟସ୍କ ଲୋକର ଆତ୍ମହତ୍ୟା ସଙ୍କଟ ରହେ ବା ସେରୋଟୋନିନ ସିଣ୍ଡ୍ରୋମ (serotonin syndrome) ହୋଇପାରେ ।[] It is unclear whether use during ଗର୍ଭାବସ୍ଥାସ୍ତନ୍ୟ ପାନ (breastfeeding) ସମୟରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ । [] ମାଓ ନିହିବିଟର (MAO inhibitor) ଔଷଧ ସ‌ହିତ ଏହା ବ୍ୟବ‌ହାର କରାଯାଏନାହିଁଁ ।[] ମସ୍ତିଷ୍କ ଉପରେ ଅଧିକ ସେରୋଟୋନିନ (serotonin) ପ୍ରାଭାବ ପକେଇ ସେର୍ଟ୍ରାଲିନ କାମ କରୁଥିବା ବିଶ୍ୱାସ କରାଯାଏ । []

    ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୧ରେ ପ୍ରଥମରୁ ବିକ୍ରୟ କରୁଥିବା ଫାଇଜର (Pfizer) କମ୍ପାନୀର ସେର୍ଟ୍ରାଲିନ ଔଷଧ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[] ଅଧୁନା ଏହା ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହେଉଛି ।[] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୨୦୧୮ରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧.୫୦ ଆମେରିକୀୟ ଡଲାର ଅଛି ।[] ସନ ୨୦୧୬ରେ ଏହା ଯୁକ୍ତରାଷ୍ଟ୍ର ଆମେରିକାର ସର୍ବାଧିକ ମାନସିକ ପ୍ରେସକ୍ରିପସନ ଔଷଧ ଥଲା,[] ଓ ସନ ୨୦୧୩ରେ ଏହି ପ୍ରେସକ୍ରିପସନ ସଂଖ୍ୟା ପ୍ରାୟ ୪୧ ନିୟୁତ ଥିଲା ।[]

    1. "Sertraline". Drugs.com. Retrieved 11 May 2015.
    2. Obach RS, Cox LM, Tremaine LM (February 2005). "Sertraline is metabolized by multiple cytochrome P450 enzymes, monoamine oxidases, and glucuronyl transferases in human: an in vitro study". Drug Metabolism and Disposition. 33 (2): 262–70. doi:10.1124/dmd.104.002428. PMID 15547048.
    3. Sertraline FDA Label Last updated May 2014
    4. Brunton L, Chabner B, Knollman B. Goodman and Gilman’s The Pharmacological Basis of Therapeutics, Twelfth Edition. McGraw Hill Professional; 2010.
    5. 1 2 3 4 5 6 7 8 9 10 "Sertraline Hydrochloride". Drugs.com. The American Society of Health-System Pharmacists. Retrieved 8 January 2018.
    6. "Sertraline (Zoloft) Use During Pregnancy". Drugs.com. Retrieved 7 January 2018.
    7. "NADAC as of 2018-01-03". Centers for Medicare and Medicaid Services (in ଇଂରାଜୀ). Archived from the original on 2019-06-24. Retrieved 7 January 2018.
    8. Grohol, John M. (12 October 2017). "Top 25 Psychiatric Medications for 2016". Psych Central. Retrieved October 22, 2018.
    9. Grohol, John M. (2014). "Top 25 Psychiatric Medication Prescriptions for 2013". Psych Central. Archived from the original on 31 March 2015. Retrieved 3 April 2015. {{cite web}}: Unknown parameter |name-list-format= ignored (|name-list-style= suggested) (help)

    ବାହ୍ୟ ଲିଙ୍କ

    [ସମ୍ପାଦନା]