ସେଓନି
Seoni | |
---|---|
ଦେଶ | India |
ରାଜ୍ୟ | ମଧ୍ୟପ୍ରଦେଶ |
ଜିଲ୍ଲା | ସେଓନି |
Elevation | 2,014[୧] m ( Formatting error: invalid input when rounding ft) |
Population (2001)[୧] | |
• Total | ୧୦,୪୨୫ |
ଭାଷା | |
• ସରକାରୀ | ହିନ୍ଦୀ |
Time zone | UTC+5:30 (IST) |
ସେଓନି ଏକ ଭାରତୀୟ ନଗର ପଞ୍ଚାୟତ ଅଟେ । ଏହା ମଧ୍ୟପ୍ରଦେଶର ସେଓନି ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସେଓନି ୨୨.୦୮୬୬ ଉତ୍ତର ଅକ୍ଷାଂଶ ଓ ୭୯.୫୫୦୪ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୨୦୧୪ ଫୁଟ ଉଚ୍ଚତାରେ ରହିଛି ।[୧]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସେଓନି ସହରର ମୋଟ ଜନସଂଖ୍ୟା ୧୦୪୨୫ ଅଟେ ।[୨] ସେଥି ମଧ୍ୟରୁ ୫୧.୩୪% ଜଣ ପରୁଷ ହୋଇଥିବା ବେଳେ ୪୮.୬୬% ଜଣ ନାରୀ ଅଟନ୍ତି । ସେଓନିର ସାକ୍ଷରତା ହାର ୭୨.୯୯% ଅଟେ । ଏହା ଜାତୀୟ ହାରଠାରୁ ୮.୧୫% ପ୍ରତିଶତ କମ ଅଟେ । ସେଥିରୁ ୪୦.୮୧% ପ୍ରତିଶତ ପୁରୁଷ ଓ ୩୨.୧୮% ନାରୀ ଅଟନ୍ତି । ୧୨.୭୫% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୨]
ଭାଷା
[ସମ୍ପାଦନା]ହିନ୍ଦୀ ସେଓନିର ସରକାରୀ ଭାଷା ଅଟେ ।
ପାଣିପାଗ
[ସମ୍ପାଦନା]Seoni | ||||||||||||||||||||||||||||||||||||||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Climate chart (explanation) | ||||||||||||||||||||||||||||||||||||||||||||||||||||||||||||
| ||||||||||||||||||||||||||||||||||||||||||||||||||||||||||||
|
ପ୍ରାୟତଃ ଭାରତୀୟ ସହର ଗୁଡ଼ିକ ଗ୍ରୀଷ୍ମ ମଣ୍ଡଳୀୟ ହୋଇଥାନ୍ତି । ସେଓନିରେ ବାର୍ଷିକ ସର୍ବାଧିକ ହାରାହାରି ତାପମାତ୍ରା ୩୧.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅନୁଭୂତ ହେଉଥିବା ବେଳେ ସର୍ବନିମ୍ନ ହାରାହାରି ତାପମାତ୍ରା ୧୯.୫ ଡିଗ୍ରୀ ସେଣ୍ଟିଗ୍ରେଡ ଅଟେ । ଏଠାରେ ବାର୍ଷିକ ହାରାହାରି ବୃଷ୍ଟିପାତ ୧୨୫୩.୧ mm/inches ହୋଇଥାଏ ।
Climate data for Seoni, ଭାରତ (୧୯୭୧–୨୦୦୦) | |||||||||||||
---|---|---|---|---|---|---|---|---|---|---|---|---|---|
Month | Jan | Feb | Mar | Apr | May | Jun | Jul | Aug | Sep | Oct | Nov | Dec | Year |
ହାରାହାରି ସର୍ବାଧିକ °C (°F) | 26.4 (79.5) |
28.9 (84) |
34.0 (93.2) |
38.7 (101.7) |
40.4 (104.7) |
35.7 (96.3) |
29.8 (85.6) |
28.8 (83.8) |
30.3 (86.5) |
31.3 (88.3) |
28.8 (83.8) |
26.5 (79.7) |
31.5 (88.7) |
ହାରାହାରି ସର୍ବନିମ୍ନ °C (°F) | 12.4 (54.3) |
14.5 (58.1) |
19.1 (66.4) |
23.1 (73.6) |
25.9 (78.6) |
25.2 (77.4) |
23.0 (73.4) |
22.6 (72.7) |
22.3 (72.1) |
19.7 (67.5) |
15.9 (60.6) |
12.6 (54.7) |
19.5 (67.1) |
Average rainfall mm (inches) | 22.3 (0.878) |
33.1 (1.303) |
18.6 (0.732) |
7.4 (0.291) |
20.9 (0.823) |
206.9 (8.146) |
351.8 (13.85) |
314.6 (12.386) |
183.5 (7.224) |
66.9 (2.634) |
13.7 (0.539) |
13.5 (0.531) |
୧,୨୫୩.୧ (୪୯.୩୩୫) |
ହାରାହାରି ମେଘାତ୍ସନ ଦିବସ | 1.9 | 2.2 | 1.7 | 0.8 | 1.8 | 10.0 | 15.8 | 15.5 | 9.7 | 3.8 | 1.0 | 0.9 | 65.1 |
ହାରାହାରି ବିଜୁଳି ଘଡ଼ଘଡ଼ି ମାରୁଥିବା ଦିବସ | 0.3 | 0.1 | 0.2 | 0.8 | 0.9 | 1.4 | 0.7 | 0.7 | 0.6 | 0.0 | 0.2 | 0.0 | 5.9
|
ହାରାହାରି କୁହୁଡ଼ି ଘେରା ଦିବସ | 0.9 | 0.1 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.0 | 0.3 | 1.3 |
Source: India Meteorological Department (temperatures and precipitation)[୪][୫] |
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Directory of Cities, Towns, and Regions in India". Retrieved 27 September 2015.
- ↑ ୨.୦ ୨.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.
- ↑ "World Weather Information Service -Seoni". Worldweather.wmo.int. 5 October 2006. Retrieved 28 June 2015.
- ↑ "{{subst:PAGENAME}}- Climatological Information". India Meteorological Department. Retrieved 29 May 2014.
- ↑ India Meteorological Department. "Ever Recorded Maximum Temperature, Minimum Temperature and 24 Hours Heaviest Rainfall up to 2010" (PDF). India Meteorological Department, Pune. Archived from the original (PDF) on 7 August 2017. Retrieved 29 May 2014.