ସିମୋଗା
Shivamogga ಶಿವಮೊಗ್ಗ Shimoga | |
---|---|
Corporation City | |
![]() Statue of Keladi Shivappa Nayaka | |
Country | India |
State | Karnataka |
District | Shivamogga District |
Region | Malenadu |
ସରକାର | |
• ପ୍ରକାର | City Municipal Corporation |
• ପରିଚାଳନା | Shivamogga Mahanagara Palike |
କ୍ଷେତ୍ରଫଳ | |
• ମୋଟ | 70.01 km2 (27.03 sq mi) |
Elevation | 569 m (1,867 ft) |
ଜନସଂଖ୍ୟା (2011 census)[୧] | |
• ମୋଟ | ୩୨୨,୫୦୫ |
• କ୍ରମାଙ୍କ | 7th(Karnataka) |
• ଘନତା | 4,600/km2 (12,000/sq mi) |
Languages | |
• Official | Kannada |
ସମୟ ମଣ୍ଡଳ | UTC+5:30 (IST) |
ପିନ କୋଡ଼ | 577201 - 577205 |
Telephone code | 91-(0)8182-XXXXXX |
ଗାଡ଼ି ପଞ୍ଜିକରଣ | KA-14 |
ୱେବସାଇଟ | www |
ସିମୋଗା ଏକ ଭାରତୀୟ ନଗର ପୋରପାଳିକା (City Municipal Council) ଅଟେ । ଏହା କର୍ଣ୍ଣାଟକର ଶିମୋଗ ଜିଲ୍ଲାରେ ଅବସ୍ଥିତ । ସରକାରୀ ସ୍ତରରେ ଶିବାମୋଗା ଭାବେ ପୁନଃନାମକରଣ ହୋଇଛି ।
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ସିମୋଗା ୧୩.୯୩୨୪ ଉତ୍ତର ଅକ୍ଷାଂଶ ଓ ୭୫.୫୭୨୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭୯ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିମୋଗା ସହରର ମୋଟ ଜନସଂଖ୍ୟା ୧୬୦୩୯୨ ଅଟେ ।[୩] ସେଥି ମଧ୍ୟରୁ ୫୦.୬୬% ଜଣ ପରୁଷ ହୋଇଥିବା ବେଳେ ୪୯.୩୪% ଜଣ ନାରୀ ଅଟନ୍ତି । ସିମୋଗାର ସାକ୍ଷରତା ହାର ୭୩.୫୮% ଅଟେ । ଏହା ଜାତୀୟ ହାରଠାରୁ -୮.୭୪% ପ୍ରତିଶତ କମ ଅଟେ । ସେଥିରୁ ୪୦.୦୯% ପ୍ରତିଶତ ପୁରୁଷ ଓ ୩୩.୪୯% ନାରୀ ଅଟନ୍ତି । ୧୦.୨୪% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
କନ୍ନଡ ସିମୋଗାର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ୧.୦ ୧.୧ "Home". Shimoga City Municipal Council.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.