ସିତାମାଢୀ

ଉଇକିପିଡ଼ିଆ‌ରୁ
Sitamarhi
Town
ଦେଶ India
ରାଜ୍ୟBihar
ଜିଲ୍ଲାSitamarhi
କ୍ଷେତ୍ରଫଳ
 • ମୋଟ2,185.17 km2 (843.70 sq mi)
Elevation
56 m (184 ft)
ଜନସଂଖ୍ୟା
 (2001)[୧]
 • ମୋଟ୨୬,୬୯,୮୮୭
 • ଘନତା1,200/km2 (3,200/sq mi)
ଭାଷା
 • ସରକାରୀMaithili, Hindi
ସମୟ ମଣ୍ଡଳUTC+5:30 (IST)
ପିନ କୋଡ଼
843302,843301
ଗାଡ଼ି ପଞ୍ଜିକରଣBR-30 (Sitamarhi Urban)
Lok Sabha constituencySitamarhi
Vidhan Sabha constituencySitamarhi
ୱେବସାଇଟsitamarhi.bih.nic.in

ସିତାମାଢୀ ଏକ ଭାରତୀୟ ବିଜ୍ଞାପିତ ଅଞ୍ଚଳ (Notified area) ଅଟେ । ଏହା ବିହାରର ସିତମର୍ହି ଜିଲ୍ଲାରେ ଅବସ୍ଥିତ ।

ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସିତାମାଢୀ ୨୬.୫୯୩୬ ଉତ୍ତର ଅକ୍ଷାଂଶ ଓ ୮୫.୪୯୦୬ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୧୮୭ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସିତାମାଢୀ ସହରର ମୋଟ ଜନସଂଖ୍ୟା ୩୪୮୨୧ ଅଟେ ।[୩] ସେଥି ମଧ୍ୟରୁ ୫୩.୧୨% ଜଣ ପରୁଷ ହୋଇଥିବା ବେଳେ ୪୬.୮୮% ଜଣ ନାରୀ ଅଟନ୍ତି । ସିତାମାଢୀର ସାକ୍ଷରତା ହାର ୪୨.୯୮% ଅଟେ । ଏହା ଜାତୀୟ ହାରଠାରୁ ୨୧.୮୬% ପ୍ରତିଶତ କମ ଅଟେ । ସେଥିରୁ ୨୮.୧୬% ପ୍ରତିଶତ ପୁରୁଷ ଓ ୧୪.୮୨% ନାରୀ ଅଟନ୍ତି । ୧୯.୬୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସିତାମାଢୀର ସରକାରୀ ଭାଷା ଅଟେ ।

ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Census of SITAMARHI
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]