ସାୱାଇ ମାଧୋପୁର
ଦେଖଣା
Sawai Madhopur
सवाई माधोपुर Madhopur (माधोपुर) | |
|---|---|
city | |
Hills inside the Old city and Ghataliya Balaji temple situated on this hill | |
| Nickname: Tiger city | |
| Country | |
| State | Rajasthan |
| District | Sawai Madhopur |
| Founded by | Sawai Madho Singh I |
| Named for | Himself |
| Government | |
| • Type | Rajasthan Government |
| • Body | Municipality |
| Population (2011)[୧] | |
| • Total | ୧,୨୧,୧୦୬ |
| Time zone | UTC+5:30 (IST) |
| PIN | 322021 |
| Telephone code | 07462 |
| ଯାନବାହାନ ପଞ୍ଚୀକରଣ | RJ 25 |
| Sex ratio | 887 per 1000 ♂/♀ |
| Website | sawaimadhopur.rajasthan.gov.in |
ସାୱାଇ ମାଧୋପୁର ଏକ ଭାରତୀୟ ପୌରପାଳିକା (ମ୍ୟୁନିସିପାଲିଟି) ଅଟେ । ଏହା ରାଜସ୍ଥାନର ସୱଇ ମଧୋପୁର୍ ଜିଲ୍ଲାରେ ଅବସ୍ଥିତ ।
ଭୌଗଳିକ ଅବସ୍ଥିତି
[ସମ୍ପାଦନା]ସାୱାଇ ମାଧୋପୁର ୨୫.୯୯୨୯ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୯୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା
[ସମ୍ପାଦନା]୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାୱାଇ ମାଧୋପୁର ସହରର ମୋଟ ଜନସଂଖ୍ୟା ୯୬୭୯୪ ଅଟେ ।[୩] ସେଥି ମଧ୍ୟରୁ ୫୩.୩୩% ଜଣ ପରୁଷ ହୋଇଥିବା ବେଳେ ୪୬.୬୭% ଜଣ ନାରୀ ଅଟନ୍ତି । ସାୱାଇ ମାଧୋପୁରର ସାକ୍ଷରତା ହାର ୬୦.୯୨% ଅଟେ । ଏହା ଜାତୀୟ ହାରଠାରୁ ୩.୯୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୮.୩୯% ପ୍ରତିଶତ ପୁରୁଷ ଓ ୨୨.୫୩% ନାରୀ ଅଟନ୍ତି । ୧୬.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା
[ସମ୍ପାଦନା]ହିନ୍ଦୀ ସାୱାଇ ମାଧୋପୁରର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.