ସାୱାଇ ମାଧୋପୁର

ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Sawai Madhopur
सवाई माधोपुर
Madhopur (माधोपुर)
city
Hills inside the Old city and Ghataliya Balaji temple situated on this hill
Hills inside the Old city and Ghataliya Balaji temple situated on this hill
Nickname: 
Tiger city
Country India
StateRajasthan
DistrictSawai Madhopur
Founded bySawai Madho Singh I
Named forHimself
Government
 • TypeRajasthan Government
 • BodyMunicipality
Population
 (2011)[୧]
 • Total୧,୨୧,୧୦୬
Time zoneUTC+5:30 (IST)
PIN
322021
Telephone code07462
ଯାନବାହାନ ପଞ୍ଚୀକରଣRJ 25
Sex ratio887 per 1000 /
Websitesawaimadhopur.rajasthan.gov.in


ସାୱାଇ ମାଧୋପୁର ଏକ ଭାରତୀୟ ପୌରପାଳିକା (Municipality) ଅଟେ । ଏହା ରାଜସ୍ଥାନର ସୱଇ ମଧୋପୁର୍ ଜିଲ୍ଲାରେ ଅବସ୍ଥିତ ।


ଭୌଗଳିକ ଅବସ୍ଥିତି[ସମ୍ପାଦନା]

ସାୱାଇ ମାଧୋପୁର ୨୫.୯୯୨୯ ଉତ୍ତର ଅକ୍ଷାଂଶ ଓ ୭୬.୩୮୩୮ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୯୯୦ ଫୁଟ ଉଚ୍ଚତାରେ ରହିଛି ।[୨]

ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]

୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ସାୱାଇ ମାଧୋପୁର ସହରର ମୋଟ ଜନସଂଖ୍ୟା ୯୬୭୯୪ ଅଟେ ।[୩] ସେଥି ମଧ୍ୟରୁ ୫୩.୩୩% ଜଣ ପରୁଷ ହୋଇଥିବା ବେଳେ ୪୬.୬୭% ଜଣ ନାରୀ ଅଟନ୍ତି । ସାୱାଇ ମାଧୋପୁରର ସାକ୍ଷରତା ହାର ୬୦.୯୨% ଅଟେ । ଏହା ଜାତୀୟ ହାରଠାରୁ ୩.୯୨% ପ୍ରତିଶତ ଅଧିକ ଅଟେ । ସେଥିରୁ ୩୮.୩୯% ପ୍ରତିଶତ ପୁରୁଷ ଓ ୨୨.୫୩% ନାରୀ ଅଟନ୍ତି । ୧୬.୬୨% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]

ଭାଷା[ସମ୍ପାଦନା]

ହିନ୍ଦୀ ସାୱାଇ ମାଧୋପୁରର ସରକାରୀ ଭାଷା ଅଟେ ।


ଆହୁରି ପଢନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Census of India Search details". censusindia.gov.in. Retrieved 10 May 2015.
  2. "Directory of Cities, Towns, and Regions in India". Retrieved 27 September 2015.
  3. ୩.୦ ୩.୧ "way back machine - ସେନ୍‌ସସ୍ ଓଫ୍ ଇଣ୍ଡିଆ". Archived from the original on 16 June 2004. Retrieved 24 September 2015.

ବାହାର ଲିଙ୍କ[ସମ୍ପାଦନା]