Jump to content

ସରୋଜ କୁମାର

ଉଇକିପିଡ଼ିଆ‌ରୁ

ସରୋଜ କୁମାର ଜଣେ ଓଡ଼ିଆ ଗାୟକ ଓ ସଙ୍ଗୀତ ନିର୍ଦ୍ଦେଶକ ।

ଜୀବନ ଓ ଜୀବିକା

[ସମ୍ପାଦନା]

ସରୋଜ କୁମାର ଓଡ଼ିଶାର କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଅନ୍ତର୍ଗତ ସାହୁପଡ଼ା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ସଂଗୀତ

[ସମ୍ପାଦନା]
ଗୀତର ନାମକ୍ୟାସେଟକଣ୍ଠଶିଳ୍ପୀଗୀତିକାର
କଥା ହବା ପାଇଁଭୁଲି ପାରିବିନି ତୁମକୁବିଭୁକିଶୋରନିହାର ପ୍ରିୟାଶିଷ
ଭୁଲି ପାରିବିନି ଏଇ କେତେ ଦିନଭୁଲି ପାରିବିନି ତୁମକୁକୁମାର ବାପିନିହାର ପ୍ରିୟାଶିଷ
ତୁ ବାହା ହବାପାଇଁ ଖାଲି କହୁଚୁଭୁଲି ପାରିବିନି ତୁମକୁପମିନିହାର ପ୍ରିୟାଶିଷ
ଏ ରାତି ନପାହୁଭୁଲି ପାରିବିନି ତୁମକୁମାନସ ପ୍ରୀତମନିହାର ପ୍ରିୟାଶିଷ
ହେ ଅବୁଝା ପ୍ରିୟାଭୁଲି ପାରିବିନି ତୁମକୁଟି. ସୌରୀନିହାର ପ୍ରିୟାଶିଷ
ଫୁଲତ ଦେଖିଚିଭୁଲି ପାରିବିନି ତୁମକୁଶକ୍ତି ମିଶ୍ରନିହାର ପ୍ରିୟାଶିଷ
ଚିଠିରେ ଚିଠିରେ ଲେଖିବୁଭୁଲିପାରିବିନି ତୁମକୁପ୍ରଣତୀ ମହାନ୍ତିନିହାର ପ୍ରିୟାଶିଷ
ଘୋଡ଼ା ଜଦି ଘାସ ସହଭୁଲିପାରିବିନି ତୁମକୁଶୁଭାଶିଷ ମହାକୁଡ଼ନିହାର ପ୍ରିୟାଶିଷ
ଦିନ ମଜୁରିରେ ଦିନ ମୋ ବିତୁଚିଛାମୁ ଜାହା ଦେଲେ ହରଷେକରୁଣାକରନିହାର ପ୍ରିୟାଶିଷ
କେତେ ମୁଁ ପାପ ଫଳରଛାମୁ ଜାହା ଦେଲେ ହରଷେକରୁଣାକରନିହାର ପ୍ରିୟାଶିଷ
ଲୁହ ଜେବେ ମୋ ଆଖିରେଛାମୁ ଜାହା ଦେଲେ ହରଷେକୁମାର ବାପିନିହାର ପ୍ରିୟାଶିଷ
କୋଇଲି ଲୋ କୋଇଲିଛାମୁ ଜାହା ଦେଲେ ହରଷେକୁମାର ବାପିନିହାର ପ୍ରିୟାଶିଷ
ମୁଁ ଛତିଆ ଗାଁରୁ ଲେଖୁଚି ଚିଠିଛାମୁ ଜାହା ଦେଲେ ହରଷେସୌରଭ ନାୟକନିହାର ପ୍ରିୟାଶିଷ
ହେ ଅଧାଗଢା ଦିଅଁଛାମୁ ଜାହା ଦେଲେ ହରଷେସୌରଭ ନାୟକନିହାର ପ୍ରିୟାଶିଷ
ମୋ ଝିଅ ଫିଙ୍ଗିଦେଲାଛାମୁ ଜାହା ଦେଲେ ହରଷେଅଞ୍ଜଳି ମିଶ୍ରନିହାର ପ୍ରିୟାଶିଷ
ତୋ ପ୍ରେମେ ପଡିଚି ବଂଧାଛାମୁ ଜାହା ଦେଲେ ହରଷେଅଞ୍ଜଳି ମିଶ୍ରନିହାର ପ୍ରିୟାଶିଷ
ପାହାଡ ଘାଟି ସୀମାରେଏକ ଆନ୍ଦେଳନକରୁଣାକରନିହାର ପ୍ରିୟାଶିଷ
ବନ୍ଦେ ମାତରମଏକ ଆନ୍ଦେଳନକରୁଣାକରନିହାର ପ୍ରିୟାଶିଷ
ତେଲର ଶିଶି ଭାଙ୍ଗିଦେଲିଏକ ଆନ୍ଦୋଳନକରୁଣାକର