ସମୀର କୁମାର ରାଉତରାୟ

ଉଇକିପିଡ଼ିଆ‌ରୁ
ସମୀର କୁମାର ରାଉତରାୟ
ବିଧାୟକ: ୮ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୮୦ – ୧୯୮୫
ପୂର୍ବ ଅଧିକାରୀତ୍ରିଲୋଚନ ମାନସିଂହ ହରିଚନ୍ଦନ
ପର ଅଧିକାରୀଲଳିତ ମୋହନ ମହାନ୍ତି
ନିର୍ବାଚନ ମଣ୍ଡଳୀବଡ଼ମ୍ବା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1948-01-26) ୨୬ ଜାନୁଆରୀ ୧୯୪୮ (ବୟସ ୭୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳକଂଗ୍ରେସ (ଇ)
ବାପା/ବୋଉବସନ୍ତ କୁମାର ରାଉତରାୟ (ବାପା)
ବୃତ୍ତିରାଜନୀତିଜ୍ଞ

ସମୀର କୁମାର ରାଉତରାୟ (ଜନ୍ମ: ୨୬ ଜାନୁଆରୀ ୧୯୪୮) ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ରାଜନୀତିର କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସମୀର ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟିକ ଭାବରେ ଥରେ କାର୍ଯ୍ୟ କରିଛନ୍ତି । ୧୯୮୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୮ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ସମୀର କୁମାର ରାଉତରାୟ ୧୯୪୮ ମସିହାର ଜାନୁଆରୀ ମାସ ୨୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବସନ୍ତ କୁମାର ରାଉତରାୟ ।[୧] ସମୀରଙ୍କର ଶିକ୍ଷାଗତ ଯୋଗ୍ୟତା ଥିଲା କଳାରେ ସ୍ନାତକ ଏବଂ ପରେ ସେ ଓକିଲାତି ପଢ଼ିଥିଲେ ।[୧]

ରାଜନୈତିକ ଜୀବନ[ସମ୍ପାଦନା]

ସମୀର କୁମାର ରାଉତରାୟ ଓଡ଼ିଶା ରାଜନୀତିରେ କଂଗ୍ରେସ (ଇ)ର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Samir Kumar Routray". odishaassembly.nic.in. Odisha Assembly. Retrieved 10 March 2020.