ଲଳିତ ମୋହନ ମହାନ୍ତି
ଲଳିତ ମୋହନ ମହାନ୍ତି | |
|---|---|
| ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୮୫ – ୧୯୯୦ | |
| ପୂର୍ବ ଅଧିକାରୀ | ସମୀର କୁମାର ରାଉତରାୟ |
| ପର ଅଧିକାରୀ | ତ୍ରିଲୋଚନ ମାନସିଂହ ହରିଚନ୍ଦନ |
| ନିର୍ବାଚନ ମଣ୍ଡଳୀ | ବଡ଼ମ୍ବା |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ଅଗଷ୍ଟ ୬, ୧୯୩୭ |
| ମୃତ୍ୟୁ | ୧୧ ଜୁନ ୨୦୦୦ (ବୟସ ୬୨) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
| ଜୀବନ ସାଥୀ | ଇନ୍ଦିରା ମହାନ୍ତି |
| ବାପା/ବୋଉ | ରାଜ କିଶୋର ମହାନ୍ତି (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ଲଳିତ ମୋହନ ମହାନ୍ତି (୮ ଜୁନ ୧୯୩୭ - ୧୧ ଜୁନ ୨୦୦୦) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିର ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ଲଳିତ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବଡ଼ମ୍ବା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ଲଳିତ ମୋହନ ମହାନ୍ତି ୧୯୩୭ ମସିହାର ଜୁନ ମାସ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜ କିଶୋର ମହାନ୍ତି ଏବଂ ପତ୍ନୀଙ୍କ ନାମ ଇନ୍ଦିରା ମହାନ୍ତି ।[୧] ଲଳିତଙ୍କ ପେଶାରେ ଜଣେ ଡାକ୍ତର ଥିଲେ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ଲଳିତ ମୋହନ ମହାନ୍ତି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ଲଳିତ ମାନସିଂହ ୨୦୦୦ ମସିହାର ଜୁନ ମାସ ୧୧ ତାରିଖରେ ମୃତ୍ୟୁବରଣ କରିଥିଲେ ।[୧] ମୃତ୍ୟୁବେଳକୁ ତାଙ୍କୁ ୬୨ ବର୍ଷ ବୟସ ହୋଇଥିଲା ।