ସନୋବର କବୀର
ସନୋବର କବୀର | |
|---|---|
| ଜାତୀୟତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ବୃତ୍ତି(ସମୂହ) | ଅଭିନେତ୍ରୀ ଗାୟିକା |
| ସକ୍ରିୟ ବର୍ଷ | ୧୯୯୯ – ୨୦୦୮ |
ସନୋବର କବୀର ଜଣେ ଭାରତୀୟ ଅଭିନେତା, ଯିଏକି ହିନ୍ଦୀ କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।[୧] ୧୯୯୯ ମସିହାରେ ମଦର୍ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିବା ପରେ କଥାଚିତ୍ର, ଦୂରଦର୍ଶନ ଧାରାବାହିକ ଆଦିରେ କାମ କରିଥିଲେ । ଜଣେ କଣ୍ଠଶିଳ୍ପୀ ଭାବରେ ସେ ମ୍ୟୁଜିକ୍ ଭିଡିଓ ଓ ଆଲବମ୍ର ନିର୍ମାଣ କରିଥିଲେ ।[୨]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ସନୋବରଙ୍କ ମାଆଙ୍କ ନାମ ସାବିହା ଏବଂ ବାପାଙ୍କ ନାମ ଏନ୍.ଏସ୍ କବୀର ।[୩] ସେ ଅଭିନେତା ରଜା ମୁରାଦଙ୍କ ଭାଣିଜୀ ଏବଂ ଅଭିନେତା ମୁରାଦଙ୍କ ନାତୁଣୀ । ଅଭିନେତ୍ରୀ ସୋନମ ଖାନ୍ ହେଉଛନ୍ତି ତାଙ୍କ ସମ୍ପର୍କୀୟ ଭଉଣୀ ।
ଅଭିନୟ ଜୀବନ
[ସମ୍ପାଦନା]୧୯୯୯ ମସିହାରେ ସେ ରେଖାଙ୍କ ଅଭିନୀତ ସାୱନ କୁମାର ତକଙ୍କ କଥାଚିତ୍ର ମଦର୍ ଜରିଆରେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ । ସେ କିଛି ହିନ୍ଦୀ କଥାଚିତ୍ରରେ ଅଭିନୟ କରିବା ପରେ ଦୂରଦର୍ଶନରେ କାମ କରିଥିଲେ । ତୁମ୍ ବିନ୍ ଜାଉଁ କାହାଁ, ଆର୍ଜୁ ହୈ ତୁ ଏବଂ କରିସ୍ମା[୪] ଭଳି ଧାରାବାହିକରେ ଅଭିନୟ ସେ ଅଭିନୟ କରିଛନ୍ତି । ଏହାପରେ ଜଣେ ଗାୟିକା ଭାବରେ[୫] ସେ ବମ୍ବସେଲ୍ ବେବ୍ ନାମକ ଏକ ରିମିକ୍ସ ମ୍ୟୁଜିକ୍ ଆଲବମ୍ ନିର୍ମାଣ କରିଥିଲେ । ୨୦୧୦ ମସିହାରେ, ସେ ଅଭିନେତା ରାଜୀବ ସିଂହଙ୍କୁ ବିବାହ କରିଥିଲେ ।[୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ପ୍ରକାର | ଭୂମିକା | ମନ୍ତବ୍ୟ |
|---|---|---|---|---|
| ୧୯୯୯ | ମଦର୍ | କଥାଚିତ୍ର | ଜିୟା ବ୍ରିଟାନିଆ | ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ |
| ୨୦୦୦ | ଇସ୍କ୍ ଇସ୍କ୍ | କ୍ଷୁଦ୍ର ଚଳଚ୍ଚିତ୍ର | ||
| କୁଡ଼ି ପଞ୍ଜାବୀ ଲଗ୍ ଦି | ||||
| ପଞ୍ଜାବୀ ମୁଣ୍ଡା: ମେଡ୍ଲି | ||||
| ଏ ମେରେ ଦିଲ୍-ଏ-ନାଦାନ୍ | ||||
| ୨୦୦୧ | ଆୟେଗା ଆନେୱାଲା | |||
| ୨୦୦୨ | କାଲି କାଲି ଆଁଖିୟୋସେ | |||
| ତାରା ଅମ୍ବର ତେ | ||||
| ବସ୍ତି | କଥାଚିତ୍ର | ମଧୁ | ||
| ୨୦୦୩ | କୋନ୍ | ନେହା ବୋଷ | ||
| ୨୦୦୪ | କଜ୍ରା ମୋହବତ୍ ୱାଲା | କ୍ଷୁଦ୍ର ଚଳଚ୍ଚିତ୍ର | ||
| ୨୦୦୫ | ମେରି ବେରି କେ ବେର୍ ମତ୍ ତୋଡ଼ୋ କାଣ୍ଟା ଚୁଭ୍ ଜାଏଗା | [୭] | ||
| ଜିୟା ହୋ ଜିୟା | ||||
| ହସ୍ତା ହୁଆ ନୁରାନି ଚେହେରା | ||||
| ୟାର୍ ଦିଲ୍ଦାର୍ | ||||
| ତୁ କ୍ୟା ଜାନେ | ||||
| ଉନ୍ସେ ମିଲି ନଜର୍ | ||||
| ୨୦୦୬ | ଦିଲ୍ ନେହିଁ ଲଗ୍ଦା | |||
| ୨୦୦୮ | ମେହବୁବା | କଥାଚିତ୍ର | ନର୍ତ୍ତକୀ |
ଅଭିନୀତ ଧାରାବାହିକ
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୦୩ | କଭି କଭି | ମୋଭା | |
| ୨୦୦୩–୦୪ | କରିସ୍ମା: ଦି ମିରାକିଲ୍ସ ଅଫ୍ ଡେସ୍ଟିନି | ରିୟା | |
| ୨୦୦୩ | ଆର୍ଜୁ ହୈ ତୁ | ||
| ତୁମ୍ ବିନ୍ ଜାଉଁ କାହାଁ |
ଗୀତ ଓ ଆଲବମ୍
[ସମ୍ପାଦନା]| ବର୍ଷ | ଆଲବମ୍ | ଗୀତ | ଗାୟକ |
|---|---|---|---|
| ୨୦୦୩ | ଦି ରିଟର୍ଣ୍ଣ ଅଫ୍ କାନ୍ତା (ମିକ୍ସ) | ମେରୀ ବେରୀ କେ ବେର୍ | ସନୋବର |
| ୨୦୦୫ | ବମ୍ବେସେଲ୍ ବେବ୍ସ୍ | କାନ୍ ମେଁ ଝୁମ୍କା | |
| ଡିଜେ ହଟ୍ ରିମିକ୍ସ ଭଲ୍ୟୁମ୍ ୪ | ସୋନୁ ନିଗମ ଏବଂ କଳ୍ପନା | ||
| ୨୦୦୬ | ସନୋବର ଆଣ୍ଡ ଦି ମସ୍ତି ଏକ୍ସପ୍ରେସ୍ | ସୋଣିୟେ ଦିଲ୍ ନେହିଁ ଲଗ୍ଦା ତେରେ ବିନା | ସନୋବର |
ଆଧାର
[ସମ୍ପାଦନା]- ↑ "GR8! TV Magazine - Sanober & Rukhsar". www.gr8mag.com. Archived from the original on 2024-12-09. Retrieved 2023-10-12.
- ↑ "Sanober Kabir gets Lodhi Club rocking". Times of India (in English). 27 February 2013. Archived from the original on 8 November 2013. Retrieved 8 November 2013.
{{cite news}}: CS1 maint: unrecognized language (link) - ↑ "Sanober Kabir ties the knot!". The Times of India. 31 January 2010. Retrieved 24 July 2019.
- ↑ "Mature roles? Why not, says Sanober?". The Times of India. 30 July 2010. Archived from the original on 12 November 2013.
- ↑ Wadhwa, Akash (28 May 2008). "Sanober Kabir delights Lucknowites". Times of India (in English). Archived from the original on 8 November 2013. Retrieved 12 October 2023.
{{cite news}}: CS1 maint: unrecognized language (link) - ↑ "Sanober Kabir ties the knot!?". The Times of India. 31 January 2010. Archived from the original on 29 October 2013.
- ↑ Naval-Shetye, Aakanksha (5 December 2004). "Sanober Kabir delights Lucknowites". Times of India (in English). Archived from the original on 8 November 2013. Retrieved 8 November 2013.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସନୋବର କବୀର
- ଇନଷ୍ଟାଗ୍ରାମରେ ସନୋବର କବୀର